ଗୁଲନଗର ପଞ୍ଚାୟତରେ ଉଦ୍‌ଘାଟିତ ହେଲା ନିଶୁଳ୍କ ଫିଜିଓଥେରାପି

26 September 2024 kanika odisha 0

କେନ୍ଦ୍ରାପଡ଼ା, ୨୬/୯: ବର୍ତ୍ତମାନ ବରିଷ୍ଟ ନାଗରିକ ହେଉ କିମ୍ବା ସାଧାରଣ ଲୋକମାନେ ହୁଅନ୍ତୁ ବିଭିନ୍ନ ପ୍ରକାର ରୋଗରେ ପିଡିତ ହେଉଛନ୍ତି । ବିଷେଶ କରି ପିଟି ଓ ଅଣ୍ଟା ଯନ୍ତ୍ରଣା, ମାଂସପେଶୀ ଜନିତ ଯନ୍ତ୍ରଣା, […]

ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

26 September 2024 kanika odisha 0

କେନ୍ଦ୍ରାପଡ଼ା, ୨୫ା୯: କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଟିଇ ଏବଂ ଏସସିଇଆରଟି ସହାୟତାରେ ଏକ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି […]

ପାରିଶ୍ରମିକ ଦାବୀରେ ଜି ପି ଏଲ ଏଫ କର୍ମୀ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

26 September 2024 kanika odisha 0

ପଟ୍ଟାମୁଣ୍ଡାଇ ୨୫/୯ -ଅଲ ଓଡିଶା ଜିପିଏଲଏଫ କର୍ମୀ ସଂଘ ଆହ୍ୱାନରେ ପଟ୍ଟାମୁଣ୍ଡାଇ ଜିପିଏଲଏଫ କର୍ମୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଚ୍ଛି । ପଟ୍ଟାମୁଣ୍ଡାଇ ବ୍ଲକର ୬ଟି ସିଏସଏସ ଦୀର୍ଘ ୧୨ବର୍ଷ […]

ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ଆଲୋଚନାଚକ୍ର

25 September 2024 kanika odisha 0

ପଟ୍ଟାମୁଣ୍ଡାଇ ୨୫/୯ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଓଡ଼ିଆ ଭାଷାର ଅସ୍ମିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ […]

ଧସିଲା ବ୍ରହ୍ମଣୀ ନଦୀପଠା ନଦୀ ଗର୍ଭକୁ ଚାଲିଗଲା ୬୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା, ଆତଙ୍କରେ ସ୍ଥାନୀୟ ଲୋକେ , ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ଅଧିକାରୀ

25 September 2024 kanika odisha 0

ପଟ୍ଟାମୁଣ୍ଡାଇ ୨୫/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଜଳସେଚନ ଉପଖଣ୍ଡ ଅଳଭା-୨ ନିମପୁର ଦେଇ ପ୍ରଭାବିତ ହେଉଥିବା ବ୍ରାହ୍ମଣୀ ନଦୀର ପୋଖରୀସାହି ନିକଟରେ ୬୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା ଧସି ନଦୀ ଗର୍ଭରେ […]

ଗାଈ କ୍ଷୀର, ଗୋବର ଏବଂ ମୂତ୍ରରେ ପ୍ଲାଷ୍ଟିକ୍ କଣିକା , ମିିଳୁନି ଗୋଚାରଣ ଭୂମି , ଗାଇଗୋରୁ ଖାଉଛନ୍ତି ପ୍ଲାଷ୍ଟିକ ବ୍ୟାଗ ଅଳିଆ

25 September 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବହୁଳ ପଲିଥିନ ପ୍ଲାଷ୍ଟିକ୍ ବର୍ଜ୍ୟ ଲୋକମାନଙ୍କ ପାଇଁ ଅଭିଶାପ ପାଲଟିଛି। ପ୍ଲାଷ୍ଟିକ୍‌ର ମାତ୍ରାଧିକ ବ୍ୟବହାର ଯୋଗୁ ଏହା ବାର୍ଯ୍ୟବସ୍ତୁରେ ପରିଣତ ହୋଇ ଚାରିଆଡେ ପଡିରହୁଛି । ଏହା ଦ୍ୱାରା […]

କଳସପୂଜା ଘାଟରେ ଜାଲିବ୍ୟବସ୍ଥା, କୁମ୍ଭୀର ପାଇଁ ସତର୍କତା, ଶାରଦୀୟ ଦୂର୍ଗା ପାଇଁ ତହସିଲରେ ଶାନ୍ତି କମିଟି ବୈଠକ

25 September 2024 kanika odisha 0

ପଟ୍ଟାମୁଣ୍ଡାଇ ୨୪/୯ ଜମିଦାର ଅମଳରୁ ପଟ୍ଟାମୁଣ୍ଡାଇରେ ପ୍ରଚଳିତ ହୋଇଆସୁଥିବା ଗଣପର୍ବ ଦୂର୍ଗାପୂଜା କେନ୍ଦ୍ରାପଡା ଜିଲ୍ଲାର ସର୍ବପୁରାତନ ସାଂସ୍କୃତିକ ପର୍ବ । ଏହି ପର୍ବକୁ ପୁରୁଷ ପୁରୁଷ ଧରି ପଟ୍ଟାମୁଣ୍ଡାଇବାସୀ ଗଣପର୍ବ ଭାବେ ପାଳନ କରି […]

ଦୁଇ ପରିବାରରେ ଗଣ୍ଡଗୋଳ , ୩ ଗୁରୁତର,ଗୁହାଳପୋଡି ଓ ଗୋରୁ ଆହତ

24 September 2024 kanika odisha 0

ଡେରାବିଶ ୨୪/୯ ବେବର୍ତା ଅଜୟ ଦାସ-କେନ୍ଦ୍ରାପଡା ସଦର ଥାନା ଅଧିନ ଡେରାବିଶ ବ୍ଲକ ଜଅଁରାବାରିମୁଳ ପଂଚାୟତ ତେରମା ଗ୍ରାମରେ ଜମି ଭାଗବଂଟାକୁ ନେଇ ମଙ୍ଗଳବାର ରାତ୍ର ସାଢେ ୮ ବେଳେ ଗଣ୍ଡଗଳେ ଘଟି ୨ […]

ନବ ନିର୍ବାଚିତ ଜିଲ୍ଲା ଓଷ୍ଟାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

24 September 2024 kanika odisha 0

କେନ୍ଦ୍ରାପଡ଼ା,୨୩ା୯: ନବ ନିର୍ବାଚିତ ଜିଲ୍ଲା ଓଷ୍ଟାର ପ୍ରଥମ କାର୍ଯ୍ୟକାରିିଣୀ ବୈଠକ ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ କେନ୍ଦ୍ରାପଡା ବ୍ଲକ ଅଧିନ କୁତୁରଙ୍ଗ ପଞ୍ଚାୟତ ସିଦ୍ଧ ସେଢୁଆ ମହାପୁରୁଷ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । […]

ଶ୍ରମିକ ସଂଗଠନ ପକ୍ଷରୁ କଳା ଦିବସ ପାଳିତ

24 September 2024 kanika odisha 0

କେନ୍ଦ୍ରାପଡ଼ା, ୨୩ା୯: ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସୋମବାର କଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରମିକ ସଂଗଠନର ନେତାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଦର୍ଶାଇଥିଲେ ଯେ […]

ପଟ୍ଟାମୁଣ୍ଡାଇ ବ୍ଲକରେ ମିଳିତ ଜନଶୁଣାଣୀ ଶିବିର ୮୫ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

24 September 2024 kanika odisha 0

ପଟ୍ଟାମୁଣ୍ଡାଇ ୨୩/୯ -ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଏସପି ସିଦ୍ଧାର୍ଥ କଟାରିଆ, […]

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା, ଶିକ୍ଷକ ଗିରଫ

23 September 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକ ପ୍ରାଥମିକ ସ୍କୁଲରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ଏହି ଘଟଣା ସମଗ୍ର […]

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ

22 September 2024 kanika odisha 0

କେନ୍ଦ୍ରାପଡ଼ା,୨୨ା୯: ୨୦୩୬ ସୁଦ୍ଧା ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିକଶିତ ଓଡ଼ିଶାର ଅଭ୍ୟୁଦୟ ଏବଂ ରାଜ୍ୟ ସରକାରଙ୍କ୧୦୦ଦିନର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ରବିବାର ଜିଲ୍ଲାସ୍ତରୀୟ ବିକାଶ ମେଳା ଏବଂ […]

ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ

22 September 2024 kanika odisha 0

କେନ୍ଦ୍ରାପଡ଼ା, ୨୨ା୯: କେନ୍ଦ୍ରାପଡା ଜିଲ୍ଲା ହିନ୍ଦୀ ଶିକ୍ଷକ ସଙ୍ଘ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା […]

ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ବୈଠକ

22 September 2024 kanika odisha 0

ପଟାମୁଣ୍ଡାଇ ୨୧/୯ -କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ପୁରାତନ ଛାତ୍ର ସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି […]

ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ଶିକ୍ଷକ

22 September 2024 kanika odisha 0

ପଟ୍ଟାମୁଣ୍ଡାଇ ୨୧/୯-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଏକ ନିର୍ଦ୍ଦିଷ୍ଟ ସ୍କୁଲର ଶିକ୍ଷକଙ୍କୁ ଅଭିଭାବକ ଓ ଗ୍ରାମବାସୀ ଅଟକ ରଖି ମାଡମାରିଥିଲେ । […]

ଜିଲ୍ଲା ବିକାଶ ମେଳାରେ ସାଂସ୍କୃତିକ ଦଳକୁ ଅବହେଳା ଜିଲ୍ଲାପାଳଙ୍କୁ ଅଭିଯୋଗ

21 September 2024 kanika odisha 0

କେନ୍ଦ୍ରାପଡ଼ା,୨୧ା୯: କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗର କେତେକ ମୁଷ୍ଟିମେୟ ସାଂସ୍କୃତିକ ଦଳକୁ ପୂର୍ବ ସରକାରଙ୍କ ସମୟରୁ ଲଗାତର ନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ ସୁଯୋଗ ଦେଇଆସୁଥିବା ବେଳେ ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ବିକାଶ […]

କେନ୍ଦ୍ରାପଡା ପୌର ପରିଷଦ ସ୍ୱାସ୍ଥ୍ୟ ଶିବିର

21 September 2024 kanika odisha 0

କେନ୍ଦ୍ରାପଡା,୨୦/୯: ପ୍ରତିବର୍ଷ ପରି ଚଳିତବର୍ଷ କେନ୍ଦ୍ରାପଡା ପୌର ପରିଷଦ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସ୍ୱଚ୍ଛତା ହିଁ ସେବା ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ […]

ପୋଲରେ ତାରଜାଲି ଦେବାକୁ ଦାବି

21 September 2024 kanika odisha 0

କେନ୍ଦ୍ରାପଡ଼ା, ୨୧ା୯: ଲୁଣା-କରାଣ୍ଡିଆ ନଦୀର ବସପୁର ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରୁଥିବା ଘଟଣା ବୃଦ୍ଧି ପାଉଥିବା ଯୋଗୁଁ ପୋଲର ଉଭୟ ପାଶ୍ୱର୍ର ବାଡାକୁ ୬ଫୁଟ ଉଚ୍ଚତାରେ ତାର ଜାଲି ଦେଇ ଆବଦ୍ଧ […]

ପାଳପାଟଣା-ମହାସାହାଣୀ ସେତୁ ନିର୍ମାଣ ପାଇଁ ନିର୍ଦେଶ , ରାଜନଗର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ

21 September 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ରାଜନଗର ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଶୁକ୍ରବାର ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ […]

ଶାନ୍ତିପୂର୍ଣ୍ଣ ଭାବେ ଦୁର୍ଗା ପୂଜା ପାଳନ ପାଇଁ ଥାନାରେ ଶାନ୍ତି କମିଟି ବୈଠକ

21 September 2024 kanika odisha 0

ପଟ୍ଟାମୁଣ୍ଡାଇ,୨୦ା୯ – ପାର୍ବଣ ଋତୁର ଆଗମନରେ ଆସନ୍ତା ଅକ୍ଟୋବର ୯ରେ ପଟ୍ଟାମୁଣ୍ଡାଇ ସହରରେ ୨୬ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ଦୁର୍ଗାପୁଜା ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଶୁକ୍ରବାର ସଂନ୍ଧ୍ୟାରେ […]

ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ହେଲେ ବିଶ୍ୱଭୂଷଣ

20 September 2024 kanika odisha 0

କେନ୍ଦ୍ରାପଡ଼ା,୨୦ା୯: ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଭାବେ କେନ୍ଦ୍ରାପଡା ମାଟିର ପୁଅ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଜାତୀୟ ଛାତ୍ର କଂଗ୍ରେସର ସଭାପତି ବରୁନ୍ ଚୈାଧୁରୀ ବିଶ୍ୱରଞ୍ଜନଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। […]

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

19 September 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଅଳଭା ଭାୟା ଗଣ୍ଡାଖିଆ କେନ୍ଦ୍ରାପଡା ଯାଇଥିବା ରାସ୍ତାରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା […]

ଜିଗରଣରେ ଭାଗବତ ଜନ୍ମ ଉତ୍ସବ ପାଳନ

19 September 2024 kanika odisha 0

ବିତ୍ର ଇନ୍ଦୂପୂର୍ଣୀମା ଓ ଭାଗବତ ଜନ୍ମ ଉତ୍ସବ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ଖଡିାଂଟା ପଂଚାୟତ ଜିଗରଣ ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଭାଗବତ ଟୁଙ୍ଗି ଆନୁକୁଲ୍ୟରେ ଧର୍ମ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । […]