କେନ୍ଦ୍ରାପଡା ୧୦/୧- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ନୂଆସାହିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅବସରପ୍ରାପ୍ତ ଶିକ୍ଷକ ପ୍ରଭାକର ନାଥଶର୍ମା ସଭାପତିତ୍ୱ କରିଥିଲେ । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ ସର୍ବାଧିକ ଭୋଟ ଦେଇ ନିର୍ବାଚିତ କରିବାକୁ ଏକ ପ୍ରସ୍ତାବ ବିପୁଳ କରତାଳି ମାଧ୍ୟମରେ ପାରିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ ଅଭିଭାଷଣ […]
Year: 2024
ବାରମ୍ବାର ଜନସାଧାରଣଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଦୀର୍ଘବର୍ଷ ଧରି କ୍ଷମତା ବାହାରେ ଥିବା ବିରୋଧି ଦଳ ହତାଶ ହୋଇ ଏକ ନିର୍ଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମ ଓ ୱେବ ମିଡିଆକୁ ହାତବାରିସୀ କରି ଟେଣ୍ଡର ଫିକ୍ସିଙ୍ଗର ଫେକ ଭିଡ଼ିଓ ଓ ଅଡିଓ ଜରିଆରେ ବିଧାୟକଙ୍କୁ ବଦନାମ କରିବା ପାଇଁ ବିଧିବଦ୍ଧ ଷଡଯନ୍ତ୍ର କରିଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଓ ରାଜ୍ୟସଭା ସାଂସଦ ଓ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମା’ ରାଜବାଟୀ ଆଳିର ରାଜମାତା ସୁଶ୍ରୀ ଦେବୀଙ୍କ ବୁଧବାର ପରଲୋକ ଘଟିଛି। କଟକସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ତାଙ୍କ ଦେହାନ୍ତ ଖବର ଶୁଣି ଆଳି ନିର୍ବାଚମଣ୍ଡଳୀ ସମତେ ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବିଜୁ ଜନତା […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ କାର୍ଯ୍ୟରେ ଟେଣ୍ଡର ଫିକ୍ସିଙ୍ଗ ହୋଇଥିବା ଓ ବିଧାୟକ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ସ୍ଥାନୀୟ ବାଇପାସ ଛକ ଠାରେ ବିଧାୟକ ଧ୍ରୁବ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ସଂଗଠକ ଶଶିକାନ୍ତ ସ୍ଵାଇଁଙ୍କ ନେତୃତ୍ବରେ ଜ୍ୟୋତି ପ୍ରକାଶ ପ୍ରଧାନ, ଅଭିଷେକ ଦାସ, ସୁଶାନ୍ତ ଦାସ, […]
କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ବେଲପାଳ ଆର ଆଇ ଅଫିସ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏହି କାର୍ଯ୍ୟ ପାଇଁ ୩ଜଣ ଠିକାଦାର ଟେଣ୍ଡର ପକାଇ ଥିଲେ । ତେବେ ରାଜନଗର ବିଧାୟକ ବିଭାଗୀୟ ଅଫିସରଙ୍କୁ ଟେଲିଫୋନ କରି ମୋ ନିଜ ଲୋକ ଟେଣ୍ଡର ପାଇବା ଦରକାର ଓ ଅନ୍ୟ ଠିକାଦାରଙ୍କୁ ବାଦ ଦେବା ପାଇଁ ନିର୍ଦେଶ ଦେବା ସହିତ ନିଜ ଲୋକ ଠିକା କାମ ପାଇବେ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଏନ ସି ସି ସ୍କାଉଟ ଗାଇଡ଼ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଗଗନ ବିହାରୀ ସୂତାର ଉଦଘାଟନ କରିଥିଲେ । ଏନ ସି ସି, ସ୍କାଉଟ ଗାଇଡ଼ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ସ୍କୁଲ ପରିସରରୁ ବାହାରି ବାଇପାସ ପର୍ଯ୍ୟନ୍ତ ଯାଇ ସଡ଼କ ସୁରକ୍ଷା ଉପରେ ଜନସଚେତନତା ସୃଷ୍ଟି […]
