kanika odisha

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କର ପୁନେର ଶିକ୍ଷା ସମାରୋହ ଜି-୨୦ରେ ଯୋଗଦାନ,

କେନ୍ଦ୍ରାପଡା-୨୮ା୬- ଭାରତ ସରକାରଙ୍କ ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଣାଳୟ ପକ୍ଷରୁ ୬ ଦିନ ଧରି ପୁଣେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଶିକ୍ଷା ସମାରୋହ...

ପ୍ରକାଶ ପାଇଛି ବିଶ୍ୱକପ-୨୦୨୩ ର କାର୍ଯ୍ୟସୂଚୀ

ନୂଆଦିଲ୍ଲୀ . ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ୧୦୦ ଦିନ ପୂର୍ବରୁ ପ୍ରକାଶ ପାଇଛି । ଚଳିତ ବର୍ଷ ଅକ୍ଟୋବର ୫ ତାରିଖରେ...

ଅଜଣା ପୋକଙ୍କ ଆତଙ୍କ

ପଟ୍ଟାମୁଣ୍ଡାଇ ୨୭ା୬- କେନ୍ଦ୍ରାପଡା ଜିଲ୍ଲ ପଟ୍ଟାମୁଣ୍ଡାଇ ଅଂଚଳରେ ଏକ ପ୍ରକାର ଅଜଣା ପୋକ ଆତଙ୍କ ସୃଷ୍ଟି କରିଛି । ଏପରି ପ୍ରଜାତିର ପୋକ ଚାରି ଆଡେ ବ୍ୟାପି...

ରାଜ୍ୟ ସାମ୍ବାଦିକ ସଙ୍ଘ ତରଫରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ତା ୨୭/୬- ଆଜି ରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ୧୧ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଯାଇଛି । ସଙ୍ଘ...

କେନ୍ଦ୍ରାପଡା କଂଗ୍ରେସ ତରଫରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସହ ଗଣବିକ୍ଷୋଭ

କେନ୍ଦ୍ରାପଡା-୨୭/୬-ଘନ ଘନ ବିଜୁଳି କାଟ ଓ ଅହେତୁକ ବିଜୁଳି ଦର ପ୍ରତିବାଦରେ ପିସିସି ସଭାପତି ଶରତ ପଟ୍ଟନାୟକ ଆହ୍ୱାନରେ ଜିଲ୍ଲା କଂଗ୍ରେସ ତରଫରୁ ମଙ୍ଗବାର ଦିନ ୯ଟାରେ...

ମାଫିଆଙ୍କ କବଳରେ ପୋତା ଗୋବରୀ ନଦୀ ଜମି, କିସମ ବଦଳାଇ ଏକର ଏକର ଜମି ଚାଲିଛି ବିକ୍ରୀ,ସରକାର ନଦୀକୁ ବଂଚାଇ ରଖିବା ପାଇଁ ପଦକ୍ଷେପ ନେବା ଜରୁରି ।

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳ ଦେଇ ପ୍ରବାହିତ ୨୦କିମି ବ୍ୟାପୀ ଗୋବରୀ ନଦୀ କ୍ରମଶଃ ପୋତି ହୋଇପଡୁଛି । ନଦୀ ପୋତି ହୋଇପଡିଥିବା ବେଳେ ଏହାର ପୁନରୁଦ୍ଧାର...

ମହାକାଳପଡା ବଉଳକଣୀ ଠାରେ ବିଜେପିର ସଯୁକ୍ତ ମୋର୍ଚ୍ଚା ସମ୍ମିଳନୀ

କେନ୍ଦ୍ରାପଡା,୨୬/୬- ମହାକାଳପଡା ବଉଳକଣୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ୯ ବର୍ଷ ଉପଲକ୍ଷେ ସାଧାରଣ ସଭାରେ ପବିତ୍ର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୃଷକ ମୋର୍ଚ୍ଚାର...

ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲା ସ୍ତରୀୟ ସଚେତନତା

କେନ୍ଦ୍ରାପଡା,୨୬/୬- ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୮ ଘଟିକା ସମୟରେ ଜିଲ୍ଲା...

ତାପମାତ୍ରା ବୃଦ୍ଧି ପାଇଁ ବିଲୁପ୍ତ ହେଇଯିବ ମଣିଷ ଜାତି! ଗ୍ରୀଷ୍ମର ଅଭୂତପର୍ବ ରୌଦ୍ର ଦାବାନଳକୁ ବୃକ୍ଷରୋପଣ ହିଁ ରୋଧ କରିପାରିବ: ଜନମଂଚ

ପଟ୍ଟାମୁଣ୍ଡାଇ:୨୬/୦୬ ଗତ କିଛି ଦିନଧରି ଜଳବାୟୁ ପରିବର୍ତନର ପ୍ରଭାବ ଦେଖିବାକୁ ମିଳୁଛି । ବିଶ୍ୱତାପମାନ ବୃଦ୍ଧି ଯୋଗୁ କେତେବେଳେ ମରୁଡି ତ କେତେବେଳେ ଦୀର୍ଘ ସମୟ ଧରି...

ଟମାଟୋ ଦର ଆକାଶଛୁଆଁ, ଗ୍ରାହକ ଅତିଷ୍ଠ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ତାର ଆଖପାଖ ଅଂଚଳରେ ଟମାଟୋ ଦର ଆକାଶଛୁଆଁ ହୋଇଛି । ସାଧାରଣ ଖାଉଟି ଟମାଟୋ ବଜାରରୁ କିଣି ପାରୁନାହିଁ । ୨...

ହେରାପଞ୍ଚମୀରେ ରଥ କାଠ ଭାଙ୍ଗିଲେ ମହାଲକ୍ଷ୍ମୀ

କେନ୍ଦ୍ରାପଡ଼ା ୨୫/୬- ଆଡପ ମଣ୍ଡପରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଆଜି ଥିଲା ହେରାପଞ୍ଚମୀ ନୀତି । ଏହି ଅବସରରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ...

ଜ୍ଞାନପ୍ରଭା ମିଶନ ପକ୍ଷରୁ ରାଜ୍ୟ ସ୍ତରୀୟ “ଶକ୍ତି ରୂପେଣ ସଂସ୍ଥିତା” ବାଳିକା ସମାବେଶ

କେନ୍ଦ୍ରାପଡା ୨୪/୬- ନାରୀ ଜାତିର ଜାଗରଣ ଓ ମାତୃଶକ୍ତିର ମହିମା, ଗୌରବକୁ ପୁଣି ଥରେ ଜାଗରଣ କରିବା ପାଇଁ ଜ୍ଞାନପ୍ରଭା ମିଶନ, ଭୁବନେଶ୍ୱର ତରଫରୁ “ଶକ୍ତି ରୂପେଣ...

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ବୃହତ କୁମ୍ଭୀର ଦେଖି ଲୋକେ ଛାନିଆ

ପଟ୍ଟାମୁଣ୍ଡାଇ ୨୩.୬-ସମ୍ପ୍ରତି ଦୁଇ ଦୁଇଟି କୁମ୍ଭୀର ଆକ୍ରମଣ ଘଟଣାରେ ଜଣେ ନାବାଳକ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁନରାୟ ବ୍ରାହ୍ମଣୀ...

ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଚାଷୀ ; ବିହନ ଯୋଗାଇ ଦେବାକୁ ଦାବି

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ୨୨ା୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ ।...

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ତା୨୨/୬ - ଶ୍ରୀ ଗୁଣ୍ଡିଚା ଦିନ ପୁରୀରେ ନ୍ୟୁଜ ୭ର ପୁରୀ ଜିଲ୍ଲା ପ୍ରତିନିଧି ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ର ଶେଖର ପାତ୍ରଙ୍କୁ ରଥଯାତ୍ରାର କଭରେଜ...

ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ

ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ...

ରାସ୍ତା ପାଇଁ ନାଗପୁରା ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ତା୨୦/୬ -କେନ୍ଦ୍ରାପଡା ଆର.ଡ.ଡିଭିଜନ ଅନ୍ତର୍ଗତ ନାଗପୁରା ଗ୍ରାମବାସୀମାନେ ଗତବର୍ଷ ଜୁନ୍ ମାସରେ ଆରଡି ରାସ୍ତା ନୂତନ ଭାବେ ତିଆରି ହୋଇଥିଲା । ଏହା ହଜାରିବଗିଚା ଠାରୁ...

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ କାଳ ବିଳମ୍ବ ଟି.ଜି. ଶିକ୍ଷକ ସଂଘ ତରଫରୁ ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟରେ ଧାରଣା

କେନ୍ଦ୍ରାପଡ଼ା ୨୧ା୬: କେନ୍ଦ୍ରାପଡା ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତିରେ କାଳ ବିଳମ୍ବ ନୀତି ବିରୁଦ୍ଧରେ କେନ୍ଦ୍ରାପଡା ଜିଲ୍ଲା ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘ...

ତୁଳସୀ କ୍ଷେତ୍ରରେ ରଥଯାତ୍ରା ଦ୍ୱିତୀୟ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ଗଡିଲା

କେନ୍ଦ୍ରାପଡ଼ା ୨୧/୬- ତୁଳସୀ କ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥ ଗତକାଲି ଟଣାହୋଇନଥିବା ବେଳେ ଆଜି ଗୋଟିଏ ଦିନରେ ମାଉସୀମା ମନ୍ଦିର ପାଖରେ ପହଞ୍ôଚ ଯାଇଛି । ସୌଭାଗ୍ୟ...

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଯ୍ୟାତୀୟ ୟୋଗ ଦିବସ ପାଳିତ

କେନ୍ଦ୍ରାପଡା-୨୧/୬- କେନ୍ଦ୍ରାପଡା ମାଇଁ ଅଲୁମିନି, କେନ୍ଦ୍ରାପଡା କଲେଜର ଏନସିସି ବିଭାଗ ଓ ଜିଲ୍ଲା ପତଞ୍ଜଳୀ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା କଲେଜ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ...

ପୁଣି କୁମ୍ଭୀର ଉପଦ୍ରବ, ବାସନ ମାଜିବା ବେଳେ ଟାଣିନେଲା ,ଦଳ ଭର୍ତିି କେନାଲରୁ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୁମ୍ଭୀର ଆକ୍ରମଣ । ମାତ୍ର ସପ୍ତାହେ ଅନ୍ତରରେ ପୁଣି ଜଣେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି...

ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସମ୍ମିଳନୀ ଜନସମାବେସ

ମୋଦି ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ କଂଟାବଣ ମଣ୍ଡଳ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସମ୍ମିଳନୀ ଦୋସିଆ ପଂଚାୟତ ମାର୍କେଟ କମ୍ପଲେକ୍ସ ପ୍ରାଙ୍ଗଣରେ...

ପଟ୍ଟାମୁଣ୍ଡାଇ ପତିତପାବନଜୀଉଙ୍କ ରଥଯାତ୍ରାରେ ବିମୋହିତ ହେଲେ ହଜାର ହଜାର ଭକ୍ତ॰ ପ୍ରଥମ ଥର ପାଇଁ ବାଲିପାଟଣାରେ ନିଆରା ରଥଯାତ୍ରା

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳ ପୋଖରୀଆପଡା ପତିତପାବନଜୀଉଙ୍କ ରଥ ସଂନ୍ଧ୍ୟା ସାଢେ ୭ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିର ଚକଡା ଛୁଇଁଛି । ପବିତ୍ର...