ଆଜି ପଟ୍ଟାମୁଣ୍ଡାଇ ପୌରପରିଷଦର ୩୮ ତମ ସ୍ୱାୟତଶାସନ ଦିବସ, , ଅସମ୍ପୂର୍ଣ୍ଣ ପ୍ରକଳ୍ପ କେବେ ହେବ କାର୍ଯ୍ୟକ୍ଷମ

31 August 2026 kanika odisha 0

ଶିଳାନ୍ୟାସରେ ଅଟକିଛି କୋଟି କୋଟି ଟଙ୍କାର ପ୍ରକଳ୍ପ ପଟ୍ଟାମୁଣ୍ଡାଇ ୩୧/୮ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ସୋମବାର ଆଡ଼ମ୍ବରପୂର୍ଣ୍ଣ ଭାବେ ୩୮ ତମ ସ୍ୱାୟତଶାସନ ଦିବସ ପାଳନ କରାଯାଉଛି। ରଙ୍ଗବେରଙ୍ଗର ଆଲୋକମାଳା, ସଭାସମିତିକୁ ନେଇ […]

ପଟ୍ଟାମୁଣ୍ଡାଇ – ନମ୍ବର ବିହୀନ ଅଟୋ ଓ ବେଆଇନ ଟ୍ରେକର ଚାଳକଙ୍କଙ୍କ ଦୌରାତ୍ମ୍ୟ

24 August 2026 kanika odisha 0

ସୁରକ୍ଷିତ ନୁହନ୍ତି ପଥଚାରୀ, ନ୍ୟାୟ ଅପେକ୍ଷାରେ ଚନ୍ଦ୍ରମଣି ପ୍ରଶାସନ ନୀରବ, ଦୁର୍ଘଟଣା ଘଟିଲେ କ୍ଷତିପୂରଣ ଦେବ କିଏ? ପଟ୍ଟାମୁଣ୍ଡାଇ ୨୪/୮ – କେନ୍ଦ୍ରାପଡ଼ା ଜିଲାର ପ୍ରମୁଖ ବ୍ୟବସାୟିକ ଓ ଜନବହୁଳ ସହର ପଟ୍ଟାମୁଣ୍ଡାଇରେ ସଡ଼କ […]

ପଟ୍ଟାମୁଣ୍ଡାଇ ବନ୍ୟା ପରେ ସ୍ଥିତି ସଂଗୀନ, ରିଲିଫ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ,ସିଂହଗାଁ ସମେତ ବହୁ ଗାଁ ବାହ୍ୟଜଗତରୁ ବିଛିନ୍ନ , ବନ୍ୟାଞ୍ଚଳରେ ବିଧାୟକ ଓ ଜିଲ୍ଲାପାଳ

3 August 2026 kanika odisha 0

ପଟ୍ଟାମୁଣ୍ଡାଇ ତା ୧/୮-ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଞ୍ଚଳ ର ୧୧ ଟି ୱାର୍ଡ ବିଶେଷ ଭାବେ କ୍ଷତିଗସ୍ତ ହେବା ସହିତ ପ୍ରାୟ ୬୫ହଜାର ଲୋକ ବିପନ୍ନ ହୋଇଛନ୍ତି । […]

ବ୍ରାହ୍ମଣୀରେ ପ୍ରଥମ ବନ୍ୟାଜଳ, ପଟ୍ଟମୁଣ୍ଡାଇ ଧୋୟାଂଚଳ ଜଳମଗ୍ନ

31 July 2026 kanika odisha 0

ରାସ୍ତାରେ ଗାଢ ଗଛ ଉପୁଡ଼ି ଯାତାୟାତ ବାଧା ନୀଳକଣ୍ଠପୁରରେ ମରାମତି ହୋଇନଥିବା ଘାଇ ଦେଇ ଗାଁରେ ପଶିଲା ପାଣି ବୁଡ଼ିଗଲା ନଳକୂପ, ବିଶୁଦ୍ଧ ପାନୀୟ ଜଳର ସଙ୍କଟ ଧୋୟାଂଚଳରେ କୁମ୍ଭୀର ଆତଙ୍କ, ଆଶଙ୍କାରେ ଗ୍ରାମବାସୀ […]

ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତିଲେ ସ୍କୁଲ ପିଲା

24 July 2026 kanika odisha 0

 ଖଡିଅଂଟା ବାତ୍ୟା ଆଶ୍ରୟସ୍ଥଳୀ    ପଟ୍ଟାମୁଣ୍ଡାଇ ୨୩/୭ -ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଖଡିଅଂଟା ସ୍କୁଲ ନିକଟରେ ଥିବା ବିପଦପୂର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। କୋଠାର ଛାତରୁ ହଠାତ୍ […]

କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ଓ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ..

