kanika odisha

ବାଲି ଚୋରା ଚାଲାଣ ବେଳେ ଚଢାଉ, ୨ ହାଇଓ୍ବା ଜବତ , ଲକ୍ଷେ ଜରିମାନା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଶ କିଛି ଦିନ ହେବ ଦିନ ଦିପହରରେ ଖୁଲମ ଖୁଲା ଭାବରେ ବାଲି ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଭିନ୍ନ ସମୟରେ...

ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୨୮/୧୨-ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ବିଗତ ବର୍ଷଭଳି ଚଳିତ ବର୍ଷ କେନ୍ଦ୍ରାପଡାର ମହୀପାଳ ସ୍ଥିତ ଟେଲିକମ ପଡିଆରେ ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ...

 ବ୍ରାହ୍ମଣୀ କଲେଜରେ ବାଲ୍ୟ ବିବାହ ଓ ଯୌତୁକ ସଚେତନତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା ପାଇଁ ବାଲ୍ୟ ବିବାହ ଓ ଯୌତୁକ...

କ୍ରୀଡାବିତମାନେ ହେଉଛନ୍ତି ନବୀନ ଓଡିଶାର ଗୋଟିଏ ଗୋଟିଏ ସ୍ତମ୍ଭ

ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ନୂଆ -ଓ କ୍ରୀଡା ପ୍ରତିଯୋଗିତା    ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ଓଡିଶା କ୍ରୀଡାର ହବ ପାଲଟିଥିବାରୁ...

ଏମ ଏନ ହାଇସ୍କୁଲ ୧୯୮୬ ମାଟ୍ରିକ ବ୍ୟାଚ ନିଆରା ବନ୍ଧୁମିଳନ, ଗରିବ ଓ ରୋଗୀଙ୍କୁ ଫଳ ବଣ୍ଟନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୮୬ ମାଟ୍ରିକ ବ୍ୟାଚ ପକ୍ଷରୁ ସ୍କୁଲ ପରିସରରେ ଏକ ନିଆରା ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି...

ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲଶକ୍ତି

  ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ, ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲ ଶକ୍ତି ବୋଲି ପଟ୍ଟାମୁଣ୍ଡାଇ ମହିଳା...

ରାଜନଗର ହାଇସ୍କୁଲ ୧୯୮୬ ବ୍ୟାଚର ବନ୍ଧୁମିଳନ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠଠାରେ ରାଜନଗର ହାଇସ୍କୁଲ ୧୯୮୬ ମସିହା ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରମୋଦକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡାରେ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡା, ୨୭ା୧୨: ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ...

ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ସ୍ମୃତିସଭା

କେନ୍ଦ୍ରାପଡା ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ଏକ ସ୍ମୃତିସଭା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତାଉ ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ...

ଦୁଷ୍କର୍ମ ଅଭିଯୁକ୍ତକୁ ୧୨ବର୍ଷ କାରାଦଣ୍ଡାଦେଶ

କେନ୍ଦ୍ରାପଡା ଅତିରିକ୍ତ ଆଡହକ ଫାଷ୍ଟଟ୍ରାକ କୋର୍ଟ ସେସନସ ଜଜ ତ୍ରିବୀକ୍ରମ କେଶରୀ ଚିନ୍ନାରା ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଆଜି ୧୨ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଘଟଣାରୁ...

 ପଟ୍ଟାମୁଣ୍ଡାଇ କଲେଜରେ ରକ୍ତଦାନ ଶିବିର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ୱାଇ ଆର ସି, ଏନ ଏସ ଏସ ଓ ଏନ ସି ସି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ...

ଭାରତ ରତ୍ନ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ଠାରେ ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମଣ୍ଡଳ...

ସ୍ୱେଛାସେବୀ ସଂଗଠନ ପକ୍ଷରୁ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମହନପୁର ପଂଚାୟତ କଣିପାଳ ଗ୍ରାମରେ ନବଦିଗନ୍ତ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା ସୋମବାର ଅନୁଷ୍ଟିତ ହୋଇଯାଇଛି...

ପୂର୍ବତନପ୍ରଧାନମନ୍ତ୍ରୀ ଭାରତରତ୍ନ ବାଜପାୟୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପବିତ୍ରଶୈବପୀଠ ଚନ୍ଦ୍ରମୌଳୀ ମନ୍ଦିର ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ...

