
ପଟ୍ଟାମୁଣ୍ଡାଇ ତା ୫/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଂଚାୟତର ବିଶିଷ୍ଟ ସମାଜସେବୀ କେଶବ ପଣ୍ଡା ଙ୍କ ଏକାଦଶାହ ଅବସରରେ ଜନ୍ମମାଟି କୁନ୍ଦୁପୁର ଠାରେ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀକାନ୍ତ ସ୍ବାଇଁଙ୍କ ପୌରହିତ୍ୟ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ରାଜନଗରବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ଓ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ରାଜନଗର ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର ରାଉତ , ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ବିଜେଡ଼ି ଯୁବନେତା ଦେବାଶିଷ ପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ଵାଳ ,ବରିଷ୍ଠ ବିଜେପି ନେତା ମିଟୁ ମନୋଜ ନାୟକ, ଖଣତା ସରପଞ୍ଚ ଅନିଲ ଲେଙ୍କା,ସମିତିସଭ୍ୟ ସୁରେଶ ଜେନା, ବରିଷ୍ଠ ନେତା ନିମାଇ କର, ବିଶିଷ୍ଟ ରାଜନେତା ସୁବାଷ ଦାସ୍, ଅଧ୍ୟାପକ ଶୁଭକାନ୍ତ ନାୟକ,ପ୍ରାକ୍ତନ ସରପଞ୍ଚ ମିନତୀ ପାତ୍ର,ସାମ୍ବାଦିକ ଭାସ୍କର ରାଉତରାୟ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ସେଠୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ଦୀନବନ୍ଧୁ ପଣ୍ଡା ଯୁବନେତା ବାସୁଦେବ ପ୍ରଧାନ, ଯୁବ ନେତା ସମୀର ପ୍ରଧାନ, ଶିକ୍ଷାବିତ ସୁଶାନ୍ତ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଦିବଂଗତ କେଶବ ପଣ୍ଡାଙ୍କ କର୍ମ ମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ଏହି କାର୍ଯ୍ୟକ୍ରମକୁ କୈଳାଶ ପଣ୍ଡା, ଜୟନ୍ତ ପଣ୍ଡା, ପ୍ରଶାନ୍ତ ପଣ୍ଡା, ସୁଦର୍ଶନ ପଣ୍ଡା, ନୀଳାମ୍ବର ପାଢ଼ୀ ବସନ୍ତ ଦାସ, ସତ୍ୟବ୍ରତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ I ଶେଷରେ ଚନ୍ଦ୍ରଶେଖର ପଣ୍ଡା ଧନ୍ୟବାଦ ଦେଇଥିଲେ I










