ପଟ୍ଟାମୁଣ୍ଡାଇ ୨୩.୬-ସମ୍ପ୍ରତି ଦୁଇ ଦୁଇଟି କୁମ୍ଭୀର ଆକ୍ରମଣ ଘଟଣାରେ ଜଣେ ନାବାଳକ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନଥିବାବେଳେ ପୁନରାୟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଦେଖାଦେବା ଘଟଣା ସାଧାରଣରେ ଆତଙ୍କ ସୃଷ୍ଟି କରିଛି । କୁମ୍ଭୀର ଆକ୍ରମଣରେ ଦୁଇ ଦୁଇଟି ଅମୁଲ୍ୟ ଜୀବନହାନି ଘଟିବା ଘଟଣା ପରେ ମଧ୍ୟ ଜଙ୍ଗଲ ବିଭାଗ ଓ ପ୍ରଶାସନ ନୀରବ ରହିବା ଲୋକମାନଙ୍କୁ ବିସ୍ମିତ କରିଛି । ଏଥି […]

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ୨୨ା୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ମାତ୍ର ଆଉ ଦିନ କେଇଟା ପରେ ଜୁଲାଇ ମାସ ଚାଲିବ । ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳରେ ଟୋପଏ ବି ବର୍ଷା ହେଉନାହିଁ […]

କେନ୍ଦ୍ରାପଡା, ତା୨୨/୬ – ଶ୍ରୀ ଗୁଣ୍ଡିଚା ଦିନ ପୁରୀରେ ନ୍ୟୁଜ ୭ର ପୁରୀ ଜିଲ୍ଲା ପ୍ରତିନିଧି ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ର ଶେଖର ପାତ୍ରଙ୍କୁ ରଥଯାତ୍ରାର କଭରେଜ କରୁଥିବା ବେଳେ ଦୁଇଜଣ ସେବାୟତ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ସେବାୟତ ହେଲେ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା । ଉଭୟ ନାମରେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ ହେଉଛି ବୁଡାଜାହାଜରେ ଥିବା ୫ ଜଣଙ୍କ ଲାଗି ମାତ୍ର ଆଉ ୧ଘଣ୍ଟା ପାଇଁ ଅକ୍ସିଜେନ ବାକି ରହିଛି। କାନାଡାର କୋଷ୍ଟଗାର୍ଡ ଲଗାତାର ଏହି ବୁଡାଜାହାଜର ସନ୍ଧାନ ପାଇଁ ଚେଷ୍ଟା ଚଳାଇଛି। ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି କାନାଡାର କୋଷ୍ଟ ଗାର୍ଡ […]

କେନ୍ଦ୍ରାପଡା, ତା୨୦/୬ -କେନ୍ଦ୍ରାପଡା ଆର.ଡ.ଡିଭିଜନ ଅନ୍ତର୍ଗତ ନାଗପୁରା ଗ୍ରାମବାସୀମାନେ ଗତବର୍ଷ ଜୁନ୍ ମାସରେ ଆରଡି ରାସ୍ତା ନୂତନ ଭାବେ ତିଆରି ହୋଇଥିଲା । ଏହା ହଜାରିବଗିଚା ଠାରୁ ନିଳିକଣା ଭାୟା- ନାଗପୁରା ପିଚୁ ଏବଂ କଂକ୍ରିଟ୍ ରାସ୍ତା କାମ ସୁଚାରୂ ରୂପେ ସଂପୂର୍ଣ୍ଣ ହୋଇଅଛି । କିନ୍ତୁ ପରିତାପର ବିଷୟ ଯେ ବିଭାଗର ଖୋଲିଆମୁହଁ ଠାରେ ହେଉଥିବା ପଥର ସ୍ପର ଏବଂ ଡମ୍ପିଂ କାର୍ଯ୍ୟରେ ନିୟୋଜିତ କଣ୍ଟ୍ରାକ୍ଟର ବଡ ବଡ […]

କେନ୍ଦ୍ରାପଡ଼ା ୨୧ା୬: କେନ୍ଦ୍ରାପଡା ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତିରେ କାଳ ବିଳମ୍ବ ନୀତି ବିରୁଦ୍ଧରେ କେନ୍ଦ୍ରାପଡା ଜିଲ୍ଲା ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘ ଓ ଶିକ୍ଷକ ସମନ୍ୱୋୟ ସମିତି ତରଫରୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତାକାଲି ୨୧ ତାରିଖରେ ଧାରଣା ଦିଆଯିବାକୁ ଏକ ମିଳିତ ବିବୃତିରେ ଜିଲ୍ଲା ଶିକ୍ଷକ ସଂଘର ନେତା ରମେଶ ଚନ୍ଦ୍ର ସାହାଣୀ, କମଳାକାନ୍ତ ଦାସ, ରମେଶ ଚନ୍ଦ୍ର […]

କେନ୍ଦ୍ରାପଡ଼ା ୨୧/୬- ତୁଳସୀ କ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥ ଗତକାଲି ଟଣାହୋଇନଥିବା ବେଳେ ଆଜି ଗୋଟିଏ ଦିନରେ ମାଉସୀମା ମନ୍ଦିର ପାଖରେ ପହଞ୍ôଚ ଯାଇଛି । ସୌଭାଗ୍ୟ ବସତଃ ବାଟରେ କେଉଁଠାରେ ଅସୁବିଧାର ସମ୍ମୁଖୀନ ହୋଇନାହିଁ । ଗତକାଲି ପରମ୍ପରା ଭାଙ୍ଗିଥିଲା ବେଳେ ଆଜି ପରମ୍ପରା ଅତୁଟ ରହିଛି । ପରମ୍ପରା ଅନୁଯାଇ ତୁଳସୀ କ୍ଷେତ୍ରରେ ଦୁଇଦିନରେ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀମା ଚକଡାରେ ପହଞ୍ôଚ ଥାଏ । ଶ୍ରୀ […]

କେନ୍ଦ୍ରାପଡା-୨୧/୬- କେନ୍ଦ୍ରାପଡା ମାଇଁ ଅଲୁମିନି, କେନ୍ଦ୍ରାପଡା କଲେଜର ଏନସିସି ବିଭାଗ ଓ ଜିଲ୍ଲା ପତଞ୍ଜଳୀ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା କଲେଜ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ପତଞ୍ଜଳି ଜିଲ୍ଲା ପ୍ରଭାରୀ ବିଭୂ ପ୍ରସାଦ ଦାସ ଓ ମେଜର ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ଅନୁଷ୍ଠିତ ହୋଇଥିଲା । ପତଞ୍ଜଳି ଯୋଗ ଶିକ୍ଷକ ସୁମନ୍ତ ଶେଖର ପଲାଇଙ୍କ ତତ୍ତ୍ୱାବଧାନରେ ଯୋଗ ଓ ପ୍ରାଣାୟମ ପରିଚାଳିତ ହୋଇଥିଲା […]

କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୁମ୍ଭୀର ଆକ୍ରମଣ । ମାତ୍ର ସପ୍ତାହେ ଅନ୍ତରରେ ପୁଣି ଜଣେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । କୁମ୍ଭୀର ଆକ୍ରମଣରେ ଲୋକଙ୍କ ଜୀବନହାନି ଘଟିବା ସତେ ଯେମିତି ଏକ ସାଧାରଣ ଘଟଣା ହେଲାଣି । ଗତ ବର୍ଷେ ଭିତରେ କେବଳ ଏହି ବନାଂଚଳରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏଥିଯୋଗୁଁ ଅଂଚଳରେ ଚାପା ଅସନ୍ତୋଷ ଲାଗିରହିଛି […]

