- ଉନ୍ନୟନ ନାଁରେ ବୃକ୍ଷ କ୍ଷୟ , ବିଗିଡୁଛି ଜଳବାୟୁ ବଢୁଛି ତାତି
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୧୦ଟା ବାଜିଲେ ରାସ୍ତାଘାଟ ଶୂନସାନ ହୋଇପଡୁଥିବା ବେଳେ ଗଛ ଛାଇ ମିଳୁନାହିଁ। ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନାଁରେ ଦୈନିକ ବୃକ୍ଷ କ୍ଷୟ ହେଉଥିବାରୁ କ୍ରମଶଃ ଗଛ ସଂଖ୍ୟା କମି ପ୍ରତିକୂଳ ପ୍ରଭାବରେ ଜଳବାୟୁ ବିଗିଡି ତାପମାତ୍ରା ବଢୁଛି। କିଛିବର୍ଷ ପୂର୍ବେ ୩୫ରୁ
- ଶ୍ରୀ ଶ୍ରୀ ଦଧିବାମନଜୀଉ ଙ୍କର ଚନ୍ଦନଯାତ୍ରା ଉଦ୍ଯାପିତ
କେନ୍ଦ୍ରାପଡା୧୧/୫: ଚନ୍ଦନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତମାଳଶାସନ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କର ବାହାର ଚନ୍ଦନଯାତ୍ରା ୧୦/୦୫/୨୦୨୬ ସନ୍ଧ୍ୟା ସମୟରେ ଉଦ୍ଯାପିତ ହୋଇଯାଇଛି । ମ୍ୟାନେଜିଂ ଟ୍ରଷ୍ଟି ଇଂ ଦେବାଶୀଷ ମହାନ୍ତି, ତପନ ଦାସ, ଦୁର୍ଗାଶୀଷ ମହାନ୍ତି, ପ୍ରଶାନ୍ତ ବିଶ୍ୱାଳ, ରମାକାନ୍ତ ମଳିକ ସରପଞ୍ଚ ସମସ୍ତ ସେବାୟତମାନେ ଯୋଗଦାନ କରି ବାହାର ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିଥିଲେ । ୧୧/୦୫/୨୦୨୬ ତାରିଖଠାରୁ ୨୯/୦୫/୨୦୨୬ ତାରିଖ ପର୍ଯ୍ୟନ୍ତ ଶ୍ରୀ ପଭୁଙ୍କର ଭିତର ଚନ୍ଦନଯାତ୍ରା ଅନୁଷ୍ଠିତ ହେବ ।
- ପୁନର୍ବାସ ପକ୍ଷରୁ ‘ମାତୃ ସ୍ୱୀକୃତି ଉତ୍ସବ’ ଅନୁଷ୍ଠିତ
କେନ୍ଦ୍ରାପଡା ୧୧/୫: ପ୍ରତିବର୍ଷ ମେ ୧୦ ତାରିଖକୁ ମାତୃ ଦିବସ ରୂପେ ପାଳନ କରାଯାଇ ଆସୁଥିବାବେଳେ ଏହାକୁ ଭିନ୍ନ ଢଙ୍ଗରେ ପାଳନ କରିଛି ପୁନର୍ବାସ। ଦୀର୍ଘ ଦେଢ଼ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ଥେରାପି ଚିକିତ୍ସା ଓ ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରି ଆସୁଥିବା ଏହି ଅନୁଷ୍ଠାନ ପକ୍ଷରୁ ଏହାକୁ ‘ମାତୃ ସ୍ୱୀକୃତି ଉତ୍ସବ’ ରୂପେ ପାଳନ କରାଯାଇଛି। ସାଧାରଣ ପିଲାଙ୍କ ଅପେକ୍ଷା ସ୍ୱତନ୍ତ୍ର ଶିଶୁମାନଙ୍କ ଲାଳନପାଳନ ଅଧିକ ସ୍ନେହ ଓ ଧୈର୍ଯ୍ୟ ଆବଶ୍ୟକତା ରଖେ।
- ଶିଶୁ ଓ କିଶୋରୀ ସୁରକ୍ଷା ଓ ଅପରାଧ ସଚେତନତା କାର୍ଯ୍ୟକ୍ରମ ଜୁଭେଣ୍ଟିକା