21 July 2026 kanika odisha 0

କେନ୍ଦ୍ରାପଡ଼ା ୨୦.୭- କିଶୋର କିଶୋରୀଙ୍କ ସଶକ୍ତୀକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁ ଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡଲାଇନ୍ ଆଡଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଆଜି କେନ୍ଦ୍ରାପଡ଼ା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ […]

ଉନ୍ନୟନ ନାଁରେ ବୃକ୍ଷ କ୍ଷୟ , ବିଗିଡୁଛି ଜଳବାୟୁ ବଢୁଛି ତାତି

28 May 2026 kanika odisha 0

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୧୦ଟା […]

ଆଦର୍ଶ ପ୍ରଧାନ ଶିକ୍ଷକ ଅଭୟ କୁମାର ଦାସଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା

23 April 2026 kanika odisha 0

କେନ୍ଦ୍ରାପଡ଼ା ୨୩ /୦୪: କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ବତୀଘର ଗ୍ରାମ ପଞ୍ଚାୟତ ସ୍ଥିତ ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟର ବରକୋଳିଖୋଳା ପରିସରରେ ସେବା ନିବୃତ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଅଭୟ କୁମାର ଦାସଙ୍କ ଅବସର […]

ପୋଖରୀ ନିଲାମ ବାତିଲ ବିରୋଧରେ ଏସଏସଜି ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ , କ୍ଷତି ପୁରଣ ଦାବି

15 April 2026 kanika odisha 0

କେନ୍ଦ୍ରାପଡା ତା.୧୪/୪: କୁହୁଡି ପଞ୍ଚାୟତରେ ୨୦୨୪-୨୫ ମସିହାର ପୋଖରୀ ଗୁଡିକର ନିଲାମ୍ ବିନା କାରଣରେ ବନ୍ଦ କରାଯାଇ ଲକ୍ଷ୍ୟାଧିକ ଟଙ୍କା କ୍ଷତି କରାଯାଇଛି । ସମ୍ବାଦ ଆଞ୍ଚଳିକ ମଞ୍ଚର ୧୩ଗୋଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା […]

ବୈଠକ ଓ ଭାଷଣ ବାଜୀରେ ଚାଲିଛି ପୌରପାଳିକା , ପୌରାଂଚଳବସୀ ମୌଳିକ ସୁବିଧାରୁ ବଂଚିତ

10 April 2026 kanika odisha 0

  ପଟ୍ଟାମୁଣ୍ଡାଇ ୯/୪ – ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ପରିମଳ ଓ ବର୍ଯ୍ୟବସ୍ତୁ ପରିଚାଳନା,ଭିତିିଭୂମି ବିକାଶ ଓ ଜନସ୍ୱାସ୍ଥ୍ୟ ନେଇ ବିଭିନ୍ନ ସମୟରେ ବୈଠକ ହେଉଛି । ବୈଠକରେ ଜନକଲ୍ୟାଣ ଯୋଜନା ଓ ବିକାଶ […]

ଜିଲ୍ଲା ସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲ୍ୟାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ

23 February 2026 kanika odisha 0

କେନ୍ଦ୍ରାପଡ଼ା,୨୨ା୨:କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ମାଇଁ ଭାରତ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ ଆୟୋଜନ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ […]

No Image

କେନ୍ଦ୍ରାପଡାରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ଓଡିଆ ବିଷୟରେ ପରୀକ୍ଷା ଦେଲେ୧୯ହଜାର ୪୭୨ ଛାତ୍ରଛାତ୍ରୀ

