ଜିଲ୍ଲା ବିଜେପି ମହିଳା ମୋର୍ଚା ରିଲିଫ ବଣ୍ଟନ



ଟ୍ଟାମୁଣ୍ଡାଇ ତା ୨୧/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ବିପନ୍ନ ଶ୍ରୀରାମପୁର ପଂଚାୟତରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ମୋର୍ଚା ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି I ଜିଲ୍ଲା ମହିଳା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜ୍ୟୋସ୍ନାରାଣୀ ଜେନାଙ୍କ ନେତୃତ୍ୱରେ ମହିଳା ମୋର୍ଚା କର୍ମୀ ମାନେ ବନ୍ୟାଞ୍ଚଳ ପରିଦର୍ଶନ କରି ରିଲିଫ ବଣ୍ଟନ କରିଥିଲେ I ଏଥିରେ ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ଜିଲ୍ଲା ଉପସଭାପତି ଆଡ଼ଭୋକେଟ ଭାରତ ଭୂଷଣ ଦାସ, ଅମୀୟ ଜେନା,ରଶ୍ମିତା ସାହୁ ମିଟୁ ମନୋଜ ନାୟକ ପରେଶ ସାହୁ ପ୍ରିୟଙ୍କା ଶତପଥୀ ମଧୁସ୍ମିତା ମହାପାତ୍ର,ସନ୍ଧ୍ୟା ମହାନ୍ତି ସୁଷମା ଭୂୟାଁ ତୁଳସୀ ବିଶ୍ୱାଳ ପଙ୍କଜିନୀ ସାମଲ ବନ୍ଦନା ରାଉତରାୟ ମଣ୍ଡଳ ସଭାପତି କାଜଲ ଜେନା ହିମାଂଶୁ କୁଣ୍ଡ ରଶ୍ମି ରଞ୍ଜନ ରାଉତ ଗିରିଜା ଶଙ୍କର ଦାସ ପଙ୍କଜ ଦାସ ପ୍ରମୁଖ ବହୁ ମହିଳା ମୋର୍ଚା ଓ ବିଜେପି କାର୍ଯ୍ୟକର୍ତ୍ତା ଡ଼ଙ୍ଗା ଯୋଗେ ଶ୍ରୀରାମପୁର ପଂଚାୟତକୁ ଯାଇ ବନ୍ୟାବିପନ୍ନ ମାନଂକୁ ରିଲିଫ ବଣ୍ଟନ କରିଥିଲେ I


Be the first to comment

Leave a Reply

Your email address will not be published.