kanika odisha

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମାସିକ ବୈଠକ

କେନ୍ଦ୍ରାପଡ଼ା,୩୦ା୧୧: କେନ୍ଦ୍ରାପଡା ସହରର ଗୋପସ୍ଥିତ ରାମ ମନ୍ଦିର ପରିସରରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ମାସିକ ବୈଠକ ଡଃ ଉପେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି...

ନାକ୍ ପରିବର୍ତ୍ତନ ପାଇଁ କେନ୍ଦ୍ରାପଡା କଲେଜରେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା,୩୦ା୧୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନାକ୍ ମାନ୍ୟତାର ନବୀକରଣ ପାଇଁ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ୍ ବୋଷ୍‌ଙ୍କ ସଭାପତିତ୍ୱରେ ଆଇ.କ୍ୟୁ.ଏ.ସି ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ...

ବିଜ୍ଞାନ ମେଳା ପଦର୍ଶନୀରେ ମହୁମାଛି ଆକ୍ରମଣ , ୨୦ ଆହତ

ପଟ୍ଟାମୁଣ୍ଡାଇ ୨୯/୧୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ କଷଣଅଂଟା ସ୍ଥିତ ପଂଚାୟତ ହାଇସ୍କୁଲ ପଡିଆରେ ହେଉଥିବା ବିଜ୍ଞାନ ମେଳା ପଦର୍ଶନୀରେ ପ୍ରାୟ ୨୦ଜଣ ଛାତ୍ରୀଛାତ୍ର ମହୁମାଛି ଆକ୍ରମଣରେ...

୯ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ , ଅଭିଯୁକ୍ତ ଗିରଫ

ପଟ୍ଟାମୁଣ୍ଡାଇ ୨୯/୧୧ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାକୁ ଜଣେ ୬୫ ବର୍ଷର ବୃଦ୍ଧ ବଳାତ୍କାର କରିଥିବା...

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୨୯ା୧୧: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ...

ବାଲିଆ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଜାଗର ରାଉତଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ଜାଗର ରାଉତଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି...

ବଡ଼ ସ୍ୱପ୍ନ ଦେଖିଲେ ବଡ଼ ହେବା ପାଇଁ ସାହସ ଓ ଉତ୍ସାହ ପାଇପାରିବ ସହିତ ଲକ୍ଷ୍ୟ ସ୍ଥଳରେ ପହଂଚି ପାରିବେ

କଷଣଅଂଟାରେ ବ୍ଲକସ୍ତରୀୟ ଜ୍ଞାନ ବିଜ୍ଞାନ ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପଟ୍ଟାମୁଣ୍ଡାଇ ୨୯/୧୧ କଳ୍ପତରୁ ନାୟକ-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଦୁଇଟି ପର୍ଯ୍ୟାୟରେ...

ନଦୀର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀଙ୍କୁ ବିନାମୂଲ୍ୟରେ ବାଲି ନେବାକୁ ଅନୁମତି ପ୍ରଦାନ କରାଯାଉ- ବା-ମା-ପା ସୁରକ୍ଷା ମଞ୍ଚ

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ଜିଲ୍ଲାରେ ଥିବା ନଦୀବନ୍ଧ ଗୁଡିକର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଅଧିବାସୀମାନଙ୍କୁ ସେହି ନଦୀରେ ଥିବା ବାଲିକୁ ବିନା ମୂଲ୍ୟରେ ନେବାକୁ ଜିଲ୍ଲାପାଳ ଅନୁମତି...

ମେଡିକାଲ କଲେଜ ପ୍ରାପ୍ୟ ଆମର ହକ- ମିଳିତ କ୍ରିୟାନୁଷ୍ଠାନ କମିଟି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଦୀର୍ଘ ମିଆଦି ଆନ୍ଦୋଳନ ପାଇଁ ମହାପ୍ରସ୍ତୁତି

କେନ୍ଦ୍ରାପଡ଼ା, ୨୯ା୧୧: ନାହିଁନାହିଁର ଜିଲ୍ଲା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ ଦାବି ହେଇ ଆସୁଛି। ଏହାକୁ ଏକ ସାମଗ୍ରିକ...

ବାରୋ ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ , ଜିଲ୍ଲାପାଳଙ୍କ ନିର୍ଦେଶରେ ତଦନ୍ତ କରିବେ ସହକାରୀ ନିବନ୍ଧକ

କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବାରୋ ପଂଚାୟତର ପୂର୍ବତନ ସରପଂଚ ଭାଗିରଥୀ...

ଡ଼ିସେମ୍ବର ୧ରେ “ନୂଆ ଜହ୍ନ ଉଇଁଛି’ର ପାଠକାର୍ପଣ

କେନ୍ଦ୍ରାପଡା,୨୮ା୧୧: ସମକାଳୀନ ଉଭୟ ଓଡ଼ିଆ କଥା ଓ କବିତା କ୍ଷେତ୍ରରେ ସ୍ୱକୀୟ ସ୍ୱତନ୍ତ୍ର ପରିଚୟ ସହ ଅସାମାନ୍ୟ ପ୍ରତିଷ୍ଠା ଅର୍ଜନ କରିଥିବା ବିରଜା ରାଉତରାୟଙ୍କ ପଞ୍ଚମ କବିତା...