20 February 2026 kanika odisha 0

କେନ୍ଦ୍ରାପଡ଼ା,୧୯ା୨:କେନ୍ଦ୍ରାପଡା ଜିଲ୍ଲାର ୧୦୭ଟି ପରୀକ୍ଷା କେନ୍ଦ୍ରରେ ଆଜି ଓଡିଆ ବିଷୟରେ ପରୀକ୍ଷା ଦେଇଛନ୍ତି ୧୯ହଜାର ୪୭୨ଜଣ ଛାତ୍ରଛାତ୍ରୀ। ୧୯ହଜାର ୩୦୧ଜଣ ଆଜି ବାର୍ଷିକ ମାଟ୍ରିକ ପରୀକ୍ଷାର ମାତୃଭାଷା ଓଡିଆ ବିଷୟରେ ପରୀକ୍ଷା ଦେବାକୁ ଥିବା […]

କେନ୍ଦ୍ରାପଡା ନୂଆବସଷ୍ଟାଣ୍ଡରେ ବିଶାଳ ହିନ୍ଦୁ ସମ୍ମିଳନୀ

4 February 2026 kanika odisha 0

କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡା ନଗର ମା’କାକଟମଙ୍ଗଳା ବସତି ପକ୍ଷରୁ କେନ୍ଦ୍ରାପଡା ତୁଳସୀବଜାର ନୂଆବସଷ୍ଟାଣ୍ଡ ପରିସରରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପ୍ରାନ୍ତୀୟ ଅଧିକାରୀ ଗୈାତ୍ତମ ମହାରଣା […]

କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଉଦ୍‌ଘାଟିତ

15 January 2026 kanika odisha 0

କେନ୍ଦ୍ରାପଡା,୧୫ା୧:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ସ୍ଥିତ ମାରୁତି ସୋଲାର ସିଷ୍ଟମ କାର୍ଯ୍ୟାଳୟରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ନଗରପାଳ ସରିତା ସାହୁଙ୍କ ଉପସ୍ଥିତିରେ […]

ବଟମହାପୁରୁଷଙ୍କ ଜନ୍ମ ଜୟନ୍ତୀ

14 January 2026 kanika odisha 0

କେନ୍ଦ୍ରାପଡ଼ା,୧୪ା୧:କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ଅଧିନ ନୀଳକଣ୍ଠପୁର ଗ୍ରାମପଞ୍ଚାୟତର ନୁଆପାଟଣା ଗ୍ରାମର ବଟମହାପୁରୁଷଙ୍କ ଜନ୍ମ ଜୟନ୍ତୀ ଅବସରରେ ଚର୍ତୁଦଶତମ ଅଷ୍ଟ୍ରପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ ଯୋଗଦେଇ […]

ଶ୍ରୀ ବଳଦେବଜୀୟୁ ଏକାଡେମୀର ଚିତାକର୍ଷକ ଓଡିଶୀ ନୃତ୍ୟ ପ୍ରଦର୍ଶନ

14 January 2026 kanika odisha 0

କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡା ଜିଲ୍ଲା ଉତ୍ସବ ସଂନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ କେନ୍ଦ୍ରାପଡା ‘ଲ’କଲେଜ ଛକ ଶ୍ରୀ ବଳଦେବଜୀୟୁ ନାଟ୍ୟ ଓ ସଂସ୍କୃତି ଏକାଡେମୀର ନିର୍ଦ୍ଦେଶକ ଅଭିରାମ ନାୟକ ଓ ବରିଷ୍ଠ ନୃତ୍ୟଶିଳ୍ପୀ କୁମାରୀ ତପସ୍ୱିନୀ […]

କିଶୋର/କିଶୋରୀ ମାନଙ୍କର ‘କିଶୋର ସ୍ପନ୍ଦନ’

10 January 2026 kanika odisha 0

ପୁସ୍ତକ ମେଳା ପଞ୍ଚମ ସଂନ୍ଧ୍ୟାରେ କେନ୍ଦ୍ରାପଡ଼ା,୧୦ା୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ପଞ୍ଚମସନ୍ଧ୍ୟାରେ କିଶୋର/କିଶୋରୀ ମାନଙ୍କର ପ୍ରତିଭାର ପ୍ରଦର୍ଶନ ‘କିଶୋର ସ୍ପନ୍ଦନ’ […]

୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ସାଥୀ ମିଳନ ସମାରୋହ

31 December 2025 kanika odisha 0

ପଟ୍ଟାମୁଣ୍ଡାଇ ୩୦/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜୟହିନ୍ଦ୍ ଉଚ୍ଚବିଦ୍ୟାଳୟ, ଦାଣ୍ଡିସାହିଠାରେ ୧୯୮୦ ମାଟ୍ରିକ ବ୍ୟାଚ୍ ଛାତ୍ର-ଛାତ୍ରୀଙ୍କର ସାଥୀ ମିଳନ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନ୍ୟୁନ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। […]

ଦୁହୁରିଆ କ୍ରସିଂ ବଜାରରେ ଦ୍ୱିତୀୟ ପୋଲ ନିର୍ମାଣ ଦାବି

27 December 2025 kanika odisha 0

କେନ୍ଦ୍ରାପଡ଼ା,୨୭ା୧୨:କେନ୍ଦ୍ରାପଡାର ଦୁହୁରିଆ କ୍ରସିଂଙ୍ଗ ବଜାର ଛକ ଜିଲ୍ଲାର ମୁଖଶାଳା ହୋଇଥିବା ବେଳେ ଏହା କଟକ, ଯାଜପୁର, ଜଗତସିଂହ ପୁର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଅଛି । ୫୩ନମ୍ବର ଜାତୀୟ ରାଜପଥ ଦୁହୁରିଆ କ୍ରସିଂ […]

ସାହିତ୍ୟ ରଚନା ସର୍ବଦା ସଂକେତ ଧର୍ମ ହେବା ଉଚିତ

26 December 2025 kanika odisha 0

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଚତୁବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ କେନ୍ଦ୍ରାପଡା,୨୬ା୧୨: କେନ୍ଦ୍ରାପଡା ଜିଲା ସାହିତ୍ୟ ସଂସଦର ଚର୍ତୁବିଂଶ ବାର୍ଷିକ ଉତ୍ସବ କବି କରୁଣା କର ଦାସଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ […]

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

25 December 2025 kanika odisha 0

କେନ୍ଦ୍ରାପଡ଼ା, ୨୫ା୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ଅବସରରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ […]

କେନ୍ଦ୍ରାପଡା କଣ୍ଟ୍ରାକ୍ଟରସ ଫେଡେରେସନର ବୈଠକ

25 December 2025 kanika odisha 0

କେନ୍ଦ୍ରାପଡା,୨୪ା୧୨: କେନ୍ଦ୍ରାପଡା କଣ୍ଟ୍ରାକ୍ଟର ଫେଡେରେସନ ତରଫରୁ ଦିବା ୨ ଘଟିକା ସମୟରେ ଜମଧରସ୍ଥିତ ବିନାୟକ ପ୍ରିମିୟମ ହୋଟେଲରେ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ […]

ଜିଲ୍ଲାପାଳ ଶିଶୁଯତ୍ନ ଅନୁଷ୍ଠାନ ପରିଦର୍ଶନ

22 December 2025 kanika odisha 0

କେନ୍ଦ୍ରାପଡ଼ା,୨୨ା୧୨:କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର ସୋମବାର ସକାଳ ୯ଟାରେ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ କୋରୁଆସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳ ସମସ୍ତ ଅନ୍ତେବାସୀ ପିଲାମାନଙ୍କ ସହିତ ସେମାନଙ୍କ […]

ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

21 December 2025 kanika odisha 0

କେନ୍ଦ୍ରାପଡ଼ା,୨୧ା୧୨: ସ୍ଥାନୀୟ ଗରାପୁରସ୍ଥିତ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ “ଅଭିବ୍ୟକ୍ତି” ପାଳିତ ହୋଇଯାଇଛି । ଏହି ଅବସରରେ ନାସା ମହାକାଶର ବୈଜ୍ଞାନିକ ପ୍ରଫେସର ଡ. ଦେବେନ୍ଦ୍ର କୁମାର […]