ବିପ୍ଲବୀଙ୍କ ସାହିତ୍ୟ କନିକାବାସୀଙ୍କ ମନରେ ବିପ୍ଳବର ବହ୍ନି ଜଳାଇଥିଲା

19 July 2026 kanika odisha 0

ବିପ୍ଲବୀ ଆନନ୍ଦ ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ କେନ୍ଦ୍ରାପଡ଼ା,୧୮ା୭:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୨ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଗୀତଗୋବିନ୍ଦ ସଦନରେ ଓଡିଶା ସାହିତ୍ୟ ଏକାଡେମୀ ଓ ବିପ୍ଲବୀ ଆନନ୍ଦ ଚନ୍ଦ୍ର […]

ଚୋରା ମଦ ଜବତ,୬ଗିରଫ

19 July 2026 kanika odisha 0

କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଜମ୍ବୁ ସାମୁଦ୍ରିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ […]

ତୁଳସୀକ୍ଷେତ୍ର ରଥଯାତ୍ରାରେ କଂଗ୍ରେସ ସେବାଦଳର ସେବା ଶିବିର

19 July 2026 kanika odisha 0

କେନ୍ଦ୍ରାପଡ଼ା,୧୮ା୭:କେନ୍ଦ୍ରାପଡ଼ା ପ୍ରସିଦ୍ଧ ତୁଳସୀ କ୍ଷେତ୍ର ଶ୍ରୀବଳଦେବଜୀଉଙ୍କ ରଥ ଯାତ୍ରାରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଜିଲ୍ଲା କଂଗ୍ରେସ ସେବାଦଳର ଦୁଇ ଦିନିଆ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଜିଲ୍ଲା […]

ବିପ୍ଲବୀ ଆନନ୍ଦ ଚନ୍ଦ୍ରଙ୍କ ୧୪୨ତମ ଜୟନ୍ତୀ ପାଳିତ

19 July 2026 kanika odisha 0

କେନ୍ଦ୍ରାପଡ଼ା,୧୮ା୭:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୨ତମ ଜୟନ୍ତୀ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀ ଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ଶୁକ୍ରବାର ପୂର୍ବାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି। […]

ଦୁଇ ବର୍ଷୀୟାନ୍ ସାହିତ୍ୟିକଙ୍କୁ ଜାଗରୂକ ସମ୍ମାନ

18 July 2026 kanika odisha 0

କେନ୍ଦ୍ରାପଡା ୧୭/୭ : କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ଯୁବ ସାହିତ୍ୟାନୁଷ୍ଠାନ ‘ଜାଗରୂକ’ ପକ୍ଷରୁ ସ୍ଥାନୀୟ ମାଧପୁର ଠାରେ ଏକ ସ୍ୱତନ୍ତ୍ର ସାରସ୍ୱତ ଉତ୍ସବରେ ଜିଲ୍ଲାର ଦୁଇ ବର୍ଷୀୟାନ୍ ସାହିତ୍ୟିକଙ୍କୁ ‘ଜାଗରୂକ ସମ୍ମାନ’ ପ୍ରଦାନ କରାଯାଇଛି। […]

ଶ୍ରୀବଳଦେବ ଚେତନାର ଅନନ୍ୟ ବାହକ ଶ୍ରୀତାଳଧ୍ୱଜ ପତ୍ରିକା ଉନ୍ମୋଚିତ

18 July 2026 kanika odisha 0

କେନ୍ଦ୍ରାପଡ଼ା ୧୭ / ୭ ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଅବସରରେ କେନ୍ଦ୍ରାପଡ଼ାରୁ ପ୍ରକାଶିତ ଶ୍ରୀତାଳଧ୍ୱଜ ପତ୍ରିକାର ନବମ ସଂଖ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର ଆୟରଙ୍କ ଉପସ୍ଥିତରେ ଉନ୍ମୋଚିତ […]

ବେଳତଳ ଶ୍ରୀ ନୀଳମାଧବଜିଯୁଙ୍କ ରଥ ଯାତ୍ରା

18 July 2026 kanika odisha 0

ପଟ୍ଟାମୁଣ୍ଡାଇ ତା ୧୭/୭- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଶ୍ରୀନୀଳମାଧବ ଜିଯୁଙ୍କ ରଥଯାତ୍ରା ବିପୁଳ ଆନନ୍ଦ ଉଲ୍ଲାସ ଓ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି ।  ପ୍ରତ୍ୟୁଷରୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତମାନେ ପ୍ରଭୁ ଜଗନ୍ନାଥ, […]

ପଟ୍ଟାମୁଣ୍ଡାଇରେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ,ସାମାନ୍ୟ ବର୍ଷା ହେଲେ କଟୁଛି ବିଜୁଳି,ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

17 July 2026 kanika odisha 0

ପଟ୍ଟାମୁଣ୍ଡାଇ ୧୬/୭ -ପଟ୍ଟାମୁଣ୍ଡାଇ ବିଦ୍ୟୁତ ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ଚରମ ଅବହେଳା ଯୋଗୁଁ ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷା କିମ୍ବା ପବନ […]

ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚାରେ ଘୋଷଯାତ୍ରା , ଭକ୍ତମାନେ ଖୁସିରେ ଆତ୍ମହରା ଦଶହାତ ଗଡିଲା ବ୍ରହ୍ମ ତାଳଧ୍ୱଜ

17 July 2026 kanika odisha 0

କେନ୍ଦ୍ରାପଡ଼ା,୧୬ା୭: ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ। ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡର ଗଗନ ପବନ। […]

ବ୍ରାହ୍ମଣୀ ଗର୍ଭରୁ ବେଆଇନ ବାଲି ଲୁଟ୍‌, ବନ୍ଧ ସୁରକ୍ଷା ପ୍ରତି ବିପଦ ପଥର ପ୍ୟାକିଂ ଧସିବା ସମ୍ଭାବନାରେ ଅତଙ୍କିତ ଲୋକେ

14 July 2026 kanika odisha 0

ପଟ୍ଟାମୁଣ୍ଡାଇ୧୨/୭ -ନଦୀ ହେଉଛି ସଭ୍ୟତାର ଜୀବନରେଖା। କିନ୍ତୁ ଯେତେବେଳେ ସେହି ନଦୀକୁ କେନ୍ଦ୍ର କରି ସରକାରୀ ବ୍ୟବସ୍ଥା ଭିତରେ ଦୁର୍ନୀତିର ଚେର ମାଡ଼ିଯାଏ ସେତେବେଳେ ଜୀବନରେଖା ହିଁ ସାଧାରଣ ଜନତାଙ୍କ ପାଇଁ ମରଣଯନ୍ତା ପାଲଟିଯାଏ। […]

କେନ୍ଦ୍ରାପଡାରେ ଭାରତ ପେଟ୍ରୋଲିୟମର ଜନକଲ୍ୟାଣ କାର୍ଯ୍ୟକ୍ରମ

12 July 2026 kanika odisha 0

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ସହରରେ ଭାରତ ପେଟ୍ରୋଲିୟମ ପକ୍ଷରୁ କେତେକ ଜନକଲ୍ୟାଣ କାର୍ଯ୍ୟକ୍ରମ ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ସଂପ୍ରତି ଚାଲୁ ରହିଥିବା ସ୍ୱଛତା ପଖୱାଡ ସନ୍ଦର୍ଭରେ କେନ୍ଦ୍ରାପଡା ସହରରେ ଭାରତ […]

ଗାନ୍ଧିମୂର୍ତ୍ତି ସମ୍ମୁଖରେ ଗଣ ସତ୍ୟାଗ୍ରହ , କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

12 July 2026 kanika odisha 0

କେନ୍ଦ୍ରାପଡ଼ା,୧୨ା୭:ନିଟ୍ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଥିବା ଦୃଷ୍ଟିରୁ କକ୍ରୋଚ ଜନତା ପାର୍ଟି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ସମର୍ଥନ ଜଣାଇ ଦିଲ୍ଲୀର ଯନ୍ତରମନ୍ତର […]

ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ ପୁରାଣ ପ୍ରଭା ଓ ଧର୍ମ ସଂସ୍କୃତି ବିଭବ ପୁସ୍ତକ ଉନ୍ମୋଚନ

12 July 2026 kanika odisha 0

କେନ୍ଦ୍ରାପଡ଼ା,୧୨ା୭:କେନ୍ଦ୍ରାପଡା ବ୍ଲକ ଅଧିନ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ‘ସମାଜ ସଂସ୍କାରରେ ମା ଓ ଶିଶୁର ବିକାଶ’ ଶୀର୍ଷକ ଏକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ […]

ବ୍ୟବସାୟୀଙ୍କୁ ଅକ୍ରମଣ ଓ ଲୁଟ ଘଟଣା , ଗିରଫ ଦାବୀରେ ଥାନାରେ ଗ୍ରାମବାସୀ

12 July 2026 kanika odisha 0

ପଟ୍ଟାମୁଣ୍ଡାଇ ୧୧/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅତର୍ଗତ କଖାରୁଣୀ ଗ୍ରାମର ବ୍ୟବସାୟୀ ଦୁଇଭାଇଙ୍କୁ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି। ପୋଲିସର ଅପାରଗତା […]

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତିଲେ ମହିଳା, ସାହାଯ୍ୟ କଲା ପିନ୍ଧିଥିବା ଶାଢ଼ୀ

12 July 2026 kanika odisha 0

ପଟ୍ଟାମୁଣ୍ଡାଇ ୧୧/୭ – ପଟ୍ଟାମୁଣ୍ଡାଇ ଧୋୟାଂଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ କୂଳରେ ପୁଣି ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ। ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ମହିଳା ଅତର୍କିତ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ […]

କେନ୍ଦ୍ରାପଡା ଜିଲ୍ଲା ଶାଖା ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି କନଭେନସନ୍

