Your blog category
ଅନ୍ନପୂର୍ଣ୍ଣା ୟୁଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଓ ବୈଠକ
କେନ୍ଦ୍ରାପଡାର ସହରର ଚାଟରାପାଟଣା ସ୍ଥିତ ଅନ୍ନପୂର୍ଣ୍ଣା ୟୁଥ କ୍ଲବର ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ସଭାପତି ଭାବରେ ନିରଞ୍ଜନ ସାହୁ(ପିନୁ), ଉପସଭାପତି ଭାବରେ ବିଶ୍ୱଜିତ ରାଉତ(ବାବୁ), ସମ୍ପାଦକ ଭାବରେ ଇନ୍ଦ୍ରଜିତ ରାଉତ(ଦିଲୁ), ସହ […]