ପଟ୍ଟାମୁଣ୍ଡାଇ ତା ୮/୫-ସମଗ୍ର ଓଡିଶାରେ ମହିଳା କିଶୋରୀ ଶିଶୁ ନିର୍ଯ୍ୟାତନା ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମହିଳା କିଶୋରୀ ଓ ଶିଶୁ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏ ସମ୍ପର୍କରେ ଜନଚେତନା ସୃଷ୍ଟି କରି ମହିଳା କିଶୋରୀ ଶିଶୁ ଅପରାଧ ରୋକିବା ପାଇଁ ୟୁନିସେପ ଓ ଓଡିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଜୁଭେନ୍ତିକା ଆୟୋଜନ କରାଯାଉଛି I ଏଇ ପରିପ୍ରେକ୍ଷୀରେ ୟୁନିସେପ ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପକ୍ଷରୁ ଆଜି
- ପଟ୍ଟାମୁଣ୍ଡାଇ ବିଜେପିର ବିଜୟ ଉତ୍ସବ
ପଟ୍ଟାମୁଣ୍ଡାଇ ତା ୪/୫- ସଦ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟରେ ବିଜେପି ସଫଳତା ହାସଲ କରିବା ସହିତ ବିଶେଷ କରି ପଶ୍ଚିମବଙ୍ଗ ଓ ଆସାମରେ ବୃହତ ବିଜୟ ହାସଲ କରିଛି I ଏଇ ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଜେପି ନେତା ଓ କର୍ମୀମାନେ ବାଜା ବଜାଇ ବାଣ ଫୁଟାଇ ଶୋଭାଯାତ୍ରାରେ ବାହାରି ପଟାମୁଣ୍ଡାଇ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲେ
- ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ପଟ୍ଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ସରକାରୀ ଚାକିରୀରୁ ଆଜି ଅବସର ଗ୍ରହଣ କରିଥିବାରୁ ତାଙ୍କୁ କଲେଜ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ପଟ୍ଟାମୁଣ୍ଡାଇ କଲେଜ ଷ୍ଟାଫ ଆସୋସିଏସନ ସଭାପତି ପ୍ରଫେସର ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ କଲେଜ ପରିସରରେ ଆୟୋଜିତ ସଭାରେ ରାଜନଗର କଲେଜ ଅଧକ୍ଷ ପ୍ରଫେସର ଅମୀୟ କୁମାର ଦାସ ପ୍ରାଧ୍ୟାପକ ଡ଼ ସୁନୀଲ କୁମାର ପ୍ରଧାନ ଡ଼ ଅଞ୍ଜଳି ଦାଶ ପ୍ରାଧ୍ୟାପକ କ୍ୟାପଟେନ ମନୋଜ ପରିଡା
- ସଂଗ୍ରାମୀ ନେତା ସ୍ବର୍ଗତ ରବୀନ୍ଦ୍ର ବେହେରାଙ୍କ ୭୮ତମ ଜୟନ୍ତୀ
ପଟାମୁଣ୍ଡାଇ ତା ୨/୫- ପଟ୍ଟାମୁଣ୍ଡାଇ ମାଟିର ସାଲିସ ବିହୀନ ସଂଗ୍ରାମର ସେ ଥିଲେ ମୁକୁଟ ବିହୀନ ସମ୍ରାଟ। ଛାତ୍ର ଜୀବନରୁ ଶେଷ ଜୀବନ ଯାଏଁ ସମାଜର ତଳ ପାହାଚର ମଣିଷର ହକ ପାଇଁ ନିଜର ସଂଗ୍ରାମ ଜାରି ରଖିବା ସହିତ ପଟ୍ଟାମୁଣ୍ଡାଇର ପ୍ରତିଟି ସ୍ୱାର୍ଥ କୋର୍ଟ ପ୍ରତିଷ୍ଠା ଠାରୁ ବସଷ୍ଟାଣ୍ଡ ପ୍ରତିଷ୍ଠା ଓ ନିର୍ବାଚନମଣ୍ଡଳୀ ଉଛେଦ ପର୍ଯ୍ୟନ୍ତ ସବୁଠି ରବୀନ୍ଦ୍ର ଛାଡି ଯାଇଛନ୍ତି ନିଜ ସଂଗ୍ରାମର ପଦଚି଼ହ୍ନ ବୋଲି ପଟ୍ଟାମୁଣ୍ଡାଇର ବାମପନ୍ଥୀ ନେତା ସ୍ବର୍ଗତଃ ରବୀନ୍ଦ୍ର କୁମାର
- ଦେବୀପ୍ରଜ୍ଞା ଦେ ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର, ୯ଜଣ ପାଇଲେ ଏ୧
ପଟ୍ଟାମୁଣ୍ଡାଇ ତା ୨/୫- ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ହାଇସ୍କୁଲର ୯ଜଣ ଛାତ୍ରଛାତ୍ରୀ ବିଶେଷ ସଫଳତା ହାସଲ କରି ଏ୧ ଗ୍ରେଡ଼ ହାସଲ କରିଛନ୍ତି । ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତଥା ପ୍ରଶାନ୍ତ କୁମାର ଦେ ଓ ଡଲି ଦାସଙ୍କ କନ୍ୟା ଦେବୀପ୍ରଜ୍ଞା ଦେ ସର୍ବୋଚ୍ଚ ୫୫୫ନମ୍ବର ରଖି ପଟ୍ଟାମୁଣ୍ଡାଇ ବ୍ଲକ ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ପଟ୍ଟାମୁଣ୍ଡାଇ
- ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
ପଟ୍ଟାମୁଣ୍ଡାଇ ତା ୨୫/୪- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ୧୦ନଂ ୱାର୍ଡ ମା ତାରିଣୀ ମହିଳା ଆରୋଗ୍ୟ ସମିତି ପକ୍ଷରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇ ଯାଇଛି I ମହିଳା ସମିତି ସମ୍ପାଦକ ଆଶା କର୍ମୀ ସୋଭାଗିନି ମଲିକଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ସେବାଶ୍ରମ ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଜୟଶ୍ରୀ ଦାଶ ସମାଜସେବୀ ମିଟୁ ମନୋଜ ନାୟକ ଓ ଆଡ଼ଭୋକେଟ ଶିଶିର ମଲିକ ଏ ଏନ ଏମ ନିରୁପମା ସାହୁ ଯୋଗ ଦେଇ ସମଗ୍ର ବିଶ୍ୱରୁ ମ୍ୟାଲେରିଆ
- ପଟ୍ଟାମୁଣ୍ଡାଇ ବ୍ଲକରେ ଜାତୀୟ ପଂଚାୟତରାଜ ଦିବସ ପାଳିତ
ପଟ୍ଟାମୁଣ୍ଡାଇ ତା ୨୫/୪-ରାଜ୍ୟ ସରକାରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ବିମଳ ପ୍ରସାଦ ପରିଡାଙ୍କ ସଂଯୋଜନାରେ ଗତକାଲି ସନ୍ଧ୍ୟା ରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ କ୍ଷମତାର ବିକେନ୍ଦ୍ରିକରଣ କରି ଲୋକଙ୍କ ହାତରେ କ୍ଷମତା ସହ ବିକାଶ କାର୍ଯ୍ୟକ୍ରମ ଆଗକୁ ନେବା ପାଇଁ ପଂଚାୟତରାଜ ବ୍ୟବସ୍ଥା କରାଯାଇଛି I ଆଜି ତ୍ରୀସ୍ତରୀୟ ପଂଚାୟତରାଜ ବ୍ୟବସ୍ଥା ୱାର୍ଡ