Day: 10 July 2026

କେନ୍ଦ୍ରାପଡାରେ ୫୩ନମ୍ବର ଜାତୀୟ ରାଜପଥ କାମ ନିମ୍ନମାନର କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲା ଯୁବ ସ୍ୱାଭିମାନ ମଞ୍ଚ

କେନ୍ଦ୍ରାପଡ଼ା,୯ା୭:ଚଣ୍ଡିଖୋଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ୫୩ ନଂ. ଜାତୀୟ ରାଜପଥ କାମ ନିମ୍ନମାନର ହେଉଥିବା ନେଇ କେନ୍ଦ୍ରାପଡ଼ାର ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ମଞ୍ଚ ପକ୍ଷରୁ...