Year: 2024

ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ଦାବିରେ ଛାତ୍ରକଂଗ୍ରେସର ବିଧାନ ସଭା ଘେରାଉ ଅଭିଯାନ

ପଟ୍ଟାମୁଣ୍ଡାଇ ତା ୩/୧୨ - ଓଡିଶାର ଅନ୍ୟତମ ପ୍ରମୁଖ ବାଣିଜ୍ୟକ ପେଣ୍ଠ ତଥା କେନ୍ଦ୍ରାପଡ଼ା ଜଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ପରିଚୟ...

ଗ୍ରାହକ ବେଶରେ କାର ଲୁଟି ନେବା ଘଟଣା : ଚୋରୀ କାର ଜଗତପୁରରୁ ଉଦ୍ଧାର ,୨ଥାନାରେ ଅଟକ

ପଟ୍ଟାମୁଣ୍ଡାଇ ୨/୧୧ -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଗ୍ରାମର ଯୁବ ବ୍ୟବସାୟୀଙ୍କ କାରଗାଡିକୁ ଗତ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଚୋର ମାନେ ଗ୍ରାହକ ବେଶରେ...

ପୁନର୍ବାସ ସୃଜନ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା,୨ା୧୨: ଭିନ୍ନକ୍ଷମଙ୍କ ଥେରାପି ସେବା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ମାଧପୁରସ୍ଥିତ ଅମର ଉଦ୍ୟାନ ପରିସରରେ "ପୁନର୍ବାସ ସୃଜନ ସମ୍ମାନ ଓ...

କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ

କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବସ୍ତ୍ର ବଣିକ ସଂଘର ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ହୋଟେଲ୍ ଚଣ୍ଡିଆ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସଂଘର କାମଚଳା ସଭାପତି ଗାନୁ...

ବିଜୁ ପଟ୍ଟନାୟକ କଲେଜର ୪୪ତମ ପ୍ରତିଷ୍ଠା ଦିବସ ସମାରୋହ

କେନ୍ଦ୍ରାପଡ଼ା,୧ା୧୨: ଜିଲ୍ଲାର ଗ୍ରାମାଂଚଳରେ ଉଚ୍ଚଶିକ୍ଷାର ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବା ଅନ୍ତେଇ ବିଜୁ ପଟ୍ଟନାୟକ କଲେଜ ଆଜି ୪୪ତମ ପ୍ରତିଷ୍ଠା ଦିବସ ପାଳନ...

ରାଷ୍ଟ୍ରବାଦୀ କବିତା ମହୋତ୍ସବ ଅନୁଷ୍ଠିତ କବି ସେନାପତି ପ୍ରଦ୍ୟୁମ୍ନ କେଶରୀ ପାଇଲେ ଜୟରାଷ୍ଟ୍ର କବିତା ସମ୍ମାନ

କେନ୍ଦ୍ରାପଡା,୧ା୧୨: ସାମାଜିକ ସଂଗଠନ "ଜୟରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ତୃତୀୟ ରାଷ୍ଟ୍ରବାଦୀ କବିତା ମହୋତ୍ସବ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପ୍ରାବନ୍ଧିକ...

ବିଶ୍ୱ ଏଡ୍‌ସ ଦିବସ ପାଳିତ

କେନ୍ଦ୍ରାପଡ଼ା,୧ା୧୨: କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ...

ପଟ୍ଟାମୁଣ୍ଡାଇ ବ୍ଲକ କନିଷ୍ଠ ଶିକ୍ଷକ ସଂଘ କର୍ମକର୍ତା ନିର୍ବାଚନ

ପଟ୍ଟାମୁଣ୍ଡାଇ ୧/୧୨ -ପଟ୍ଟାମୁଣ୍ଡାଇ ବ୍ଲକରେ ନୂତନ ଭାବେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କ (ଚୁକ୍ତିଭିତିକ) ଏକ ବୈଠକ ବେଲତଳ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।...

ଅଗ୍ନି କାଣ୍ଡରେ ଘର ପୋଡି ସହିତ ୩ ଗାଈ ୨ ବାଛୁରୀ ମୃତ

ରାଜନଗର, ୧/୧୨ ଭାସ୍କର ରାଉତରାୟ- ରାଜନଗର ବ୍ଲକ ରଂଗଣୀ ଗ୍ରାମ ପଂଚାୟତ ଅନ୍ତର୍ଗତ ପଟ୍ଟାପାରିଆ ଗ୍ରାମରେ ଗତକାଲି ରାତିରେ ପ୍ରଦୀପ ସେନାଙ୍କ ଗୁହାଳରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି...

ରାଜନଗର ବ୍ଳକ ସରପଂଚ ସଂଘ ବୈଠକ

ରାଜନଗର, ୧/୧୨ - ଆଜି ରାଜନଗର ବ୍ଳକ କଣ୍ଡିରା ପଂଚାୟତ କାର୍ଯ୍ୟାଳୟ ପରିସରରେ ରାଜନଗର ବ୍ଳକ ସରପଂଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା । ସରପଂଚ ସଙ୍ଘର...

ଉଦ୍‌ଘାଟିତ ହେଲା ଇକୋ ରିଟ୍ରିଟ , ବେଳାଭୂମିର ମଜା ସହ ମିଳିବ ମିନି ଆମାଜନର ଅନୁଭୂତି

କେନ୍ଦ୍ରାପଡା , ୧/୧୨ - ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁଁ ରବିବାର ଠାରୁ ଆସନ୍ତା ଫେବୃଆରୀ...

