kanika odisha

ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣା,ଅନଶନର ଦିତୀୟ ଦିନରେ ବିଲିକଣା ସରପଂଚ ଲକ୍ଷ୍ମୀପ୍ରୀୟା ଷଡଙ୍ଗୀ ଅସୁସ୍ଥ

https://youtu.be/fNb64N6i79o ପଟ୍ଟାମୁଣ୍ଡାଇ ବ୍ଲକ ଅଫିସ ଭିତରେ ବିଡିଓଙ୍କ ପ୍ରତି ହୋଇଥିବା ଦୁଃବ୍ୟବାହର ଗଣ୍ଡଗୋଳ ଅଭିଯୋଗକୁ ପୋଲିସ ପ୍ରଶାସନର ପାତର ଅନ୍ତର ମନୋଭାବରେ ଅଭି୍‌ଯୁକ୍ତକୁ ଗିରଫ କରାଯାଇନାହିଁ ।...

ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନର ଅନ୍ତଃରାଜ୍ୟ ମହାସାଗରୀୟ ଆୟୋଗ ଦ୍ୱାରା ସୁନାମି ପ୍ରସ୍ତୁତ ବୋଲି ମାନ୍ୟତା ପାଇଛନ୍ତି।

ଭୁବନେଶ୍ୱର,:- ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା,...

ପଟ୍ଟାମୁଣ୍ଡାଇ ପ୍ରାଥମିକଶିକ୍ଷକ ସଂଘ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୧୪/୧୧-ଶିଶୁ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୪୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶିକ୍ଷକ ଭବନ ଠାରେ ନିରାଡ଼ମ୍ବର ଭାବେ ପାଳନ...

ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲରେ ଶିଶୁ ଦିବସ

ପଟ୍ଟାମୁଣ୍ଡାଇ ତା ୧୫/୧୧-ପଟ୍ଟାମୁଣ୍ଡାଇ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲରେ ଶିଶୁ ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସ୍କୁଲ ଅଧକ୍ଷ ପ୍ରତାପ ଚନ୍ଦ୍ର ବିଶ୍ୱାଳଙ୍କ ପୌରହିତ୍ୟରେ...

ଦୁବାଇରେ ଚିତ୍ରକଳା ପ୍ରଦର୍ଶନ କରି କେନ୍ଦ୍ରାପଡାକୁ ଗର୍ବିତ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ

କେନ୍ଦ୍ରାପଡ଼ା,୧୪ା୧୧: କେନ୍ଦ୍ରାପଡା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ତଥା କ୍ରିଷ୍ଣା ଏକାଡେମୀର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଚଳିତମାସ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁବାଇର ଇଣ୍ଟରନ୍ୟାସନାଲ ଆର୍ଟସେଣ୍ଟରରେ ମୋଦି-୨୦...

କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ଶିଶୁଦିବସ

କେନ୍ଦ୍ରାପଡ଼ା,୧୪ା୧୧: କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସ୍କୁଲର ପ୍ରତିଷ୍ଠାତା ପ୍ରଫେସର ଅଜୟ କୁମାର ରାଉତ ମୁଖ୍ୟ ଅତିଥି...

ସୁୁରଭୀ ପ୍ରତିଯୋଗିତାରେ ଅନିୟମିତତା ; ସ୍ଥଗିତା ଦେଶ ଦେଲେ ହାଇକୋଟ

ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଶିଶୁ ମହୋତ୍ସବ ସୁରଭି ମେଧା ଚୟନରେ କେନ୍ଦ୍ରାପଡା ଜିଲା ଶିକ୍ଷଧିକାରୀ ବ୍ୟାପକ ଜାଲିଆତି ଓ ଚଚଂକତା କରାଯାଇଥିବା ନେଇ...

ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ବ୍ଲକରେ ସରପଂଚ ଓ ସମିତି ସଭ୍ୟ ସଂଘ ଆମରଣ ଅନଶନର ଦ୍ୱିତୀୟ ଦିନ

ଅସୁସ୍ଥ ହେବାରେ ଲାଗିଛନ୍ତି ସରପଂଚ ସମିତି ସଭ୍ୟ, ଜଣେ ଗୁରୁତର ମେଡିକାଲରେ ଭର୍ତି ସମର୍ଥନ କରି ଧାରଣା ଦେଲେ ୨ ବିଧାୟକ ଗଣେଶ୍ୱର ଓ ଧ୍ରୁବ ପଟ୍ଟାମୁଣ୍ଡାଇ...

ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା

ପଟ୍ଟାମୁଣ୍ଡାଇ ତା ୧୩/୧୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଶକ୍ତି କ୍ଳବ ପକ୍ଷରୁ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଏକ...

କେନ୍ଦ୍ରାପଡାର ସ୍ୱାର୍ଥ ପାଇଁ ବିଜେଡିର ଲଢେଇ ଜାରି ରହିବ

କେନ୍ଦ୍ରାପଡା,୧୩ା୧୧: ଆଜି କେନ୍ଦ୍ରାପଡା ବ୍ଲକ ଜୋନ ନଂ ୬ ଓ ୮ରେ ମିଳିତ ଭାବେ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଭରତପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଆରମ୍ଭ...

ଭାଇଚାରାର ଏକମାତ୍ର ଗଣପର୍ବ କେନ୍ଦ୍ରାପଡା ବାଲିଯାତ୍ରା ଚଳିତମାସ ୧୫ରୁ ୨୧

କେନ୍ଦ୍ରାପଡା,୧୩ା୧୧: ଚଳିତବର୍ଷ ଐତିହାସିକ ଏକମାତ୍ର ଭାଇଚାରାର ଗଣପର୍ବ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ସ୍ଥାନୀୟ ସହରସ୍ଥିତ ନୂଆ ବସଷ୍ଟାଣ୍ଡ ସନ୍ନିକଟ ସୁଜାନଗର, ଗୁଲନଗର ଗୋବରୀ ନଦୀପଠାରେ ଚଳିତମାସ ୧୫...

ତୁଳସୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ବ୍ରତ ପାଳନର ବ୍ୟବସ୍ଥା କରୁଛନ୍ତି ଶ୍ରୀମା’

କେନ୍ଦ୍ରାପଡ଼ା,୧୩ା୧୧: ପବିତ୍ର ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନେ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ କରିବା ନିମନ୍ତେ ଆବଶ୍ୟକ ସୁବିଧା ଓ ସୁଯୋଗ ପ୍ରଦାନ କରି ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା...

କବି ଅଶ୍ଵନୀ ମିଶ୍ର ପାଇବେ ଚଳିତ ବର୍ଷର “ଶ୍ରୀବଳଦେବ ସମ୍ମାନ”

କେନ୍ଦ୍ରାପଡ଼ା ୧୩ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ' ଚଳିତ ବର୍ଷ ବିଶିଷ୍ଟ...

ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତକେଶ୍ୱର

କେନ୍ଦ୍ରାପଡ଼ା, ୧୩ା୧୧ : ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତିର୍ିକ ମାସରେ କାର୍ତ୍ତକେଶ୍ୱର। କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ୱାଉପଡା ଗ୍ରାମ ରେ...

କଲେଜ ରାସ୍ତା ପାଲଟିଛି ଅଣଛାତ୍ର ରୋଡ ରୋମିଓ ଆଡାସ୍ଥଳୀ ,

କେନ୍ଦ୍ରାପଡ଼ା,୧୩ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଛପାଶ୍ୱର୍ କଜଳାସ୍ଥିତ ସମଗ୍ରଶିକ୍ଷା କାର୍ଯ୍ୟାଳୟକୁ ଯିବା ରାସ୍ତାଟି ଏବେ ରୋଡ ରୋମିଓଙ୍କ ଆଡ୍ଡାସ୍ଥଳି ପାଲଟିଛି। କେତେକ ଅଣଛାତ୍ର ଏହି ରାସ୍ତା...

ପଟ୍ଟାମୁଣ୍ଡାଇ ବିଡ଼ିଓ ଦୁଃବ୍ୟବହାର ଘଟଣା , ଗଣ୍ଡଗୋଳକାରୀଙ୍କ ଗିରଫ ଦାବୀରେ ସମିତି ସଭ୍ୟାସଭ୍ୟ ଓ ସରପଞ୍ଚଙ୍କ ଆମରଣ ଅନଶନ

ପଟ୍ଟାମୁଣ୍ଡାଇ ୧୩/୧୧-ଗତ ୫ତାରିଖ ଦିନ ଜଣେ ଯୁବକ ପଟ୍ଟାମୁଣ୍ଡାଇ ବ୍ଲକ ଅଫିସରେ ପସି ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ଦୁଃବ୍ୟବହାର କରିବା ସହିତ ଗଣ୍ଡଗୋଳ କରିଥିଲେ । ବିଡ଼ିଓ...

ଦାଣ୍ଡିସାହିରେ ମାନସ ବିକାଶ ମଂଚ ପକ୍ଷରୁ ବୃକ୍ଷରୋପଣ

ପଟ୍ଟାମୁଣ୍ଡାଇ ୧୨/୧୧ -କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମାନସ ବିକାଶ ମଂଚ ଓ ଦାଣ୍ଡିସାହି ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଂଟନ...

ତୃତୀୟ ବାର୍ଷିକ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ ପୌରାଣିକ ନାମକରଣ, ମଧୁଦୈତ୍ୟ ପୋଡି ଏବଂ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା

କେନ୍ଦ୍ରାପଡ଼ା,୧୨ା୧୧: ସ୍ୱର୍ଗତ ସତିଶ ଚନ୍ଦ୍ର ମହାନ୍ତି ନାତି ଆଇନଜୀବୀ ଏବଂ ନୋଟାରୀ ନେପାଳ ପ୍ରସାଦ ସାମନ୍ତଙ୍କ ନେତୃତ୍ୱରେ ତୃତୀୟ ବର୍ଷ କେନ୍ଦ୍ରାପଡା ଓ ତୁଳସୀକ୍ଷେତ୍ର ପ୍ରତିଷ୍ଠା ଦିବସ...

ବିଜେଡିର ପ୍ରତ୍ୟେକ ସ୍ପନ୍ଦନ କେନ୍ଦ୍ରାପଡା ପାଇଁ ,ବିଜେଡିର ଜନସମ୍ପର୍କ ପଦଯାତ୍ରା-୨୦୨୪

କେନ୍ଦ୍ରାପଡା,୧୨ା୧୧: ଆଜି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଚଉଦକୁଲାଟ ଗାନ୍ଧୀପୀଠଠାରେ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ...

କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ଼.ମଧୁସୂଦନ ମିଶ୍ର ଏଥିରେ...

ମାନସଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ୭୨ତମ ସ୍ୱନକ୍ଷତ୍ର ଦିବସ

କେନ୍ଦ୍ରାପଡା ୧୨/୧୧- ଶ୍ରୀରାମଚରିତ ମାନସର ବିଶିଷ୍ଟ କଥା ପ୍ରବଚକ, ସଂସ୍କୃତ ବିଦ୍ୱାନ ଓ ‘ମନୁର୍ଭବ'ର ସମ୍ପାଦକ ପଣ୍ଡିତ ହୃଷିକେଶ ରଥଙ୍କ ୭୨ତମ ସ୍ୱନକ୍ଷତ୍ର ୟସଭଗ୍ଦ ଶ୍ୟାମସୁନ୍ଦରପୁରସ୍ଥିତ ବାସଭବନରେ...

ପାଣ୍ଡିରି ଗ୍ରାମରେ ଭାଗବତ ସପ୍ତାହ ଅନୁଷ୍ଠିତ

କେନ୍ଦ୍ରାପଡା ୧୨/୧୧ - କେନ୍ଦ୍ରାପଡା ବ୍ଲକ୍ ଜମଧର ପଞ୍ଚାୟତ ଅନ୍ତର୍ଗତ ପାଣ୍ଡିରି ଗ୍ରାମର ଗ୍ରାମଦେବତୀ ମା କଳାବତୀଙ୍କ ମନ୍ଦିର ପ୍ରାଙ୍ଗଣରେ ସପ୍ତଦିନ ବ୍ୟାପୀ ଭାଗବତ ସପ୍ତାହ ଅନୁଷ୍ଠିତ...

ଭିନ୍ନକ୍ଷମଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ନିବେଦନ

କେନ୍ଦ୍ରାପଡ଼ା,୧୨ା୧୧: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଗ୍ରାମପଞ୍ଚାୟତର ବରାହିଲୋ ଗ୍ରାମର ଅନାମ ଚରଣ ମଳିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବାସଗୃହ ନିର୍ମାଣ ନିମନ୍ତେ...

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୧୨ା୧୧ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରୀ ନମିତା ବାରିକଙ୍କୁ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି...