kanika odisha

पूर्व विधायक के निधन पर श्रद्धांजलि सभा

पूर्व विधायक ओर कटक महानगर निगम की पूर्व मेयर स्वर्गीय निवेदिता प्रधान के निधन पर केंन्द्रापड़ा के सान्तसाही स्थित अमर...

ହାଇସ୍କୁଲ ନିକଟ ଆମ୍ବେଦକରଙ୍କ ମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଜେନାଙ୍କ ମୂର୍ତ୍ତୀ ନ ଉଠିଲେ ଗଣଅନଶନ ଚେତାବନୀ

କେନ୍ଦ୍ରାପଡ଼ା, ୧୪ା୮: ଡଃ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ନ ହଟାଯିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ...

କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ

କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ ପୈାରସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଉନସିଲ ବୈଠକରେ କେନ୍ଦ୍ରାପଡା ବିଧାୟକ...

ପୂର୍ବତନ ବିଧାୟିକାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା,୧୪ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସ୍ୱର୍ଗତା ନିବେଦିତା ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଅମର...

ହର୍ ଘର୍ ଏକ ପୌଦ୍ଧା

କେନ୍ଦ୍ରାପଡ଼ା ୧୪ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ‘ହର ଘର ଏକ ପୌଦ୍ଧା’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ଚାରା...

ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ୧୭ନଂ ଜୋନ କଂଟାବଣ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଓ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ...

କେନ୍ଦ୍ରାପଡାରେ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଓ ପ୍ରତିଭା ଅନ୍ୱେଷଣ

କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ସହରସ୍ଥ ପୌରପାଳିକା ଟାଉନ୍‌ହଲ୍‌ଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ଓ ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ପାଳନ...

କେନ୍ଦ୍ରାପଡାରେ କଂଗ୍ରେସର ବିଜୟ ପାଇଁ ନଗର କଂଗ୍ରେସର କର ବା ମର ନିଷ୍ପତ୍ତି

କେନ୍ଦ୍ରାପଡା ୧୩/୮- ଆଜି କେନ୍ଦ୍ରାପଡା ନଗର କଂଗ୍ରେସ କମିଟିର ଏକ ବୈଠକ ନଗର ସଭାପତି ରାଜେଶ ମହାନ୍ତିଙ୍କ ସଭାତିତ୍ୱରେ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।...

ବିଧାୟକଙ୍କ ସହିତ ପଟ୍ଟାମୁଣ୍ଡାଇ ମୋଟର ଚାଳକସଂଘ ଆଲୋଚନା

ପଟ୍ଟାମୁଣ୍ଡାଇ ତା ୧୩.୮-ଓଡିଶା ମୋଟର ଚାଳକ ସଂଘ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ସଂଘର କର୍ମକର୍ତ୍ତାମାନେ ପଟ୍ଟାମୁଣ୍ଡାଇ ନଗର ମହିଳା ବିଜେଡି ସଭାନେତ୍ରୀ କାଉନସିଲର ଲାସ୍ୟମୟୀ ସାହୁ ଓ...

भारी बारिश के कारण बिजली गिरने से 1 की मौत और 1 की हालत गंभीर

खबर है कि आज दोपहर मे पट्टामून्डाइ इलाके में बिजली गिरने से 1 व्यक्ति की मौत हो गई और 1...

ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ , ୧ମୃତ ଓ ୧ଗୁରୁତର

ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ ୧ ମୃତ ୧ ଆହତ ହୋଇଥିବା ଜଣାପଡିଛି । ଗତକିଛି ଦିନ ଧରି ବର୍ଷା ଅଭାବରୁ...

ଜିଲ୍ଲା ସିନିଅର ହ୍ୟାଣ୍ଡବଲ ଦଳର କେଉଁଝର ଯାତ୍ରା

କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡା ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନର ସମ୍ପାଦକ ସେକ ସୈାକତ ଖାନ ଓ ସଭାପତି ଚିନ୍ତାମଣୀ ସାହୁଙ୍କ ନେତୃତ୍ୱରେ କେନ୍ଦ୍ରାପଡା ହ୍ୟାଣ୍ଡବଲ ଦଳ ରାଜ୍ୟ ସିନିଅର...

आदर्श स्कूल में बिजली गिरने से 18 छात्र आहात

केंन्द्रापड़ा जिले के गारदपुर ब्लॉक से 10 किमी दूर, कुदानगरी हाई स्कूल मे अस्थायी रूप से ब्लॉक आदर्श स्कूल चलाता...

ଗରଦପୁର ବ୍ଲକ ଆଦର୍ଶ ବିଦ୍ୟାଳୟରେ ବଜ୍ରପାତ, ୨ ଗୁରୁତର ୧୮ ଛାତ୍ରଛାତ୍ରୀ ଆହାତ

କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କାର୍ଯ୍ୟଳୟ ଠାରୁ ୧୦ କିମି ଦୂରରେ କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା ବ୍ଲକ ଆଦର୍ଶ ବିଦ୍ୟାଳୟ ରେ ଆଜି ଅପରାହ୍ନରେ...

बहू ने सास को सड़क पर बेरहमी से पीटा : पुलिस के हाथ लगा वायरल वीडियो, जांच जारी

कलियुगिया बहू ने सास को सड़क पर बेरहमी से पीटा . औरत इंसानियत की हदें पार करते हुए अपनी बहू...

ଶାଶୁକୁ ଘୋଷାଡ଼ି ଘୋଷାଡ଼ି ମାରିଲା ବୋହୂ, ପୋଲିସ ହାତରେ ଭାଇରାଲ୍ ଭିଡିଓ ,ତଦନ୍ତ ଜାରି

ପଟ୍ଟାମୁଣ୍ଡାଇ ୧୨ା୮-କଳିଯୁଗିଆ ବୋହୂ । ଭୁଲିଗଲା ହିତାହିତ ଜ୍ଞାନ । ଆଉ ଶାଶୁଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତାରେ ନିର୍ଧୁମ ପିଟିଲା । ମାନବିକତାର ସୀମା ଡେଇଁ ବୁଢ଼ୀ...

ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୧୦ା୮: ରାଜ୍ୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ କେନ୍ଦ୍ରାପଡାରୁ ୫ଜଣ ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି । କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମଠାରେ ଚଳିତମାସ ୭ ଓ ୮...

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ

କେନ୍ଦ୍ରାପଡ଼ା,୧୧ା୮ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁସାସନ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ...

ଶିବାନନ୍ଦ ଆଶ୍ରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୧ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା...

ଦିହୁଡିପୁର ସମିତି ସଭ୍ୟା ଉପନିର୍ବାଚନ :ବିଜେଡି ସମର୍ôଥତର ବାଜିମାତ!

ପଟ୍ଟାମୁଣ୍ଡାଇ ୧୧ା୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ପଂଚାୟତର କଂଗ୍ରେସ ସମର୍ôଥତ ସମିତିସଭ୍ୟା ପୁଷ୍ପଲତା ସ୍ୱାଇଁଙ୍କ ଅକାଳ ବିୟୋଗ ପରେ ସମିତିସଭ୍ୟା ପଦବୀ ପାଇଁ ଗତ ୯ ତାରିଖରେ...

दिहुदीपुर समितिसभय उप चुनाब  फलाफल  

पट्टामुंन्डाइ अंतर्गत दिहुदीपुर पंचायत के कांग्रेस समर्थक सभया की मृत्यु के बाद समितसभ्या पद के लिए 9 तारीख को उपचुनाव...

लूट की योजना के दौरान पुलिस ने छापेमारी : 4 लुटेरों गिरफ् मोबाइल समेत स्कूटर जब्त

केंन्द्रापड़ा जिला पट्टामुंन्डाइ मे पिछले कुछ दिनों से पट्टामुंडी इलाके में चोरी और डकैती की वारदातों को अंजाम दे रहे...

ଡକାୟତ କରିବା ଯୋଜନା ବେଳେ ପୋଲିସର ଚଢାଉ , ୪ ଲୁଟେରା ଗିରଫ ମୋବାଇଲ ସହିତ ସ୍କୁଟି ଜବତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି, ରାହାଜାନି ଲୁଟ୍ ଭଳି ଘଟଣା ଘଟାଉଥିବା...