ଷ୍ଟାର ପ୍ଲସ ଟି ଭି ଚ୍ୟାନେଲ ଓ ହଟ ଷ୍ଟାର ଟି ଭି ରେ ହେଉଥିବା ଜାତୀୟ ସ୍ତରରେ ଡ୍ୟାନ୍ସ ରିଅଲିଟି ସୋରେ ଭାଗ ନେଇ କମାଲ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଅଗ୍ରଣୀ ଡ୍ୟାନ୍ସ ସ୍କୁଲ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀ ଛାତ୍ର ରାକେଶ ସାହୁ । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ଏକମାତ୍ର ପ୍ରତିଯୋଗୀ ଭାବେ ବିଭିନ୍ନ ରାଜ୍ୟର ୧୨ଜଣ […]
କେନ୍ଦ୍ରାପଡ଼ା, ତା ୦୯/୦୧: ‘ଅର୍ପଣ ରଥ’କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରାପଡ଼ାବାସୀଙ୍କ ମନରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ରଙ୍ଗବେରଙ୍ଗର ମୁରୁଜ ଓ ଝୋଟିଚିତା ପକାଇ ଗାଁ ଦାଣ୍ଡକୁ ସଜେଇ ରଖିଛନ୍ତି ଶ୍ରଦ୍ଧାଳୁ । ଗୋବରରେ ଲିପାପୋଛା କରି ବସେଇଛନ୍ତି ଶୁଭ କଳସ । ସଂକୀର୍ତନ, ଘଂଟଘଂଟା, ଶଙ୍ଖ ଧ୍ୱନି, ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଜିଲ୍ଲାରେ ସୃଷ୍ଟି ହୋଇଛି ଏକ ଭାବମୟ […]
କେନ୍ଦ୍ରାପଡ଼ା, ୯ା୧: ଦକ୍ଷତା ବିକାଶ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆଜି କେନ୍ଦ୍ରାପଡା ସ୍ୱୟଂଶାସିତ ମହବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଉଦ୍ଘାଟନ କରିଥିଲେ । ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ପ୍ରାରମ୍ଭରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାର ଆଭିମୁଖ୍ୟ ସମ୍ପର୍କରେ […]
ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ଆନୁକୂଲ୍ୟରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ସମନ୍ଵୟ ସମିତି ପୁନର୍ଗଠନ ହୋଇଯାଇଛି । ଜିଲ୍ଲାର ମଧ୍ୟସ୍ଥଳି ପଟ୍ଟାମୁଣ୍ଡାଇ ସନ୍ନିକଟ କଷଣଅଣ୍ଟା ସ୍ଥିତ ମା’ଗାୟତ୍ରୀଙ୍କ ଶକ୍ତିପୀଠ ଠାରେ ଜିଲ୍ଲା ସମନ୍ଵୟ ସମିତିର ମୁଖ୍ୟ ସଂଯୋଜକ ମହେଶ୍ଵର ରାଉତଙ୍କ ସଂଯୋଜନା ତଥା ହରିଦ୍ଵାର ଶାନ୍ତିକୁଞ୍ଜ ଗୁରୁପୀଠର ପରିବ୍ରାଜକ ଶେଷଦେବ ବଢେଇଜୀ, ପ୍ରଦୀପ୍ ସାହୁ ଜୀ ଏବଂ କଟକ ସବଜୋନ ମୁଖ୍ୟ କୃପାସିନ୍ଧୁ ଷଢଙ୍ଗୀ ଜୀଙ୍କ ପ୍ରତ୍ୟକ୍ଷ […]
କେନ୍ଦ୍ରାପଡ଼ା, ତା ୦୮/୦୧: ସିକିମ ସତ୍ୱ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜସ୍ୱ ବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୧୦,୧୫୦ ସିକିମ ସତ୍ୱର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ତହସିଲ୍ଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକମାନଙ୍କୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା […]
କେନ୍ଦ୍ରାପଡ଼ା ୮ା୧: ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ବାଲିଆର ସମ୍ପାଦକ, ପ୍ରାକ୍ତନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ରବିବାର ରାତିରେ ବିୟୋଗ ହୋଇଯାଇଛି । ଭୁବନେଶ୍ୱରରୁ ଆସି ତାଙ୍କ ମର ଶରୀର ଜନ୍ମମାଟି ଜମଧରରେ ଆଜି ସକାଳେ ପହଞ୍ଚିବା ପରେ ଶେଷଦର୍ଶନ ପାଇଁ ଗ୍ରାମଟି ଲୋକାରଣ୍ୟ ହୋଇପଡିଥିଲା । ଏକ ସୁସଜିତ ସ୍ୱର୍ଗରଥରେ ମର ଶରୀରକୁ ତାଙ୍କ କର୍ମଭୂମୀ ଥିବା ତିନିମୁହାଣିସ୍ଥିତ ବିଶ୍ୱହିନ୍ଦୁ ପରିଷଦ ଓ […]
