କେନ୍ଦ୍ରାପଡ଼ା, ୧୯ା୧: ଜଣେ ନାବାଳିକା ଅପହରଣ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।  କେନ୍ଦ୍ରାପଡା ଫାଷ୍ଟ୍ରାକ୍ଟ ପୋସ୍କୋ କୋଟର ବିଚାରପତି ତ୍ରିବିକ୍ରମ କେଶରୀ କିନାରା ସାକ୍ଷୀ ଏବଂ ପ୍ରମାଣ ଆଧାରରେ ଅଭିଯୁକ୍ତ ଜିତୁରଞ୍ଜନ ପ୍ରଧାନଙ୍କୁ କୁ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ୨୦୨୧ ମସିହା […]

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କୃଷି ବିଭାଗ ଭିଏଡବ୍ଲୁ ଦିପକ ସାମଲ କଖାରୁଣି ପଂଚାୟତରେ ବିରି ବଂଟନ କରୁଥିଲେ ।  ଓସଙ୍ଗରା ଗ୍ରାମର ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ବିରି ମାଗିବା ସହିତ ଧମକ ଦେଇଥିବା ନେଇ ଭିଏଡବ୍ଲୁ ଥାନାରେ ଅଭିଯୋଗ କରିଥିବା ବେଳେ ବିରି ବଂଟନରେ ଅନିୟମିତତାକୁ ନେଇ ସ୍ୱର ଉଠାଇବାରୁ ଭିଏଡବ୍ଲୁ ସାମଲ ଧମକଦେବା ସହ ଗାଳି ଗୁଲଜ କରିଥିବା ନେଇ ଅକ୍ଷୟ ମଲିକ ଥାନାରେ ଅଭିଯୋଗ କରିଛନ୍ତି […]

ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀବିଜ୍ଞାନ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ତା ୧୮/୮-ପଟ୍ଟାମୁଣ୍ଡାଇ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପ୍ରାଣୀବିଜ୍ଞାନ ପ୍ରକୋଷ୍ଠରେ ଆୟୋଜିତ ଆଲୋଚନାଚକ୍ରରେ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟ ବରିଷ୍ଠ ପ୍ରଧ୍ୟାପିକା ମଞ୍ଜୁଶ୍ରୀ ସ୍ୱାଇଁ ରି୍ସୋର୍ସ ପର୍ସନ ଭାବେ ଯୋଗ ଦେଇ ଟେରାଟୋଜେନେସିସ ଏବଂ ଏହାର କାରଣ ଓ ନିରାକରଣ ଉପରେ ବିଶଦ ଆଲୋଚନା କରିଥିଲେ […]

ପଟ୍ଟାମୁଣ୍ଡାଇ ତା ୧୭/୧-ପଟ୍ଟାମୁଣ୍ଡାଇ କଲେଜରେ ନୂଆ -ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଧାରରେ ନାଟ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ପୌରହିତ୍ୟ ରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ନାଟକର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ । ନୂଆ -ଓ ନୋଡାଲ […]

କେନ୍ଦ୍ରାପଡ଼ା, ୧୮ା୧: ମା’ ସମଲେଶ୍ୱରୀ ମନ୍ଦିରର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ଚଳିତ ଜାନୁଆରୀ ୨୭ ତାରିଖରେ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ କରିବା ନିମନ୍ତେ ଦେଶର ବିଭିନ୍ନ ଶକ୍ତି ପୀଠ ସହ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି । ଏହି କ୍ରମରେ ଆଜି ଏକ ପ୍ରତିନିଧି ଦଳ କେନ୍ଦ୍ରାପଡ଼ା ଗସ୍ତ କରି ମା’ ଗୋଜବାୟାଣୀ ମନ୍ଦିରକୁ ନିମନ୍ତ୍ରଣ ପ୍ରଦାନ କରିଛନ୍ତି […]

କେନ୍ଦ୍ରାପଡା ୧୮/୧- ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସହ ପେନସନ ଦାବିରେ ଓଡିଶା ସାମ୍ବାଦିକ ୟୁନିୟନ ଓୟୁଜେ ଆହ୍ୱାନରେ ତମାମ ରାଜ୍ୟରେ ଆଜି ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ମୁଖ୍ୟ ଦାବୀ ପୂରଣ ପାଇଁ ଦାବୀ କରାଯାଇଛି । ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ୟୁନିୟନ ଓୟୁଜେ ପକ୍ଷରୁ ଦୀର୍ଘ ବର୍ଷ ଧରି ସାମ୍ବାଦିକତାର ସ୍ୱାର୍ଥ ରକ୍ଷା ପାଇଁ ୟୁନିୟନ ଅହରହ ସଂଗ୍ରାମ ଜାରି ରଖିଥିବା ବେଳେ […]

