kanika odisha

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ୧୮ଦିନରେ . ଆଜି ଅର୍ଥନୈତିକ ଅବରୋଧ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଚାଲିଥିବା ଗଣଧାରଣା ଆଜି ୧୮ଦିନ...

ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ

କେନ୍ଦ୍ରାପଡ଼ା, ୨୨ା୯: ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହୋଇଯାଇଥିବା...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ଅଭିଯାନ

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନକୁ ସଫଳ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦ୍ରାପଡା ସହର ଓ ଏହାର...

କୃଷି ବିଭାଗ ପକ୍ଷରୁ କ୍ଷେତ୍ରକର୍ମଚାରୀ ତାଲିମ ଶିବିର

ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଆଧୁନିକ ଜ୍ଞାନକୌଶଳ ସହ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଥିବାରୁ କୃଷକ ସାଥୀ ସମେତ କୃଷି ବିଭାଗ...

ମୋଦିଙ୍କ ଜନ୍ମଦିନରେ ଭାଜପା ପକ୍ଷରୁ ସମୂହ ଦୀପଦାନ

ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ନ ଦିନ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ସ୍ଥାନୀୟ ଶ୍ରୀରାମ ମନ୍ଦିର...

ପଟ୍ଟାମୁଣ୍ଡାଇ ଠାରେ ଏସ୍‌ୟୁଜେର ବୈଠକ ଓ କର୍ମକର୍ତା ଚୟନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ରାଜ୍ୟ ସାମ୍ବାଦିକ ୟୁନିୟନ(ଏସୟୁଜେ)ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସାଧାରଣ ବୈଠକ ଓ ବ୍ଲକ ଶାଖାର କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଗୁରୁବାର...

ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ ଉନ୍ମୋଚନ କଲେ ରାଜ୍ୟପାଳ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଗଙ୍ଗାରାମପୁର ହାଇସ୍କୁଲର ଶିକ୍ଷକ ତଥା ସାହିତ୍ୟିକ ପଣ୍ଡିତ ପ୍ରମୋଦ ତ୍ରିପାଠୀଙ୍କ ପୁସ୍ତକ "ପ୍ରଜ୍ଞାଦୂତ "କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ଓ ପାଣ୍ଠି ସଂଗ୍ରହ ଅଭିଯାନ

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପାଇଁ ଜନଚେତନା ସୃଷ୍ଟି କରିବା ଏବଂ ଗଣପାଣ୍ଠି ସଂଗ୍ରହ ଅଭିଯାନ ମେଡିକାଲ କଲେଜ ପ୍ରତିଷ୍ଠା ମିଳିତ କ୍ରିୟାନୁଷ୍ଠାନ କମିଟି...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ୧୭ଦିନରେ,ଆନ୍ଦୋଳନକୁ ନେତୃତ୍ୱ ଦେଲା ରାଜକନିକା ବ୍ଲକ, ଦିନକ ପରେ ମହାସଂଗ୍ରାମ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଚାଲିଥିବା ଗଣଧାରଣା ୧୭ଦିନରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର ଆନ୍ଦୋଳନକାରୀଙ୍କ ଦାବି ପ୍ରତି ସହାନୁଭୂତି ଥିଲେ...

ପଟ୍ଟାମୁଣ୍ଡାଇ ପୌରାଂଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ,ଏନଜିଟି ଫାସରେ ପଡିବାର ସମ୍ଭାବନା

ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ପରିସ୍ଥିତି ସଂଗୀନ ମଶା ଉପଦ୍ରବରେ ସହର ବାସୀ ଅତିଷ୍ଠ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ହେେଉନି         କେନ୍ଦ୍ରାପଡ଼ା...

ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ମହାବନ୍ଧୁମିଳନ ସମାରୋହ

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ବାର୍ଷିକ ମହାବନ୍ଧୁମିଳନ ସମାରୋହ ଗରାପୁରସ୍ଥ କାର୍ଯ୍ୟାଳୟ ପରିସରରେ ସଂଗଠନର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ମନ୍ମଥ କୁମାର ରାୟଙ୍କ...

କେନ୍ଦ୍ରାପଡା ବ୍ଲକ ଓଷ୍ଟାର ପ୍ରତିବାଦ ସଭା

କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଆହ୍ୱାନରେ ଏକ ପ୍ରତିବାଦ ସଭା ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ କର୍ମଚାରୀ, ଅଭିଭାବକ, ଅଭିଭାବିକା, ପରିଚାଳନା କମିଟି ସଦସ୍ୟ/ସଦସ୍ୟାମାନଙ୍କୁ ନେଇ ଭରତପୁର ବାଳିକା ଉଚ୍ଚ...

ପୋଲିସ କବ୍‌ଜାରେ ଡକାୟତ ଗ୍ୟାଙ୍ଗ: ଚୋରୀ ଜିନିଷ ଉଦ୍ଧାର

କେନ୍ଦ୍ରାପଡା ଜିଲ୍ଲା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ବିଭିନ୍ନ ସ୍ଥାନରେ ଚୋରୀ ଓ ଡକାୟତି କରିଥିବା ଜଣାପଡିଛି ।...

ନେତୃତ୍ୱର ବିକାଶରେ କଂଗ୍ରେସର ବିକାଶ : ବାଙ୍କନିଧି ବେହେରା

କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ‘ନେତୃତ୍ୱ ବିକାଶ ମିସନ’ର ଏକ ସମାରୋହ ଏହାର ସଂଯୋଜକ ଅଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆଜି କଜଳା କଂଗ୍ରେସ ଭାବନଠାରେ ଅନୁଷ୍ଠିତ...

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡ଼ା ଭାଜପା କାର୍ଯ୍ୟାଳୟ ନିକଟରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ବିଶିଷ୍ଟ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ପରଲୋକ

କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ, ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନର ଅବିସମ୍ବାଦିତ ନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ, ବଗଡାସ୍ଥିତ ସିଦ୍ଧ ମରିଚାଣୀ ବିଦ୍ୟାପୀଠର ପ୍ରତିଷ୍ଠାତା...

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଓ ଧାରଣାକୁ ବିଜେପି ନେତାଙ୍କ ସମର୍ଥନ

ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ପଟ୍ଟାମୁଣ୍ଡାଇ ବ୍ଳକ ଓ ପୌରଚଂଳର ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଜାରି ରହିଛି ।  ଶହଶହ ଶିକ୍ଷକ ବ୍ଳକ...

କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର କୋର୍ କମିଟ ବୈଠକ

ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଓ ସଂକ୍ରାନ୍ତୀ ଉପଲକ୍ଷେ ସିଦ୍ଧ ଶ୍ରୀ ବଳଦେବଜୀଉଙ୍କ ଝୁଲଣମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ କୋର୍ କମିଟି ବୈଠକ ସ୍ଥାୟୀ...

୧୩ଦିନରେ କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା , ଆନ୍ଦୋଳନକୁ ସମର୍ଥନ ଦେଲା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବିରେ ଆଜକୁ ୧୩ଦିନ ହେଲା କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି...

ପଟ୍ଟାମୁଣ୍ଡାଇରେ ଯାକଯମକରେ ପାଳିତ ହେଲା ବିଶ୍ୱକର୍ମା ପୂଜା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଆରା ଢଙ୍ଗରେ ବିପୁଳ ଆନନ୍ଦ ଉଲ୍ଲାସର ସହିତ ଯାକଯମକରେ ପାଳିତ ହୋଇଯାଇଛି ବିଶ୍ୱକର୍ମା ପୂଜା । ରବିବାର ପ୍ରତ୍ୟୁଷରୁ ବିଶ୍ୱ ସର୍ଜନାର...

ତହସିଲଦାରଙ୍କ ହସ୍ତକ୍ଷେପ ପରେ ଗାଁ ଦାଣ୍ଡ ଜଳ ନିସ୍କାଷନର ବାଟ ଫିଟିଲା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ହରିଜନ ସାହିରେ ଦୀର୍ଘ ଦିନରୁ ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇଛି । ଗାଁ ଦାଣ୍ଡରୁ ବର୍ଷା...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ଚନ୍ଦ୍ରମଉଳି ଶୈବ ପୀଠରେ ଦୀପଦାନ

ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଜୟ କୁମାର ବେହେରାଙ୍କ...

ଆନ୍ଧ୍ରରେ ଆମ୍ବଲାନ୍ସ ଦୁର୍ଘଟଣାରେ ମୃତକଙ୍କ ଶବ ଗାଁରେ ପହଂଚିଲା,

ଶୋକାକୁଳ ପରିବେଶ, ଗୋବିନ୍ଦପୁର ଲୋକାରଣ୍ୟ, ନେତା ଓ ଜନତାଙ୍କ ସୁଅ ଚୁଟିଛି ଭୁବନେଶ୍ୱରରୁ ଆମ୍ବଲାନ୍ସ ଯୋଗେ ଚିକିତ୍ସା ପାଇଁ ବାଙ୍ଗାଲୋର ଯାଇଥିବା ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଓ ଆଳି...