କେନ୍ଦ୍ରାପଡ଼ା, ୮ା୧: “ନୂଆ ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା”ର ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ଆଜିଠାରୁ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆ (ମିନି ଷ୍ଟାଡିୟମ୍)ରେ ଆୟୋଜିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ । ୫ଦିନ ବ୍ୟାପୀ ଅର୍ଥାତ୍ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏଠାରେ ଉଭୟ ପୁରୁଷ ଓ ମହିଳା ବର୍ଗର ଖେଳାଳୀମାନେ […]
ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରପଡ଼ା ଜିଲ୍ଲା ଅମଲା ସଂଘ । ଓଡ଼ିଶା ରାଜସ୍ୱ ଅମଲା ସଂଘର ୨୦୧୭ ମସିହା ଠାରୁ ବହୁ ପ୍ରତୀକ୍ଷିତ ପୃଥକ ପାହ୍ୟା (Separate Cadre)ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୬୯୮ ୬/୧/୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡିଶା ରାଜସ୍ଵ ଅମଲା ସଂଘର ପ୍ରତ୍ୟେକ ସଦସ୍ୟ ସଦସ୍ୟାଙ୍କ ମନରେ […]
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ପୂର୍ବତନ ମହିଳା ବିଧାୟିକା ସରସ୍ୱତୀ ଦେବୀଙ୍କର ୧୦୪ତମ ଜୟନ୍ତୀ କେନ୍ଦ୍ରାପଡା ଜିଲ୍ଲା ସରକାରୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପାଳିତ ହୋଇଯାଇଛି । ସଂଘର ଉପଦେଷ୍ଟା ଅଧ୍ୟାପକ ଅଜୟ ସାମଲ, ଡ. ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ସୁରେଶ ପଟ୍ଟନାୟକ, ଅକ୍ଷୟ କୁମାର ନାୟକ, ଗୌରାଙ୍ଗ ସାହୁ, ମଧୁସୂଦନ ବାରିକ. ଶ୍ରୀନିବାସ ପରିଡା, ଶ୍ରୀକାନ୍ତ ସାହୁ, ନେତ୍ରାନନ୍ଦ କର, ଅମିୟ ନାୟକ […]
କେନ୍ଦ୍ରାପଡା ଜିଲ୍ଲା ନବନିର୍ବାଚିତ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ସ୍ଥାନୀୟ ପବ୍ଲିକ୍ ରିଡିଂ ରୁମ୍ ପରିସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ସାହିତ୍ୟ ସଂସଦର ସମ୍ବିଧାନ, ନୀତି ଆଦର୍ଶ ଓ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ସହିତ ପଦ ଓ ଗୋପନୀୟତାକୁ ବଜାୟ ରଖିବାକୁ ଶପଥ ପାଠ କରାଇଥିଲେ । ଏଥିରେ ସଭାପତି ଡଃ ବାସୁଦେବ ଦାସ, ପ୍ରେମଲତା ଗିରି, ଫକୀର […]
ବିପ୍ଳବୀ ମରିଯାଏ କିନ୍ତୁ ବିପ୍ଳବ ମରେ ନାହିଁଁ । ସମୟର ସଵୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଯିଏ ସଵୁ ମଣିଷର ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରେ ସେ ହିଁ ପ୍ରକୃତ ବିପ୍ଳଵୀ ବୋଲି ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଶିଷ୍ଟ ସମାଜବାଦୀ ନେତା ନିଷ୍ପେସିତ ମଣିଷର ଅନ୍ତଃସ୍ବର ଦିବଙ୍ଗତ ବିଶ୍ବନାଥ ଧଳଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜନ୍ମମାଟି ପଟ୍ଟାମୁଣ୍ଡାଇ ଷଣ୍ଢପଲ୍ଲୀ ଠାରେ ଆୟୋଜିତ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧବଳେଶ୍ଵର ନୋଡାଲ ଉପ୍ରା ବିଦ୍ୟାଳୟରେ ତିନିଦିନ ଧରି ବିଦ୍ୟାଳୟ ଭିତ୍ତିକ ମାନନିର୍ଦ୍ଧାରଣ ତାଲିମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ, ପଟ୍ଟାମୁଣ୍ଡାଇ ବି. ଆର ସିସି ଚନ୍ଦ୍ରଶେଖର ତ୍ରିପାଠୀଙ୍କ ତତ୍ଵବଧାନରେ ଅନୁଷ୍ଠିତ ତାଲିମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ କୁମାର ଦାସ ,ମନୋଜ କୁମାର ମୁଦୁଲି ଓ ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ ଆର ପି ଭାବରେ ଯୋଗ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଳକ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ ପି ସନ୍ଦୀପ ସମ୍ପଦ ମଦକର, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ତ ହସିଲଦାର ପଂଚାନନ ନାୟକ , ପୌର ନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ପ୍ରମୁଖ ଯୋଗ ଦେଇ ଜନସାଧାରଣଙ୍କ ଆପତି ଅଭିଯୋଗ ଶୁଣିଥିଲେ […]
ପଟ୍ଟାମୁଣ୍ଡାଇ ବଜାରରୁ ଜଣେ ବ୍ୟବସାୟଙ୍କ ବାଇକ ଲୁଟ୍ ମାମଲାରେ ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସମିକ୍ଷା ମହାନ୍ତି ଆସାମୀ ଦୀପକ ସେଠୀଙ୍କୁ ୨ ବର୍ଷ ଦଣ୍ଡାଦେଶ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଗ୍ରାମର ଅଜୟ ବେହେରା ପଟ୍ଟାମୁଣ୍ଡାଇ ସହର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ପାଖରେ ନିଜ ପାନଦୋକାନ ଆଗରେ ତାଙ୍କର ହିରୋ ଫ୍ୟାସିଅନ ବାଇକ ରଖିଥିଲେ । ଗତ […]
ସାମାଜିକ ପରିବର୍ତନ କ୍ଷେତ୍ରରେ ମଞ୍ଚ ନାଟକର ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସାଂସ୍କୃତିକ ଓ ସମାଜକଲ୍ୟାଣ ପରିଷଦ ଉଲ୍ଲାସ ପକ୍ଷରୁ ପଟ୍ଟାମୁଣ୍ଡାଇ ଯଜ୍ଞ ପଡିଆ ଠାରେ ତିନି ଦିନ ବ୍ୟାପି ଆୟୋଜିତ ନାଟ୍ୟ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପ୍ରକାଶ କରିଛନ୍ତି । ଉଲ୍ଲାସ ସଭାପତି ପ୍ରଫେସର ଦେବବ୍ରତ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ […]
ଆସନ୍ତା ୧୭ ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଓ ସଦୃଶ୍ୟ ପରିକ୍ରମା ପ୍ରକଳ୍ପ ଉଦଘାଟିତ ହେବାକୁ ଯାଉଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ସାମିଲ ହେବା ସହିତ ନିଜ ଭକ୍ତିର ନିଦର୍ଶନ ସ୍ୱରୂପ ପ୍ରଭୁଙ୍କୁ ଭେଟି ଦେବା ପାଇଁ ସାରା ଓଡିଶାର ପ୍ରତି ଘରୁ ଅରୁଆ ଚାଉଳ ଓ ଗୁଆ ପଠାଇବା ପାଇଁ ଭକ୍ତମାନେ ବ୍ୟଗ୍ରତା ଓ […]
ପଟ୍ଟାମୁଣ୍ଡାଇ ଧୋୟା ଅଂଚଳର ବିଶିଷ୍ଟ ସମାଜସେବୀ ପ୍ରାକ୍ତନ ଚିକିତ୍ସକ ତରଡ଼ିପାଳ ଗ୍ରାମର ଶତ୍ରୁଘ୍ନ ନାଥଶର୍ମାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ତାଙ୍କ ପତ୍ନୀ ସୁଶୀଳା ନାଥଶର୍ମା ତରଡ଼ିପାଳ ପଂଚାୟତ ସରପଞ୍ଚ ଭାବେ ପଂଚାୟତର ବିକାଶରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଥିଲେ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଠନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା […]
ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ନିର୍ଦେଶକ୍ରମେ କଲେଜ ରେଡକ୍ରସ ଓ ଏନ ଏସ ଏସ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କଲେଜ ରେଡକ୍ରସ ଅଧିକାରୀ ଅଧ୍ୟାପକ ସରୋଜକାନ୍ତ ନାୟକ ଓ ଜାତୀୟ ସେବା ସଂସ୍ଥା ଅଧିକାରୀ ଅଧ୍ୟାପକ ପ୍ରଦ୍ୟୁମ୍ନ ପ୍ରଧାନ ଓ ଏନ ସି ସି ଅଫିସର ଅଧ୍ୟାପିକା ଆର ଏଲ ମଧୁସ୍ମିତା ପରିଡା ଓ ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ପାଟକୁରା […]