କେନ୍ଦ୍ରାପଡା ମହାବିଦ୍ୟାଳୟ ୧୯୯୩ ସ୍ନାତକ ବ୍ୟାଚ ବନ୍ଧୁମିଳନ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୧୯୯୩ ସ୍ନାତକ ବ୍ୟାଚ(କଳା, ବିଜ୍ଞାନ ଓ ବାଣିଜ୍ୟ)ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ପରିସରରେ ଅନୁଷ୍ଠିତ ହୋଇଥିଲା ।...

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁଆରୀମାସ ପହିଲାରେ ପାଳନ ହେବାକୁ ଥିବା ବିଶ୍ୱ ପ୍ରାର୍ଥନା...

ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ୨୬ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡା, ୨୬ା୧୨: ଶ୍ରୀ ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର କେନ୍ଦ୍ରାପଡା ଜିଲ୍ଲା ପାଲାଗାୟକ ପରିଷଦର ସଭାପତି ଗାୟକ ପ୍ରକୃତିବନ୍ଧୁ ଗଗନ ବିହାରୀ ସିଂହଙ୍କ ସଭାପତିତ୍ୱରେ ୨୬ତମ...

ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଅଷ୍ଟଦଶ ପୁଣ୍ୟ ତିଥି ଅନୁଷ୍ଠିତ

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଅଷ୍ଟାଦଶ ପୁଣ୍ୟତିଥି ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର...

ପଟ୍ଟାମୁଣ୍ଡାଇ କଲେଜରେ ଆବର୍ଜନା ସଫେଇ ଓ ପରିଚାଳନା ସଚେତନତା

ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସାଧାରଣ ଲୋକମାନଙ୍କ ମଧ୍ୟରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଆବର୍ଜନା ସଫେଇ ଓ ଏହାର ସୁପରିଚାଳନା ସଚେତନତା ନୂଆ -ଓ ଯୁବଓଡିଶା...

କେନ୍ଦ୍ରାପଡା ଜବାହର ନବୋଦୟ ବିଦ୍ୟାଳୟରେ ପୁରାତନ ଛାତ୍ର ସମ୍ମିଳନୀ

କେନ୍ଦ୍ରାପଡା, ୨୫ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ର(ଆଲୁମିନାଇ) ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶତାଧିକ ପୁରାତନ...

୧୯୮୬ମସିହା ମାଟ୍ରିକ ବ୍ୟାଚର ଗୁରୁ ପୂଜନ

କେନ୍ଦ୍ରାପଡା, ୨୫ା୧୨: ଫକିରାବାଦ ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟର ୧୯୮୬ ବ୍ୟାଚ ଛାତ୍ରଛାତ୍ରୀମାନଙ୍କ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାକ୍ତନ ପ୍ରଧାନ...

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରଜତ ଜୟନ୍ତୀ ଉତ୍ସବ

ଦୁନିଆର ସମସ୍ତ ଆହ୍ୱାନକୁ ମୁକାବିଲା କରି ଜୀବନରେ ସଫଳ ହେବା ସହିତ ଶ୍ରେଷ୍ଠତ୍ବ ହାସଲ କରିବା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀ ହେବା ଦରକାର ବୋଲି...

ଚନ୍ଦନନଗର ହାଇସ୍କୁଲ ୧୯୮୪ ବ୍ୟାଚ ବନ୍ଧୁମିଳନ

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠ ୧୯୮୪ ମ୍ୟାଟ୍ରିକ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ଆବାହକ ବିଚିତ୍ର କୁମାର...

ଅଣ୍ଢରା ଶ୍ରୀରାମ ମନ୍ଦିରରେ ଗୀତାଜ୍ଞାନ ଯଜ୍ଞ

ଅଣ୍ଢରା ଶ୍ରୀରାମ ସେବକ ସଂଘ ଆନୁକୂଲ୍ୟରେ ପବିତ୍ର ଗୀତା ଜୟନ୍ତୀ ଶୁଭ ଅବସରରେ ଗୀତା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ପଣ୍ଡିତ ପ୍ରଦୀପ କୁମାର ପାଢ଼ୀ,...