କେନ୍ଦ୍ରାପଡ଼ା, ୧୭ା୧: ଶ୍ରୀ ଜଗନ୍ନାଥ ଓଡିଆ ଅସ୍ମିତାର ପୁଣ୍ୟ ପ୍ରତୀକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜିଲ୍ଲା ସଂସ୍କୃତି ଭବନରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା “କାଞ୍ôଚ କାବେରୀ” ଗୀତିନାଟ୍ୟ ଜିଲ୍ଲା ସଂସ୍କୃତି ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । […]

କେନ୍ଦ୍ରାପଡ଼ା, ୧୭ା୧: ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ଉତ୍ସବ ଆଜି ପୁରୀରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ଉତ୍ସବର ସିଧାପ୍ରସାରଣ ଜିଲ୍ଲାର ପ୍ରତି ବ୍ଲକ ଏବଂ ପୌରାଞ୍ଚଳରେ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ପୌର ପ୍ରଶାସନ ଆନୁକୂଲ୍ୟରେ ସହରସ୍ଥ ଟେଲିକମ୍ ପଡିଆରେ ଏଲ୍‌ଇଡି ଟିଭି ମାଧ୍ୟମରେ ପ୍ରସାରିତ ହୋଇଥିଲା । ସମସ୍ତ ୨୧ଟି ୱାର୍ଡର ଶତାଧିକ […]

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମପଞ୍ଚାୟତର ମା’ମଙ୍ଗଳା ମନ୍ଦିରରେ ବାର୍ଷିକ ଉତ୍ସବ, ଘୃତଯଜ୍ଞ, ନାମସଙ୍କୀର୍ତ୍ତନ, ପ୍ରବଚନ, ଅନ୍ନଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ଯଜ୍ଞର କର୍ତ୍ତୀ ଓ କର୍ତ୍ତା ଭାବେ ପ୍ରଶାନ୍ତ ସ୍ୱାଇଁ ଏବଂ କାବେରୀ ସ୍ୱାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜକ ପ୍ରଶନ୍ନ ନନ୍ଦ, ଗଗନ ଆଚାର୍ଯ୍ୟ, ତ୍ରୈଲୋକ୍ୟନାଥ ନନ୍ଦ, ସୈାମ୍ୟଜିତ ନନ୍ଦ, ଜଗତ ଜୟନନ୍ଦ, ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ଓ ମନ୍ତ୍ରୋଚାରଣ […]

ପୁରୀ ଶ୍ରୀକ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲକ୍ଷ ଲକ୍ଷ ଭକ୍ତ ଠାକୁର ରାଜାଙ୍କ ଗହଣରେ ହରିବୋଲ ହୁଳହୁଳି ମଧ୍ୟରେ ଲୋକାର୍ପିତ କରିଛନ୍ତି । ଏହାର ସିଧା ପ୍ରସାରଣ ପାଇଁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଏକ ଭବ୍ୟ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀକ୍ଷେତ୍ର […]

ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଉତ୍ସବମୁଖର ହୋଇଉଠିଛି ଶ୍ରୀକ୍ଷେତ୍ର । ଚାଲିଛି ତ୍ରି ଦିନାତ୍ମକ ହୋମଯଜ୍ଞ । ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ସମ୍ପୂର୍ଣ୍ଣ ପରିବେଶ । ଚାରି ଦ୍ୱାରରେ ଚାଲିଛି ବେଦପାଠ । ଆସନ୍ତାକାଲି ଯଜ୍ଞର ପୁରୋଧା ଗଜପତି ମହାରାଜ ପୂର୍ଣ୍ଣାହୂତି ଦେବେ । ଏହି ପୂର୍ଣ୍ଣହୂତି କାର୍ଯ୍ୟକ୍ରମ ଓ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ୍‌ଟି ଅଧ୍ୟକ୍ଷ […]

ଗୋଟା ଅଣ୍ଡା ୯ କିନ୍ତୁ ତରକାରି ପାଇଁ ମିଳୁଛି ୬, ଡାଲି ଦର ବାଧୁଛି ବିଗତ କିଛି ଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢି ଚାଲିବା ଡାଲି ଓ ପରିବା ଦର କ୍ରମାଗତ ଭାବରେ ବଢ଼ିଥିବାରୁ ଏହାର ସିଧାସଳଖ ପ୍ରଭାବ ପଡିଛି ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କ ଲାଗି କାର୍ଯ୍ୟକାରୀ କରାଯାଉଥିବା ପୃଷ୍ଟିକର ଖାଦ୍ୟ ପ୍ରଦାନ ଯୋଜନା ପରିଚାଳିତ କରୁଥିବା ଅଙ୍ଗନୱାଡି କେନ୍ଦ୍ର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଭାବ ଓ ଭାଷାର ସମ୍ରାଟ ସୁରେନ୍ଦ୍ର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼ ପ୍ରେମଲତା ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ବିଷୟ ବିଶାରଦ ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ସର୍ବେଶ୍ୱର ସେଣ ଯୋଗ ଦେଇ ବିଷୟ ଭିତ୍ତିକ ଆଲୋଚନା କରିଥିଲେ । ଡ଼ ରାଉତ ସ୍ୱାଗତ ଭାଷଣ ଦେଇ […]

ଜାନୁଆରୀ ୧୭ ତାରିଖ ଓ ଜାନୁଆରୀ ୨୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି, ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି ।   କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ଠିପିଖୋଲା, ଠିପି ବନ୍ଦ, ତାଡି ଓ ଦେଶୀ ମଦ ଦୋକାନଗୁଡିକୁ ଜାନୁଆରୀ ୧୭ ତାରିଖ ଓ ୨୨ ତାରିଖରେ ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି […]

କେନ୍ଦ୍ରାପଡ଼ା ୧୬ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟର ନୂଆ “ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସାରା […]

ଧ୍ରୁବ -ଅନ୍ନପୂର୍ଣ୍ଣା ସେବା ପରିଷଦ ପକ୍ଷରୁ ଦିବଂଗତ କୃଷକନେତା ଧ୍ରୁବ ଚରଣ ସ୍ୱାଇଁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।  ଏହି ଉପଲକ୍ଷେ ଯୁବସ୍ବେଛାସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ଗରା ଠାରେ ଆୟୋଜିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ କିଶୋର ତରାଇ,ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ବିଜେପି ପ୍ରଭାରୀ ସୁନାକାର ପ୍ରଧାନ, ବିଜେପି ଯୁବନେତା ଅଜୟ ବେହେରା, ନଗର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବିଲିକଣା ହାଇସ୍କୁଲ ପଡିଆରେ ରାଜ୍ୟସ୍ତରୀୟ ମହାବୀର କପ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ବଛା ବଛା ୮ଟି ଟିମ ଅଂଶଗ୍ରହଣ କରିଥିଲେ । ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଗରାର ସପନେଶ୍ୱର କ୍ରିକେଟ କ୍ଳବ ଓ ଭୁବନେଶ୍ୱର ଫୁଲନଖରାର ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଇଲେଭେନ ଷ୍ଟାର ଟିମ ସପନେଶ୍ୱର ଟିମକୁ ହରାଇ […]

କେନ୍ଦ୍ରାପଡା, ୧୬ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ଦୁର୍ନୀତିକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ହେଉଛି, ସରକାରୀ ଅର୍ଥ ଆତ୍ମସାତ୍ ଓ ଅନିୟମତାର ଅଭିଯୋଗ ନିୟମିତ ଭାବେ ସାମ୍ନାକୁ ଆସୁଥିବାରୁ ଏହାର ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ବା ସ୍ୱତନ୍ତ୍ର ଏ.ଜି. ଅଡିଟ୍ କରିବା, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ, କଲେଜ କ୍ୟାମ୍ପସ୍ […]

କେନ୍ଦ୍ରାପଡା ୧୫/୧ – ପବିତ୍ର ନବାଙ୍କ ବେଢା ଅବସରରେ ବାରୁଅ ସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀ ଆନୁକୂଲ୍ୟରେ ଦ୍ୱାବିଂଶତମ ନବାଙ୍କ ବେଢା ଭଜନ ଓ ନୃତ୍ୟ ସମାରୋହ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସଂଗୀତ ନେିଦ୍ଦର୍ଶକ ବିମଳ ପ୍ରସାଦ ପରିଡାଙ୍କ କର କମଳରେ ଉଦ୍ଘାଟିତ ହୋଇଯାଇଛି । ମକର ସଙ୍କ୍ରାନ୍ତିର ପୂର୍ବ ଦିନ ସନ୍ଧ୍ୟାରେ ନବାଙ୍କ ବେଢା ଅନୁଷ୍ଠିତ ହୋଇଥାଏ । ଏହି […]

