ବିଜୁଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ କେନ୍ଦ୍ରାପଡା,୨୬ା୧୨: ଶୃଙ୍ଖଳିତ ଓ ଶସକ୍ତ କରିବା ପାଇଁ ଐକ୍ୟବଦ୍ଧ ଉଦ୍ୟମର ଆବଶ୍ୟ କତା ରହିଛି । ସମସ୍ତ କର୍ମୀ ଏକ ମନ ଏକ ପ୍ରଣରେ ଉଦ୍ୟମ କରିବା ସହ ସଙ୍ଗଠନକୁ ମଦବୁଦ୍ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ । ଏଥିପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ସହିତ ବିଜୁ ଜନତା ଦଳର ନୀତି ଆଦର୍ଶକୁ ବଜାୟ ରଖିବା ଏବଂ […]
Day: 26 December 2025
କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଚତୁବିଂଶ ବାର୍ଷିକ ଉତ୍ସବ ଅନୁଷ୍ଠିତ କେନ୍ଦ୍ରାପଡା,୨୬ା୧୨: କେନ୍ଦ୍ରାପଡା ଜିଲା ସାହିତ୍ୟ ସଂସଦର ଚର୍ତୁବିଂଶ ବାର୍ଷିକ ଉତ୍ସବ କବି କରୁଣା କର ଦାସଙ୍କ ପୈାରାହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବରେ ଓଡିଶା ହାଇକୋର୍ଟ କଟକ ମାନ୍ୟବର ନ୍ୟାୟ ମୂର୍ତ୍ତି ଶଶିକାନ୍ତ ମିଶ୍ର ଯୋଗଦାନ କରି କହିଲେ ସାହିତ୍ୟ ସମାଜକୁ ଆଗେଇ ନେବାର ଶକ୍ତି ଥିବା ବେଳେ ଧ୍ୱଂସ କରିବାର ଶକ୍ତି ବି ଥାଏ […]
ପଟ୍ଟାମୁଣ୍ଡାଇରେ ବିଜେଡି ପ୍ରତିଷ୍ଠା ଦିବସ ପଟ୍ଟାମୁଣ୍ଡାଇ ତା ୨୬/୧୨-ଓଡ଼ିଆ ସ୍ୱାଭିମାନର ପ୍ରତୀକ ପ୍ରବାଦପୁରୁଷ ବିଜୁ ପଟନାୟକଙ୍କ ଆଦର୍ଶରେ ଗଠିତ ବିଜେଡି ଦଳ ନବୀନ ପଟନାୟକଙ୍କ ନେତୃତ୍ୱରେ ଓଡିଶାର ବିକାଶ ପାଇଁ ଲଢେଇ ଜାରି ରଖିବ । କୌଣସି ଅପପ୍ରଚାର ବିଜେଡିର ଗତି ଓ ସ୍ଥିତିକୁ ବଦଳାଇ ପାରିବନାହିଁ । ଜନସାଧାରଣଙ୍କ ସେବା, ଓଡ଼ିଆ ସ୍ୱାଭିମାନ ଓ ଜନତାଙ୍କ ଅଧିକାର ପାଇଁ ସଂଘର୍ଷ କରିବାକୁ ଆଜିର ପ୍ରତିଷ୍ଠା ଦିବସରେ ବିଜେଡି କର୍ମୀମାନେ […]
ପଟ୍ଟାମୁଣ୍ଡାଇ ତା ୨୫/୧୨- କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରୀରାମ ସେନା ପକ୍ଷରୁ ଜିଲ୍ଲା ସଭାପତି ଯୁବନେତା ଶାରଦା ପ୍ରସାଦ ରାଉତଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ୧୦୧ତମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ମେଗା ରକ୍ତଦାନ ଶିବିର ଓ ରାଷ୍ଟ୍ରବାଦ ବିଚାରିତ ଶତାଧିକ କର୍ମକର୍ତ୍ତାଙ୍କୁ ସମ୍ମାନିତ କରାଯାଇଛି । ବାଜପାୟୀ ଜୟନ୍ତୀ ଉପଲକ୍ଷେ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ […]