ନଦୀରେ ବୁଡି ୩ ବର୍ଷର ଶିଶୁ ପୁତ୍ର ମୃତ

ପଟ୍ଟାମୁଣ୍ଡାଇ ୧/୧୨ - କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି କୂଳସାହ ଗାଁରେ ଏକ ଅଘଟଣ ଘଟିଛି। ନଦୀରେ ବୁଡି ୩ ବର୍ଷର ଶିଶୁପୁତ୍ରଙ୍କର ମୃତ୍ୟୁ...

ବିଶ୍ୱ ଏଡସ ଦିବସ : ସଚେତନତା ହିଁ ପ୍ରକୃତ ନିଦାନ

ଭୁବନେଶ୍ୱର୧/୧୨- ଆଜି ହେଉଛି ବିଶ୍ୱ ଏଡସ ଦିବସ । ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ...

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମାସିକ ବୈଠକ

କେନ୍ଦ୍ରାପଡ଼ା,୩୦ା୧୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ରାମ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି...

ନାକ୍ ପରିବର୍ତ୍ତନ ପାଇଁ କେନ୍ଦ୍ରାପଡା କଲେଜରେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନାକ୍ ମାନ୍ୟତାର ନବୀକରଣ ପାଇଁ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍‌ଙ୍କ ସଭାପତିତ୍ୱରେ ଆଇ.କ୍ୟୁ.ଏ.ସି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...

ବିଜ୍ଞାନ ମେଳା ପଦର୍ଶନୀରେ ମହୁମାଛି ଆକ୍ରମଣ , ୨୦ ଆହତ

ପଟ୍ଟାମୁଣ୍ଡାଇ ୨୯/୧୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ କଷଣଅଂଟା ସ୍ଥିତ ପଂଚାୟତ ହାଇସ୍କୁଲ ପଡିଆରେ ହେଉଥିବା ବିଜ୍ଞାନ ମେଳା ପଦର୍ଶନୀରେ ପ୍ରାୟ ୨୦ଜଣ ଛାତ୍ରୀଛାତ୍ର ମହୁମାଛି ଆକ୍ରମଣରେ...

୯ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ , ଅଭିଯୁକ୍ତ ଗିରଫ

ପଟ୍ଟାମୁଣ୍ଡାଇ ୨୯/୧୧ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାକୁ ଜଣେ ୬୫ ବର୍ଷର ବୃଦ୍ଧ ବଳାତ୍କାର କରିଥିବା...

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୯ା୧୧: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ...

ବାଲିଆ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଜାଗର ରାଉତଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ଜାଗର ରାଉତଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି...

ବଡ଼ ସ୍ୱପ୍ନ ଦେଖିଲେ ବଡ଼ ହେବା ପାଇଁ ସାହସ ଓ ଉତ୍ସାହ ପାଇପାରିବ ସହିତ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ

କଷଣଅଂଟାରେ ବ୍ଲକସ୍ତରୀୟ ଜ୍ଞାନ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପଟ୍ଟାମୁଣ୍ଡାଇ ୨୯/୧୧ କଳ୍ପତରୁ ନାୟକ-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଦୁଇଟି ପର୍ଯ୍ୟାୟରେ...

ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀଙ୍କୁ ବିନାମୂଲ୍ୟରେ ବାଲି ନେବାକୁ ଅନୁମତି ପ୍ରଦାନ କରାଯାଉ- ବା-ମା-ପା ସୁରକ୍ଷା ମଞ୍ଚ

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ଜିଲ୍ଲାରେ ଥିବା ନଦୀବନ୍ଧ ଗୁଡିକର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀମାନଙ୍କୁ ସେହି ନଦୀରେ ଥିବା ବାଲିକୁ ବିନା ମୂଲ୍ୟରେ ନେବାକୁ ଜିଲ୍ଲାପାଳ ଅନୁମତି...

ମେଡିକାଲ କଲେଜ ପ୍ରାପ୍ୟ ଆମର ହକ- ମିଳିତ କ୍ରିୟାନୁଷ୍ଠାନ କମିଟି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ମିଆଦି ଆନ୍ଦୋଳନ ପାଇଁ ମହାପ୍ରସ୍ତୁତି

କେନ୍ଦ୍ରାପଡ଼ା, ୨୯ା୧୧: ନାହିଁନାହିଁର ଜିଲ୍ଲା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ ଦାବି ହେଇ ଆସୁଛି। ଏହାକୁ ଏକ ସାମଗ୍ରିକ...

ବାରୋ ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ , ଜିଲ୍ଲାପାଳଙ୍କ ନିର୍ଦେଶରେ ତଦନ୍ତ କରିବେ ସହକାରୀ ନିବନ୍ଧକ

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବାରୋ ପଂଚାୟତର ପୂର୍ବତନ ସରପଂଚ ଭାଗିରଥୀ...

ଡ଼ିସେମ୍ବର ୧ରେ “ନୂଆ ଜହ୍ନ ଉଇଁଛି’ର ପାଠକାର୍ପଣ

କେନ୍ଦ୍ରାପଡା,୨୮ା୧୧: ସମକାଳୀନ ଉଭୟ ଓଡ଼ିଆ କଥା ଓ କବିତା କ୍ଷେତ୍ରରେ ସ୍ୱକୀୟ ସ୍ୱତନ୍ତ୍ର ପରିଚୟ ସହ ଅସାମାନ୍ୟ ପ୍ରତିଷ୍ଠା ଅର୍ଜନ କରିଥିବା ବିରଜା ରାଉତରାୟଙ୍କ ପଞ୍ଚମ କବିତା...