କେନ୍ଦ୍ରାପଡା, ୧୫ା୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କର ୧୬୧ତମ ଜୟନ୍ତୀ ସାହିତ୍ୟ ସଂସଦର ଡ. ବାସୁଦେବ ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ୍ ରିଡିଂ ରୁମ୍ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ସେନାପତି ଥିଲେ ଜଣେ ସଂକ୍ରାନ୍ତୀ ପୁରୁଷ । ତାଙ୍କର ପ୍ରତ୍ୟେକ ରଚନା କାଳଜୟୀ ସୃଷ୍ଟି । ‘ରେବତୀ’ ଗଳ୍ପ ତାଙ୍କ ଓଡିଆ ସାହିତ୍ୟର ପ୍ରଥମ ଗଳ୍ପ […]

କେନ୍ଦ୍ରାପଡ଼ା ୧୫ା୧: କେନ୍ଦ୍ରାପଡାର ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶନ ସଂଗଠନର ଅଷ୍ଟାଦଶ ବାର୍ଷି ବନ୍ଧୁମିଳନ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ ଗରାପୁର ସ୍ଥିତ ଏମ୍‌ପାୱାର ପବ୍ଲିକ ସ୍କୁଲ ପରିସରରେ ସଂଗଠନ ସଭାପତି ବରିଷ୍ଠ ଶିକ୍ଷାବିତ୍ ପୂର୍ଣ୍ଣାନନ୍ଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଉପେନ୍ଦ୍ର କୁମାର କରଙ୍କ ଦ୍ୱାରା ଦେବପୂଜନ ଓ ବେଦ ପାରାୟଣ ସମ୍ପାଦନ ପରେ ମୁଖ୍ୟ ଅତିଥି ଗଣଶିକ୍ଷା ବିଭାଗ ପୂର୍ବତନ ନିର୍ଦ୍ଦେଶକ ଡକ୍ଟର […]

କେନ୍ଦ୍ରାପଡ଼ା ୧୫ା୧: କଷୋଟି ସ୍ଥିତ ହାଡିବନ୍ଧୁ ବିହାର କଲୋନୀରେ ଦ୍ୱିତୀୟ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଦର୍ଶ ସୋସାଇଟିର ସଭାପତି ବ୍ରଜକିଶୋର ସ୍ୱାଇଁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପୋଲିସ ମୁଖ୍ୟାଳୟର ଉପ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ବରିଷ୍ଠ ଆଇନଜୀନୀ ଦୁର୍ଯ୍ୟୋଧନ ରଥ ସମ୍ମାନୀତ ଅତିଥି ଭାବେ ଯୋଗଦେଇ […]

କେନ୍ଦ୍ରାପଡା,୧୫ା୧: ହାତୀ ନେ, ଘୋଡା ନେ, ମୋ ପେଙ୍କାଳି ବଜାଇ ଦେ କହି ନବୀନ ସରକାର ନିରବଛିନ୍ନ ଭାବେ ପଚିଶ ବର୍ଷ କ୍ଷମତାରେ ରହିଥିଲେ ବି କେନ୍ଦ୍ରାପଡା ଜିଲ୍ଲା ବିକାଶରେ ତଳ ଆଡୁ ପ୍ରଥମ । ଜିଲ୍ଲାରେ ରେଳ ସେବା ନାହିଁ, ଶିଳ୍ପ ନାହିଁ, ଶୀତଳ ଭଣ୍ଡାର ନାହିଁ, କୃଷିର ବିକାଶ ନାହିଁ । ଜାତୀୟ ରାଜପଥ ଓ ରେଳ ଧାରଣାରେ ପ୍ରତିଦିନ ଲୋକ ମରୁଛନ୍ତି । ସ୍ୱାସ୍ଥ୍ୟ ସେବା […]

କେନ୍ଦ୍ରାପଡ଼ା ୧୫ା୧: ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ “ମୌସୁମୀ” ଆନୁକୂଲ୍ୟରେ ଶୀତ କବିତା ଆସର ଏବଂ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନନ୍ଦ କିଶୋର ପରିଡ଼ାଙ୍କ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ସଞ୍ଜିବନୀ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି ଆସରରେ କବି ଡ. ଶ୍ରୀଧର ସାମଲ ପୌରହିତ୍ୟ କରିଥିଲାବେଳେ କବି ପ୍ରେମାନନ୍ଦ ଖଣ୍ଡୁଆଳ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବରେ […]