ଦୁଇ ବାଇକ ମୁହାମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର

24 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ରାଜନଗର ରାସ୍ତା ମହାଜନ ସାହି ନିକଟରେ ଶନିବାର ରାତ୍ରି ୯ ଟାରେ  ଦୁଇଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଜଣେ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ […]

ଶିବାନନ୍ଦ ଆଶ୍ରମରେ ବିଶ୍ୱ କଲ୍ୟାଣକାରୀ ଶ୍ରି ଶ୍ରୀ ବିଷ୍ଣୁ ମହାଯଜ୍ଞ

23 February 2024 kanika odisha 0

କେନ୍ଦ୍ରାପଡ଼ା,୨୩ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଗତ ୧୭ତାରିଖରୁ ଆରମ୍ଭ ହୋଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ […]

କୃଷକ ହତ୍ୟା ବିରୋଧରେ କେନ୍ଦ୍ରାପଡାରେ କଳା ଦିବସ ପାଳନ

23 February 2024 kanika odisha 0

କେନ୍ଦ୍ରାପଡ଼ା, ୨୩ା୨: ପଞ୍ଜାବ-ହରିୟାଣା ସୀମାର ଖାନାଉରୀ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳି ମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର […]

ଇନଡୋର ଷ୍ଟାଡିୟମ ଉଦଘାଟନୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସୁଚନା ନାହିଁ, ତ୍ରୁଟି ଲୁଚାଇବା ପାଇଁ ଗଣମାଧ୍ୟମକୁ ଦୂରେଇ ରଖାଯାଉଛି

23 February 2024 kanika odisha 0

ସରକାରୀ କାର୍ଯ୍ୟକ୍ରମକୁ ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । ସରକାରୀ କର୍ମଚାରୀ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ସର୍ବସାଧାରଣ ଜାଣିବା ଆବଶ୍ୟକ ରହିଛି । ଏସବୁକୁ […]

ନିଖୋଜ ଯୁବକର ମୃତ ଶବ ଉଦ୍ଧାର

23 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର-ଜଗନ୍ନାଥପୁର ନିକଟ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ଦିନ ୧୦ଟା ବେଳେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଚଉଦକୁଲାଟ ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ […]

ନୀଳକଣ୍ଠପୁର ଶନିଶ୍ଚରମହା ଗ୍ରହଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

23 February 2024 kanika odisha 0

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବହୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଶନିଶ୍ଚର ମହାଗ୍ରହଙ୍କ ନୂତନ ବିଗ୍ରହ […]

ପୈାରାଞ୍ଚଳର ୧୦ ନମ୍ବର ୱାର୍ଡରେ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ

23 February 2024 kanika odisha 0

କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୦ନମ୍ବର ୱାର୍ଡରେ ଭତ୍ତା ହିତାଧିକାରୀମାନଙ୍କୁ ଆଜି ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ୧୦ନମ୍ବର ୱାର୍ଡର ମାଧପୁର ଠାରେ ୱାର୍ଡ କାଉନସିଲର ରଶ୍ମିତା […]

ନବନିଯୁକ୍ତ ବିଜେଡି ଜିଲ୍ଲା ସଭାପତି ଧିରେନ ସାହୁଙ୍କୁ ଶୁଭେଛା

22 February 2024 kanika odisha 0

କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାର ପରିଷଦର ପୂର୍ବତନ ନଗରପାଳ ଧିରେନ କୁମାର ସାହୁଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ.କାର୍ତ୍ତିକେୟନ […]

ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପ୍ରଚେଷ୍ଟାରେ ବିଜେଡିରେ ଯୋଗଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

22 February 2024 kanika odisha 0

କେନ୍ଦ୍ରାପଡ଼ା,୨୨ା୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ, ଲୋକପ୍ରିୟତା ଓ ଦକ୍ଷ ସୁଶାସନରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ପ୍ରଚେଷ୍ଟା ଫଳରେ ଆଜି କେନ୍ଦ୍ରାପଡାରେ ଶତାଧିକ କଂଗ୍ରେସ […]

ଆଇଡିଆଲ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

22 February 2024 kanika odisha 0

  କେନ୍ଦ୍ରାପଡ଼ା,୨୧ା୨: ଶୁକ୍ରବାର ଦିନ ସ୍ଥାନୀୟ ସହରସ୍ଥ ଆଇଡିଆଲ୍ ପବ୍ଲିକ ସ୍କୁଲର ୩୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ସ୍ୱରାଜ ରାଜ୍ ସିଂହଙ୍କ ସଭାପତିତ୍ୱରେ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ […]

ମା’ ବୁଢି ବାସୁଳେଇ କ୍ଲବର ନୂତନ ଗୃହ ଉଦଘାଟିତ

22 February 2024 kanika odisha 0

କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମାଧପୁର ଗ୍ରାମର ମା’ବାସୁଳେଇ କ୍ଲବର ନବ ନିର୍ମିତ ଗୃହ ଆଜି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବ ପରିସରରେ ୧୦ନମ୍ବର ୱାର୍ଡର କାଉନସିଲର ରଶ୍ମିତା […]

ଆନ୍ତର୍ଜାତିକ ମାତୃଭାଷା ଦିବସରେ ବିଧାୟକ ଶଶିଭୂଷଣ ବେହେରାଙ୍କ ରଣ ହୁଙ୍କାର

22 February 2024 kanika odisha 0

କେନ୍ଦ୍ରାପଡା, ୨୨/୨: ଅନ୍ତର୍ଜାତିକ ମାତୃଭାଷା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ପୌରସଂସ୍ଥା ଟାଉନ ହଲ୍‌ରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସଭାପତି ଡ. ବାସୁଦେବ ଦାସଙ୍କ ପୌରହିତ୍ୟରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି […]

ନୂତନ ଇନରିଚ ପ୍ଲେ ପବ୍ଲିକ ସ୍କୁଲ ଉଦ୍‌ଘାଟିତ

22 February 2024 kanika odisha 0

କେନ୍ଦ୍ରାପଡ଼ା,୨୧ା୨: କେନ୍ଦ୍ରାପଡା ସହର ଉପଖଣ୍ଡ ଗରାପୁର ଠାରେ ନୂତନ ଇଂଗ୍ରାଜୀ ପ୍ଲେ ସ୍କୁଲ ଇନରିଚ ପବ୍ଲିକ ସ୍କୁଲ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ରାପଡାର ପୌରପରିଷଦର ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟ ଅତିଥି ଓ କେନ୍ଦ୍ରାପଡା […]

ଆମ ଓଡିଶା ନବୀନ ଓଡିଶା(ସହରୀ) ଯୋଜନାରେ ସହରାଞ୍ଚଳ ବିକାଶ ସମ୍ପର୍କରେ ସଚେତନତା ଶିବିର

21 February 2024 kanika odisha 0

କେନ୍ଦ୍ରାପଡ଼ା, ୨୧ା୨: “ଆମ ଓଡ଼ିଶା ନବୀନ ଓଡ଼ିଶା(ସହରୀ)” ଯୋଜନାରେ ରାଜ୍ୟ ସରକାରଙ୍କ ସହରାଞ୍ଚଳର ବିକାଶ ସମ୍ପର୍କରେ ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦର ବିଭିନ୍ନ ୱାର୍ଡ ଗୁଡିକର ଉନ୍ନତିକରଣ ପାଇଁ ନିଆଯାଇଥିବା ଜନହିତକର ଯୋଜନା ଗୁଡିକ […]

ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

21 February 2024 kanika odisha 0

କେନ୍ଦ୍ରାପଡ଼ା,୨୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର […]

ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ସମୟରେ ଡିଜେ ଓ ମାଇକ ଶବ୍ଦର କ୍ଷିପ୍ରତାରେ ଅତିଷ୍ଠ ପରୀକ୍ଷାର୍ଥୀ

21 February 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲାର ସମଗ୍ର ଅଞ୍ଚଳରେ ବର୍ତ୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଯାତ୍ରାପାଟିର ବିକଟାଳ ଶବ୍ଦରେ ପ୍ରଚାର କରିବା, ବିଭାଘର ରୋଷଣୀରେ […]

ଚନ୍ଦନନଗର ଓ  ଦିହୁଡିପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

21 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଓ ଦିହୁଡିପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନନଗର ପଂଚାୟତ ସରପଞ୍ଚ ବନୋଜ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ  ରାଜନଗର […]

୫ କୋଟି ଟଙ୍କା ବ୍ୟୟରେ ଗଣ୍ଡକୁଳ-ସାତଭଉଣୀ ସ୍କୁଲ ରାସ୍ତା ଶିଳାନ୍ୟାସ

21 February 2024 kanika odisha 0

ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ଗଣ୍ଡକୁଳ ଠାରୁ ସାତଭଉଣୀ ପର୍ଯ୍ୟନ୍ତ ରାସ୍ତା ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୁନଃନିର୍ମାଣ କରାଗଲେ ଏ ଅଂଚଳ ଜନସାଧାରଣ […]

ଜିଲ୍ଲା କାୟାକଳ୍ପ ଟିମ ସାନଜରିଆ ପି ଏଚ ସି ପରିଦର୍ଶନ

21 February 2024 kanika odisha 0

କେନ୍ଦ୍ରାପଡ଼ା ଜିଲ୍ଲା ଏଡିଏମଓ ଡାକ୍ତର ପ୍ରଦୀପ ଦାସଙ୍କ ନେତୃତ୍ୱରେ ଏକ ଚାରିଜଣିଆ କାୟାକଳ୍ପ ଟିମ ସାନଜରିଆ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । […]

ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଅନିଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ

20 February 2024 kanika odisha 0

କେନ୍ଦ୍ରାପଡ଼ା,୨୦ା୨ : ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ଅଣ ଗେଜେଟେଡ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଦାବି […]

ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ହେଲା

20 February 2024 kanika odisha 0

କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ସମବାୟ ସମିତି(ପ୍ୟାକ୍ସ) ଭାବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥା ଆଜି ଉଦଘାଟିତ ହୋଇଯାଇଛି । ସମବାୟ […]

ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲାର ୧୮ହଜାର ୯୭୭ଜଣ ପରୀକ୍ଷାର୍ଥୀ ୧୦୩ଟି କେନ୍ଦ୍ରରେ ସାହିତ୍ୟ ପରୀକ୍ଷା ଦେଲେ

20 February 2024 kanika odisha 0

କେନ୍ଦ୍ରାପଡ଼ା,୨୦ା୨ : ଆଜି ଠାରୁ ମାଟ୍ରିକ ପରିକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ବିଷୟରେ ଜିଲ୍ଲାର ୧୦୩ଟି ପରୀକ୍ଷା କେନ୍ଦ୍ରରେ ୧୮,୯୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି […]

ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

20 February 2024 kanika odisha 0

କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର […]

No Image

ମହାକାଳପଡାର ଚିତ୍ତରଞ୍ଜନ ଦାସ ବିଜେଡିରୁ ନିଲମ୍ବିତ

20 February 2024 kanika odisha 0

  କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡାର ଚିତ୍ତରଞ୍ଜନ ଦାସଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଦଳରୁ ନିଲମ୍ବନ କରାଯାଇଥିବା ବିଜେଡି ରାଜ୍ୟ […]