ପଟ୍ଟାମୁଣ୍ଡାଇ ୩୦/୧୨- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଜୟହିନ୍ଦ୍ ଉଚ୍ଚବିଦ୍ୟାଳୟ, ଦାଣ୍ଡିସାହିଠାରେ ୧୯୮୦ ମାଟ୍ରିକ ବ୍ୟାଚ୍ ଛାତ୍ର-ଛାତ୍ରୀଙ୍କର ସାଥୀ ମିଳନ ସମାରୋହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅନ୍ୟୁନ ୫୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜନ ହୋଇଥିଲା ଏବଂ ଏଥିରେ ପ୍ରଦୀପ୍ତ ବିଶ୍ୱାଳ, ଭାସ୍କର ମଲ୍ଲିକ, ଗୁରୁଚରଣ ବିଶ୍ୱାଳ, ରଞ୍ଜିତ୍ ସାହୁ ଓ ପ୍ରଦୀପ ମଲ୍ଲିକ ଇତ୍ୟାଦି ଉପସ୍ଥିତ ରହି ସଭାକାର୍ଯ୍ୟ ସୁପରିଚାଳନା […]
Day: 31 December 2025
କେନ୍ଦ୍ରାପଡା ୩୦/୧୨- ଆସନ୍ତା ଜାନୁୟାରୀ ୬ ତାରିଖଠାରୁ ଆରମ୍ଭ ହେବାକୁ ଯାଉଥିବା ୨୩ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳାର ପ୍ରସ୍ତୁତି ବୈଠକ ସହ ଏହାର ଆୟୋଜକ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରସ୍(କେମ୍)ଏକ ବର୍ଷାନ୍ତ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ମୋବାଇଲ୍ ଓ ଡିଜିଟାଲ୍ ମାଧ୍ୟମର ହୋଇଥିଲା। ବହିର ଦୁନିଆ ସହ ସେମାନଙ୍କୁ ନିକଟତର କରିବା ପାଇଁ ଏଥର ଆୟୋଜକ କେମ୍ ପ କ୍ଷରୁ ଦୁଇଟି ଅଭିନବ କାର୍ଯ୍ୟକ୍ରମ ଯୁବସ୍ପନ୍ଦନ ଓ କିଶୋର ସ୍ପନ୍ଦନ […]