ଷ୍ଟେଟବ୍ୟାଙ୍କ ପେନସନର୍ସଙ୍କ ସମସ୍ୟା ସମାଧାନ ବୈଠକ

କେନ୍ଦ୍ରାପଡ଼ା,୨୮ା୧୧: ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ବାଣିଜ୍ୟ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ସମ୍ମିଳନୀ କକ୍ଷରେ ଷ୍ଟେଟବ୍ୟାଙ୍କର ପେନସନର୍ସମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ ବୈଠକ...

ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ନେଇ କେନ୍ଦ୍ରାପଡା ଏସଡିପିଓଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା,୨୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ନେଇ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର...

ଦୂର୍ଘଟଣାରେ ମୃତ ନିରାକାର ପରିବାରକୁ ସହାୟତା ଦେଲେ ଅଲ ଓଡିଶା ମେକାନିକ ମହାସଙ୍ଘ

କେନ୍ଦ୍ରାପଡ଼ା,୨୮ା୧୧: ଦୂର୍ଘଟଣାରେ ମୃତ ମେକାନିକ ନିରାକାର ପରିବାରକୁ ସହାୟତାର ହାତ ବଢାଇଛନ୍ତି ଅଲ ଓଡିଶା ମେକାନିକ ମହାସଙ୍ଘ। ଶୋକ ସନ୍ତପ୍ତ ନିରାକାର ପରିବାରକୁ ସମବେଦନା ଜଣାଇବା ସହିତ...

କଷଣଅଣ୍ଟା ହାଇସ୍କୁଲରେ ପ୍ଲାଷ୍ଟିକ ବର୍ଜନ ସଚେତନତା

ପଟ୍ଟାମୁଣ୍ଡାଇ : ୨୭/୧୧ କଳ୍ପତରୁ ନାୟକ-ଭୁବନେଶ୍ୱର ଓଡିଶା ପରିବେଶ ଶିକ୍ଷଣ କେନ୍ଦ୍ର ପକ୍ଷରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟା ହାଇସ୍କୁଲ ଠାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ...

ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ଦିବସ 

ପଟ୍ଟାମୁଣ୍ଡାଇ ତା ୨୭/୧୧ କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ଡ଼ ଭୀମରାଓ ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଇ ଅବସରରେ ବାଇପାସ ଛକ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ- କୃଷକ ଚେତାବନୀ ସମାବେଶ

କେନ୍ଦ୍ରାପଡ଼ା,୨୭ା୧୧: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସମୂହ ଏବଂ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହର ମିଳିତ ମଞ୍ଚ କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ୧୨ ଦଫା...

ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲା , ଆସାମୀକୁ ୧୦ ବର୍ଷ ଜେଲ,

କେନ୍ଦ୍ରାପଡ଼ା,୨୭ା୧୧: ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକସୋ କୋର୍ଟ ଜଜ୍ ଆସାମୀ କାଳନ୍ଦୀ...

ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ

କେନ୍ଦ୍ରାପଡ଼ା,୨୭ା୧୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ କମିଟିର ଏକ ବୈଠକ ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଖଡିଅଙ୍ଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ...

ରକ୍ତଦାନ ଶିବିର ପାଇଁ ବଳଦେବ ସେନାର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୨୭ା୧୧: ବଳଦେବ ସେନା ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ମାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠତ ହୋଇଆସୁଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଳଦେବ...

ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସମସ୍ୟା

ପଟ୍ଟାମୁଣ୍ଡାଇ ପୌରାଂଚଳ ପାଇଁ ଡ୍ରେନେଜ ମାଷ୍ଟର ପ୍ଲାନ ଅନୁମୋଦିତ ବନ୍ଦ ଥିବା ପାଳପାଟଣା-ମାସାହାଣୀ ସେତୁ ନିର୍ମାଣ ପାଇଁ ପଦକ୍ଷେପ ବଡ଼ପଡା-ସାନମୋହନପୁର, ଭୋଇପଡା-ବାଲିପାଟଣା ରାସ୍ତା ମାଳିପୁର-ବଳଭଦ୍ରପୁର-ଛତ୍ରଧାରୀ ପାଟଣା ରାସ୍ତା...

କେନ୍ଦ୍ରାପଡା କଲେଜ ହତାରେ ଅଣଛାତ୍ର ପ୍ରବେଶ, କଲେଜ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ହାତାହାତି

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ର ପ୍ରବେଶ କରି ଜଣେ କଲେଜ ଛାତ୍ରକୁ ଆକ୍ରମଣ କରି କ୍ଷତାକ୍ତ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ...

ବାଲିଆ ବଜାରରେ ବିନା ବାଣ ଓ ଡିଜେରେ କାର୍ତ୍ତିକେଶ୍ୱର ଭଷାଣୀ ଉତ୍ସବ ଶେଷ

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ବଜାରର ସମସ୍ତ କାର୍ତ୍ତିକେଶ୍ୱର ପୂଜା ଓ ଭଷାଣୀ ଉତ୍ସବ ବିନା ବାଣ ଓ ଡିଜେରେ ଶେଷ ହୋଇଛି। ପୈାରହିତ୍ୟରେ ଅନୁଷ୍ଠିତ...

କେନ୍ଦ୍ରାପଡାରେ ସିଟି ହସପିଟାଲ ପ୍ରତିଷ୍ଠା ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନ ଦାବିରେ ଆମ୍ ଆଦମୀ ପାର୍ଟିର ଗଣବିକ୍ଷାଭ

କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ପୈାରାଞ୍ଚଳରେ ସିଟି ହସପିଟାଲ ପ୍ରତିଷ୍ଠା ଦାବିରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି। ଆମ୍ ଆଦମୀ ପାର୍ଟି...