ମୋଦି ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ରାଜନଗର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ କଂଟାବଣ ମଣ୍ଡଳ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସମ୍ମିଳନୀ ଦୋସିଆ ପଂଚାୟତ ମାର୍କେଟ କମ୍ପଲେକ୍ସ ପ୍ରାଙ୍ଗଣରେ ମଣ୍ଡଳ ସଭାପତି ବନମାଳୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ଡ. ଅଲେଖ ଜେନା ଓ ବରିଷ୍ଠ ବିଜେପି ନେତା ଓ ଭୁବନେଶ୍ୱରର ପ୍ରଭାରୀ ପ୍ରାଧ୍ୟାପକ ଭୁବନମୋହନ ଜେନା ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ୱଳନ ପୂର୍ବକ […]

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳ ପୋଖରୀଆପଡା ପତିତପାବନଜୀଉଙ୍କ ରଥ ସଂନ୍ଧ୍ୟା ସାଢେ ୭ଟା ବେଳେ ବକ୍ତାରପୁର ମାଉସୀ ମା ମନ୍ଦିର ଚକଡା ଛୁଇଁଛି । ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରତ୍ୟୁଷରୁ ମନ୍ଦିର ପୂଜକ ମାନେ ପହଡ ଖୋଲିଥିଲେ । ମଙ୍ଗଳ ଆରତି ସକାଳ ୭ଟା ବେଳେ ମହା ସ୍ନାନ ଓ ବାଲ୍ୟ ଧୂପ ହୋଇଥିଲା । ସକାଳ ସାଢେ ୯ଟା ବେଳେ ଆଜ୍ଞା ମାଳ ହବୋ ପରେ ପଣ୍ଡା […]

କେନ୍ଦ୍ରାପଡ଼ା ୨୦/୬ – ଆଜି ଶ୍ରୀକ୍ଷେତ୍ର ପୁରୀ ଘୋଷଯାତ୍ରା ସହିତ ବିଶ୍ୱର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ସେହିପରି କେନ୍ଦ୍ରାପଡା ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବଜୀଊଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଶହଶହ ବର୍ଷର ପରମ୍ପରା ଭାଙ୍ଗିଛି । ପ୍ରଥମ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ଗଡିନାହିଁ । ଏହି ବିଭ୍ରାଟକୁ ନେଇ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏଥିପାଇଁ ଦାୟୀ କିଏ ସେ […]

ପଟ୍ଟାମୁଣ୍ଡାଇ; ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ତାତି ସାଙ୍ଗକୁ ଅସହ୍ୟ ଗୁଳୁ ଗୁଳି ଜନ ଜୀବନକୁ ବ୍ୟତିବ୍ୟସ୍ତ କରିପକାଉଛି । ଦୈନିକ ତାପମାତ୍ରା ୪୦ ରୁ ୪୧ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପ଼ଡୁଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଗତ ୬/୭ ସପ୍ତାହ ଧରି କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟାପରେ ଘରୁ ବାହାରିବା କଷ୍ଟକର ହେଉଛି । କେବଳ […]

ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର କେନ୍ଦ୍ରାପଡ଼ା ସହରସ୍ଥିତ ଶାମଗୁଡ଼ିଆ ରାଜସ୍ୱ ଓ ବଡ଼ ବାରଙ୍ଗ ରାଜସ୍ୱ ଗ୍ରାମଦ୍ୱୟରେ ଅବସ୍ଥିତ । ବଳଦେବଜୀଉଙ୍କ ମନ୍ଦିରର ରତ୍ନ ସିହ୍ନାସନରେ ପ୍ରଭୁ ଶ୍ରୀ ବଲରାମ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ପୂଜା କରାଯାଏ । ପବିତ୍ର ସାତ ପାହାଚ ପରେ ତୁଳସୀଙ୍କୁ ଏକ ଦେବୀ ଭାବରେ ପ୍ରତିନିଧିତ୍ୱ କରୁଥିବା ଏକ ପ୍ରତିମା ମଧ୍ୟ ଉପସ୍ଥିତ । ସିଦ୍ଧ […]