11 July 2026 kanika odisha 0

କେନ୍ଦ୍ରାପଡା୧୧ା୭ : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା ଶାଖା କନଭେନସନ୍ ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ସମ୍ମିଳନୀ କକ୍ଷରେ ଓଷ୍ଟାର ଜିଲ୍ଲା ସଭାପତି ଅଶୋକ କୁମାର […]

No Image

ଗାଁସାଥୀଙ୍କୁ ବକେୟା ପାରିଶ୍ରମିକ ପ୍ରଦାନ ପାଇଁ ଦାବି

9 July 2026 kanika odisha 0

କେନ୍ଦ୍ରାପଡ଼ା,୮ା୭:କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରେ କାର୍ଯ୍ୟରତ ଗାଁସାଥୀ(ମେଟ)ମାନଙ୍କୁ ବର୍ଷ ବର୍ଷ ଧରି ବକେୟା ପାରିଶ୍ରମିକ ପ୍ରଦାନ କରାଯାଇନଥିବା ଯୋଗୁଁ ସେମାନେ ବହୁ ଦୁର୍ଦ୍ଦିନ ଭିତର ଦେଇ କାଳାତିପାତ କରୁଛନ୍ତି। ତେଣୁ ସେମାନଙ୍କ […]

ଗଛ ନବଞ୍ଚିଲେ ଅମ୍ଳାଜାନ ସ୍ଥିତି ଗମ୍ଭୀର ହୋଇପଡିବ: ଶ୍ରୀମା

9 July 2026 kanika odisha 0

କେନ୍ଦ୍ରାପଡ଼ା,୮ା୭:ବୃକ୍ଷରୋପଣ ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି ଯେ ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ମଣିଷ ଜୀବନ ସମ୍ଭବ […]

ପଟ୍ଟାମୁଣ୍ଡାଇରେ ବିରଳ ହଳଦିଆ ବେଙ୍ଗ ,ପ୍ରଜନନ ଋତୁରେ ଅଣ୍ଡିରା ବେଙ୍ଗ ହଳଦିଆ ହୁଅନ୍ତି

6 July 2026 kanika odisha 0

ପଟ୍ଟାମୁଣ୍ଡାଇ୮/୫– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ଅଦ୍ଭୁତ ଏବଂ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଅଂଚଳରେ ହଳଦିଆ ରଙ୍ଗର କେତେଗୁଡିଏ ବେଙ୍ଗ ଠାବ କରାଯାଇଛି। ସାଧାରଣତଃ ଉପକୂଳ ଅଂଚଳରେ ଶାଗୁଆ କିମ୍ବା […]

କୁସଂସ୍କାର ବିରୋଧରେ ସ୍ୱର ଉତୋଳନ ହିଁ ପ୍ରକୃତ ଶିକ୍ଷା

6 July 2026 kanika odisha 0

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ ପଟ୍ଟାମୁଣ୍ଡାଇ୭/୫–୧୯୭୦ ମସିହାରେ ସ୍ଥାପିତ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଦୀର୍ଘ ୫୬ ବର୍ଷର ଗୌରବମୟ ଯାତ୍ରା ଅତିକ୍ରମ କରି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ଏହି ଅନୁଷ୍ଠାନ […]

ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଙ୍ଘର ବାହୁଡା ପାଇଁ ପ୍ରସ୍ତୁତି ବୈଠକ

6 July 2026 kanika odisha 0

କେନ୍ଦ୍ରାପଡ଼ା,୫ା୭:କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଆଗନ୍ତୁକ ଭକ୍ତମାନଙ୍କ ସେବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ […]

କେନ୍ଦ୍ରାପଡାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଚିଠା ପ୍ରକାଶନ

6 July 2026 kanika odisha 0

କେନ୍ଦ୍ରାପଡ଼ା,୫ା୭:କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନର୍ଗତ ଭୋଟର ତାଲିକା ଚିଠା ପ୍ରକାଶନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ରଘୁରାମ ଆର. ଆୟର ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟ […]

ଶୂନ୍ୟ ବାଲ୍ୟ ବିବାହ ଜିଲ୍ଲା ହେବ କେନ୍ଦ୍ରାପଡ଼ା: ଜିଲ୍ଲାପାଳ

5 July 2026 kanika odisha 0

କେନ୍ଦ୍ରାପଡ଼ା,୪ା୭:କେନ୍ଦ୍ରାପଡ଼ା ଜିଲ୍ଲା ଶୂନ୍ୟ ବାଲ୍ୟ ବିବାହ ଜିଲ୍ଲା ହେବ। ଏ ନେଇ ଏକ ଆକ୍ସନ ପ୍ଲାନ ତିଆରି ହୋଇଛି। ଏହି ଯୋଜନା ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ। […]

ରଥଯାତ୍ରା ୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

5 July 2026 kanika odisha 0

କେନ୍ଦ୍ରାପଡ଼ା, ୪ା୭: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ୨୦୨୬କୁ ଶାନ୍ତିଶୃଙ୍ଖଳା ସହିତ ସମାପନ ନିମନ୍ତେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ […]