କେନ୍ଦ୍ରାପଡ଼ା,୨୬ା୯: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏସ.ବିନୟଲକ୍ଷ୍ମୀ ମଲ୍ଲିକଙ୍କୁ ତଥ୍ୟ ପ୍ରଦାନରେ ଅବହେଳା ପାଇଁ ରାଜ୍ୟ ସୂଚନା କମିଶନ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଏହି ଅର୍ଥକୁ ସେ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଜମା କରିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ନଚେତ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦରମା କିମ୍ବା […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅଂଚଳରେ ଜନୈକା ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଜଣେ ଯୁବକକୁ ପୋଲିସ କୋର୍ଟ ଚାଲାଣ କରିଛି । ଖୁଦୁରୁକୁଣୀ ଓଷା ସରିବା ପରେ ମୂର୍ତି ବିସର୍ଜନ କରିବା ପାଇଁ ନାବାଳିକା ସାଙ୍ଗମାନଙ୍କ ସହିତ ନଦୀକୂଳକୁ ଯାଇଥିଲା । ଏହା ମଧ୍ୟରେ ଓସ୍ତିଆ ଗ୍ରାମର ଚନ୍ଦ୍ରଶେଖର ବଳ(୨୮) ଜନୈକା ନାବାଳିକା ନିକଟରେ ପହଂଚି ତାର ପାଟିକୁ ଚାପିଦେଇ ଗଛମୂଳକୁ ଟାଣି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା […]

ସାରା ରାଜ୍ୟରେ ବିଜୁଳି ସଙ୍କଟ ଦେଖାଦେଉଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ହେଉଛି । ମାତ୍ର ପଟ୍ଟାମୁଣ୍ଡାଇ ପୌରପରିଷଦରେ ରାତି ଦିନ ୨୪ ଘଂଟା ବିଜୁଳି ଷ୍ଟ୍ରଟ ବତୀ ଜଳୁଛି । ବିଦ୍ୟୁତ ଅପଚୟ ହେବା ସହ କୋଟି କୋଟି ଟଙ୍କା ବିଲ ବାବଦକୁ ବିଦ୍ୟୁତ କମ୍ପାନୀକୁ ଦିଆଯାଉଛି । ଦିନରେ ଅପଚୟ ହେଉଥିବା ବିଦ୍ୟୁତକୁ ଯଦି ସଠିକଭାବେ ପରିଚାଳନା ହୋଇପାରନ୍ତା ତେବେ ଅଯଥାରେ ଦିଆଯାଉଥିବା କୋଟି କୋଟି ଟଙ୍କା […]

୨୦୨୪ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ ଧୋୟାଂଚଳରେ କିଛିଟା ଉଷ୍ମତା ଆସିଗଲାଣି । ସବୁ ଦଳ ନିଜ ନିଜ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିକାଶମୂଳକ କାମ ସହ ଦଳୀୟ ଆଭ୍‌ିମୁଖ୍ୟକୁ ବିଭିନ୍ନ ପ୍ଳାଟଫର୍ମରେ ଜନସାଧାରଣଙ୍କ ପାଖରେ ପହଂଚାଉଛନ୍ତି । ରବିବାର କଂଗ୍ରେସ ନେତା ଗଣେଶ୍ୱର ବେହେରା ଧୋୟାଂଚଳରେ କର୍ମୀସମ୍ମିଳନୀ କରି କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି ସରକାରଙ୍କ ଜନବିରୋଧୀ ନୀତିର କଡା ସମାଲୋଚନା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଗରିବ ଲୋକମାନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଠିକଣା ଭାବେ କାର୍ଯ୍ୟକରିବା ସହିତ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ଅର୍ବାନ ହାଉସିଂ ମିଶନର ଏସଏଲଟିସି ପାର୍ଥସାରଥୀ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ପଟ୍ଟାମୁଣ୍ଡାଇ ପୌର ଅଧକ୍ଷ ହେମନ୍ତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ ଓଡିଶା […]

କେନ୍ଦ୍ରାପଡ଼ା, ତା୨୫/୦୯: ଆସନ୍ତା ଅକ୍ଟୋବର ୧ ତାରିଖରେ କେନ୍ଦ୍ରାପଡ଼ା ପୌର ପରିଷଦ ଟାଉନ୍‌ହଲ୍ ପରିସରରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ । ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଘଟିକା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ନିରାପତା ଓ ବଂଚିବାର ଅଧିକାରକୁ ସୁଦୃଢ଼ କରିବା ସହ […]

କେନ୍ଦ୍ରାପଡା, ୨୫/୯: କେନ୍ଦ୍ରାପଡା ସହର ଉପଖଣ୍ଡ ଗୁଲନଗର ପଞ୍ଚାୟତରେ ଗଣେଶମେଢ ମେଲଣ ଓ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଭାସାଣୀ ଊତ୍ସବରେ ପାଞ୍ଚାତୟରୁ ୯ଟି ମେଢ ଯୋଗ ଦେଇଥିଲେ । ପ୍ରାତ ୮ଟାରୁ ଏହି ଉତ୍ସବ ଆରମ୍ଭ କରାଯାଇଥିଲା । ସମସ୍ତ ୯ଟି ମେଢ ଗ୍ରାମ ପରିକ୍ରମା କରି ଅପରାହ୍ନ ୨ଟା ସମୟରେ ଗୋବରୀନଦୀ ଚଟିପୋଲ ନିକଟ ମେଲଣ ପଡିଆରେ ଏକାଠି ହୋଇଥିଲେ । ସେଠାରେ ସମସ୍ତ […]

କେନ୍ଦ୍ରାପଡ଼ା ଜିଲ୍ଲା  ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଶାସନ ଗ୍ରାମରେ ଦୁଇ ଯୁବକ ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳି ହେବାରୁ ଜଣେ ଆଉ ଜଣଙ୍କୁ ଛୁରା ଭୁଷି ଦେଇଥିଲା । ଯାହାଫଳରେ ଯୁବକ ଗୁରୁତର ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଯେ ଚାରିଗାଁର ଅମର ମଲ୍ଲିକଙ୍କ ପୁଅ ତ୍ରିଲୋଚନ […]

କେନ୍ଦ୍ରାପଡ଼ା, ୨୫ା୯: ଅଖିଳ ଭାରତୀୟ ଏସ.ସି. , ଏସ.ଟି. , ଓ.ବି.ସି. ଏବଂ ସଂଖ୍ୟାଲଘୁ ବିକାଶ ପରିଷଦର ରାଷ୍ଟ୍ରୀୟ ସଭାପତି ରାଜ ସିଂ ଭରଦ୍ୱାଜଙ୍କ ସହମତିରେ ୭ଟି ରାଜ୍ୟର ରାଜ୍ୟ ସଭାପତି ଓ ରାଜ୍ୟ ମହାସଚିବଙ୍କ ନାମ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଅଭିଷେକ କୁମାର ଯାଦବ ଘୋଷଣା କରିଛନ୍ତି । ଏଥିରେ ଓଡିଶାରୁ ପ୍ରଦେଶ ମହାସଚିବ ଭାବେ କେନ୍ଦ୍ରାପଡା ସହରସ୍ଥିତ ଫକିରାବାଦର ମୀର ମହମ୍ମଦ ଅମୀରଙ୍କୁ ମନୋନିତ କରାଯାଇଛି । […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ବିଜ୍ଞାନର ପ୍ରଚାର ପ୍ରସାର ତଥା ଭିତରକନିକା ଜୈବ ବିବିଧତା ଉପରେ ଛାତ୍ର ଛାତ୍ରୀ ମାନେ ଗବେଷଣା କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ବିଧାନସଭାରେ ପ୍ରକାଶ କରିଛନ୍ତି । ଏହି […]

କେନ୍ଦ୍ରାପଡ଼ା,୨୫ା୯: ନିଖିଳ ଓଡିଶା ଜଲେ କର୍ମଚାରୀ ସଙ୍ଘର ଡାକରାରେ ୫ଦଫା ଦାବି ନେଇ କାରାରକ୍ଷୀମାନେ କେନ୍ଦ୍ରାପଡା ଉପକାରାଗାର ସମ୍ମୁଖରେ ଆମରଣ ଅନଶନରେ ବସି ରହିଥିବା ଦେଖିବାକୁ ମିଳିଛି । କାରାରକ୍ଷୀମାନେ ଗତ ଚଳିତମାସ ୩ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଆଜି ଠାରୁ ଆମରଣ ଅନଶନ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି । ଯଦି ଅନଶନ ସମୟରେ କୈଣସି କର୍ମଚାରୀ ଅସୁସ୍ତ ହୁଅନ୍ତି କିମ୍ବା […]

କେନ୍ଦ୍ରାପଡ଼ା, ୨୪ା୯: କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତମାସ ୮ତାରିଖରେ ବିଶ୍ୱ ଦିବ୍ୟଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜାଙ୍କ ୧୩୬ତମ ଜୟନ୍ତୀ ଠାରୁ ୨୪ତାରିଖ ସ୍ୱାମୀ ଚିଦାନନ୍ଦ ମହାରାଜଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦିବ୍ୟ ଆଧ୍ୟାତ୍ମିକ ପକ୍ଷ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟେହ ନଗର ସଙ୍କୀର୍ତ୍ତନ, ଗୁରୁ ପାଦପୂଜା, ଯୋଗାସନ, ଗୀତା ଓ ଭାଗବତ ପାରାୟଣ, […]

କେନ୍ଦ୍ରାପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ୭ ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ରବିବାର କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଦାଣ୍ଡିସାହିଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ଧୋୟାଞ୍ଚଳର ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହୀ ଓ ବଲୁରିଆ ସମେତ ୭ଟି ପଞ୍ଚାୟତର ୭ଶହରୁ ଉର୍ଦ୍ଧ୍ୱ କର୍ମୀ ଏକାଠି ହୋଇ ଆଗାମୀ ନିର୍ବାଚନରେ ‘ଆମ୍ଭେ ବିଧାନସଭା ଯିବା’ ଲକ୍ଷ୍ୟ ହାସଲ କରିବାକୁ […]

କେନ୍ଦ୍ରାପଡ଼ା୨୩/୯ -ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ସୁଖ ଦୁଖଃର ସାଥୀ ଜନନେତା ଗଣେଶ୍ୱର ବେହେରାଙ୍କ ଜନ୍ମଦିନ ନିଆରାଢଙ୍ଗରେ ପାଳନ କଲେ ବିଧାନସଭା ଯୁବ କଂଗ୍ରେସ ଓ ଜିଲ୍ଲା ଛାତ୍ର କଂଗ୍ରେସ କର୍ମିମାନେ । ଏହି ଅବସରରେ ଶ୍ରୀ ବଳଦେବ ଜୀୟୁଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ସେଠାରେ ସେମାନେ ଗଣେଶ ଭାଇଙ୍କ ନେତୃତ୍ୱରେ ଦଳକୁ ସୁଦୃଢ କରିବାକୁ ବଜ୍ର ଶପଥ ନେଇଥିଲେ […]

କେନ୍ଦ୍ରାପଡ଼ା,୨୩ା୯ : ଦୀର୍ଘଦିନ ହେବ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦଳମତ ନିର୍ବିଶେଷରେ କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଚାଲିଥିବା ଆନ୍ଦୋଳନ ସହିତ ଗତ ଗୁରୁଦିବସ ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୧୮ଦିନ ଧରି ଚାଲିଥିବା ଗଣଧାରଣା ଆଜି ଶୀର୍ଷ ରୂପ ନେଇଛି । ଏହି ଆନ୍ଦୋଳନରେ ସମସ୍ତ ୯ଟି ବ୍ଲକ ଓ […]

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଚାଲିଥିବା ଗଣଧାରଣା ଆଜି ୧୮ଦିନ ପୁରିଲା । ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ବା ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ଏକ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସାଧାରଣରେ ଦିନକୁ ଦିନ ସମର୍ଥନ ଓ ସହାନୁଭୂତି ବୃଦ୍ଧି ପାଇବାରେ […]

କେନ୍ଦ୍ରାପଡ଼ା, ୨୨ା୯: ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହୋଇଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଆଶ୍ରମ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ, ବିସ୍କୁଟ ଓ ଚକଲେଟ ପ୍ରଭୃତି ବଣ୍ଟନ କରାଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଏବଂ ଜଗନ୍ନାଥ କ୍ୟାନସର ଏଡ୍ ଫାଉଣ୍ଡସେନର […]

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ସଫଳ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହର ଓ ଏହାର ଆଖପାଖ ଅଞ୍ଚଳରେ ଜନଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ଶ୍ୟାମସୁନ୍ଦପୁର ଗ୍ରାମପଞ୍ଚାୟତର ଦୁତିଆଳ ଗ୍ରାମରେ ଏବଂ ଭରତପୁର ପଞ୍ଚାୟତର ଖଣ୍ଡିଆବନ୍ଧ ଗ୍ରାମରେ ଅନୁଷ୍ଠିତ ଜନଚେତନା କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଟାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ ଓ କୋଷାଧ୍ୟକ୍ଷ ଫକୀର […]

ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଆଧୁନିକ ଜ୍ଞାନକୌଶଳ ସହ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଥିବାରୁ କୃଷକ ସାଥୀ ସମେତ କୃଷି ବିଭାଗ କ୍ଷେତ୍ରକର୍ମ ଚାରୀମାନେ ସରକାରଙ୍କ କୃଷକକଲ୍ୟାଣ ଯୋଜନାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକ ସାଥୀ ଓ କ୍ଷେତ୍ରକର୍ମଚାରୀଙ୍କୁ ନେଇ ଆୟୋଜିତ ତାଲିମ ଶିବିରରେ ଯୋଗ ଦେଇ ବିଭାଗୀୟ ଅଧିକାରୀ ଓ ତାଲିମଦାତାମାନେ ପ୍ରକାଶ କରିଛନ୍ତି । ଏହି […]

ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ନ ଦିନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର ଠାରେ ପୂଜାଅର୍ଚନା ସହ ସମୂହ ଦୀପଦାନ କରାଯାଇଥିଲା । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଡ଼ ଅଲେଖ ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ନେତା ଜ୍ୟୋତି ପ୍ରକାଶ ପ୍ରଧାନ,ପ୍ରାକ୍ତନ ନଗର ଭାଜପା ସଭାପତି ପଦ୍ମନାଭ ପଣ୍ଡା, ନଗର ମହିଳା ଭାଜପା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ରାଜ୍ୟ ସାମ୍ବାଦିକ ୟୁନିୟନ(ଏସୟୁଜେ)ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସାଧାରଣ ବୈଠକ ଓ ବ୍ଲକ ଶାଖାର କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ଜିଲା୍ଲ ସହ ସଂପାଦକ ସଂଜୟ ପଣ୍ଡାଙ୍କ ପୌରହିତରେ ଅନୁଷ୍ଠିତ ସଭାରେ କଳ୍ପତରୁ ନାୟକ ଅତିଥି ଭାବେ ଯୋଗ ଦେଇ ସମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ସଂଗଠନର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ମୁଖ୍ୟତଃ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ହାଇସ୍କୁଲର ଶିକ୍ଷକ ତଥା ସାହିତ୍ୟିକ ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ “ପ୍ରଜ୍ଞାଦୂତ “କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଏହି ଉପଲକ୍ଷେ ରାଜଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉତ୍କଳ କାଳିଦାସ ପଣ୍ଡିତ ପ୍ରବୋଧ ମିଶ୍ର,ଡା ଦିନବନ୍ଧୁ ମହାରଣା, ପ୍ରକାଶକ ନିମାଇଁ ଭୂୟାଁ, ପଣ୍ଡିତା ଶଶୀକଳା ମିଶ୍ର, ପିଆରଓ ରକ୍ଷକ ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ […]

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ସୃଷ୍ଟି କରିବା ଏବଂ ଗଣପାଣ୍ଠି ସଂଗ୍ରହ ଅଭିଯାନ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହରରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଟାନ କମିଟି ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଆବାହକ ମଣ୍ଡଳୀ ସଦସ୍ୟ ଆଦିକନ୍ଦ ରାଉଳ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ମୁକ୍ତାର ଖାଁ, ବୈଷ୍ଣବ ଚରଣ ସ୍ୱାଇଁ, ସେକ […]

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣା ୧୭ଦିନରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ଥିଲେ ମଧ୍ୟ ସରକାରଙ୍କ ଠାରୁ କୈାଣସି ସଙ୍କେତ ମିଳୁନଥିବାରୁ ଚୁପ ହୋଇ ବସିଛି । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ସରକାରଙ୍କୁ ଚାପଗ୍ରସ୍ତ କରି ଦାବି ହାହଲକୁ ନିଶ୍ଚିନ୍ତ କରିବା ନିମନ୍ତେ ପ୍ରତିକୂଳ ପାଗ ସତ୍ତ୍ୱେ ପୁରା ଦମ୍ ଲଗାଇ ଦେଇଛି । କମିଟିର […]