kanika odisha

ଶିକ୍ଷକ ଉମାକାନ୍ତ କରଙ୍କୁ ଶିକ୍ଷା ଉତ୍କର୍ଷ ସମ୍ମାନ-୨୦୨୪

କେନ୍ଦ୍ରାପଡ଼ା, ୬ା୯: ସଂଖ୍ୟାଲଘୁ ଉନ୍ନୟନ ଟ୍ରଷ୍ଟ ଉର୍ଦ୍ଦୁ ପାଠଗାର ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷକ ଦିବସ ପାଳନ ଉପଲକ୍ଷେ ଉର୍ଦ୍ଦୁ ପାଠଗାର ତଥା ଗୋଷ୍ଠିକେନ୍ଦ୍ର...

ଜି ଏସ ଟି ସଚେତନତା କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ୬/୯ -ରାଜ୍ୟ ସରକାରଙ୍କ ନିର୍ଦେଶରେ ବାଣିଜ୍ୟକର ବିଭାଗ ପକ୍ଷରୁ ଏକ ଜି ଏସ ଟି ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପୌର ପରିଷଦ ପ୍ରେକ୍ଷାଳୟ ଗୃହରେ ଅନୁଷ୍ଠିତ...

ବେଆଇନ୍ ଭୃଣହତ୍ୟା ଘଟଣା : ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ୯ ଗିରଫ

କେନ୍ଦ୍ରାପଡ଼ା,୬ା୯: ବେଆଇନ୍ ଭୃଣହତ୍ୟା ଘଟଣାରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏହି ମହିଳାଙ୍କ...

ସମାଜସେବୀ ବିଶ୍ୱନାଥ ଧଳଙ୍କ ୮୦ତମ ଜୟନ୍ତୀ, ମେଧାପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ

ପଟ୍ଟାମୁଣ୍ଡାଇ ୪/୯-ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅର୍ନ୍ତଗତ ଷଣ୍ଢପଲ୍ଲୀ ଗ୍ରାମର ବିଶିଷ୍ଟ ସମାଜସେବୀ ଦିବଗଂତ ବିଶ୍ୱନାଥ ଧଳଙ୍କ ୮୦ତମ ଜନ୍ମଜୟନ୍ତୀ ,...

ବାଇକ ଚୋରୀ ରାକେଟର ୬ଗିରଫ, ୯ ବାଇକ ଓ ୬ଟି ମୋବାଇଲ ଜବତ

କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ବାଇକ ଚୋରୀ ର‌୍ୟାକେଟ୍‌ର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରୀ...

ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଓ ସ୍ୱର ମହ୍ଲାର ମହୋତ୍ସବ ୨୦୨୪ ପାଳିତ

କେନ୍ଦ୍ରାପଡା ୫/୯ - କେନ୍ଦ୍ରାପଡାର ପ୍ରମୁଖ ସଂଗଠନ ମୂର୍ଚ୍ଛନା ଓ ଓଡିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଗୀତ ଗୀତ ଗୋବିନ୍ଦ ସଦନ ଠାରେ ଗତ ବୁଧବାର...

ବୀର ହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ତାଳବଣ” ସୃଷ୍ଟି କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ୫/୯: ନିକିରାଇସ୍ଥିତ ବୀର ହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ତରଫରୁ ଦିବଂଗତ ପ୍ରାକ୍ତନ ଜୀବ ବିଜ୍ଞାନ ବିଭାଗର ଡେମୋନ୍‌ଷ୍ଟ୍ରେଟର୍ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ରାଉତଙ୍କ ସ୍ମୃତି...

ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪

କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ...

ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ନିଆରା ଗୁରୁ ଦିବସ ପାଳିତ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ତା ୫/୯-ନୈତିକ ଆଧ୍ୟାତ୍ମିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ ପାଇଁ ଗୁରୁକୁଳ ପରମ୍ପରାରେ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ପରିସରରେ ଗଢି ଉଠିଥିବା...

ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ଖବରଦାତା ସମ୍ମିଳନୀ

କେନ୍ଦ୍ରାପଡା ୫/୯ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ଖବରଦାତା ସମ୍ମିଳନୀ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଖବରଦାତା...

ବରିଷ୍ଠ ନାଗରିକ ସମନ୍ୱୟ ସମିତି ବୈଠକ : ବରିଷ୍ଠ ନାଗରିକ ସୁରକ୍ଷା ଓ ଅଳପୁଆ ବିକାଶ ଉପରେ ଗୁରୁତ୍ୱ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ବରିଷ୍ଠ ନାଗରିକ ସମନ୍ୱୟ ସମିତି ବୈଠକ ପବିତ୍ର ଗୁରୁ ଦିବସ ଅବସରରେ ତଳାପଡ଼ିଆ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ...

ସୁଭଦ୍ରା ଯୋଜନା ଫର୍ମ ବଂଟନ ଆରମ୍ଭ ; ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ପାଇଁ ଲମ୍ବା -ଲାଇନ୍‌

ପଟ୍ଟାମୁଣ୍ଡାଇ ୪/୯-ସୁଭଦ୍ରା ଯୋଜନା ପାଇଁ ରବିବାରଠାରୁ ଆବେଦନ ପ୍ରକିୟା ଆରମ୍ଭ ହୋଇଛି । ଆବେଦନ ପରେ କେ ୱାଇ ସି ଯାଂଚ କରାଯାଇ ହିତାଧିକାରୀ ତାଲିକା ଚୂଡାନ୍ତ...

ବସୁନ୍ଧରା ଯୋଜନା ଅଧୀନରେ ହୋମଷ୍ଟେଡ୍ ଜମି ବଣ୍ଟନ ନିମନ୍ତେ ଜିଲ୍ଲାସ୍ତରୀୟ ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ତା ୦୪/୦୯/୨୦୨୪ : ଜମି ପରିଚାଳନା ଏବଂ ଅଭାବି ଲୋକଙ୍କୁ ଏହାର ବଣ୍ଟନ ହେଉଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଦୟିତ୍ୱ ।...

ଜେଇ ଠିକାଦାର ମିଲିଭଗତ , କୋମଳମତି ଶିଶୁଙ୍କ ଜୀବନ ବିପଦଶଙ୍କୁଳ

କେନ୍ଦ୍ରାପଡ଼ା,୪ା୯: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତର ଖଇରାବାଦ ଅଙ୍ଗନୱାଡି କେନ୍ଦ୍ରଟି ଏବେ ଭୁତ କୋଠି ପାଲଟିଛି । କାରଣ କିଛିମାସ ତଳେ ସେଠାରେ ଟାଇଲ...

କିଏ ଏହି ରେଭେନ୍ସା, କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ , ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସାଙ୍କୁ ଦାୟୀ କାହିଁକି କରାଯାଏ:

  ଭୁବନେଶ୍ବର ଡ଼.ରଶ୍ମିତା ସେଠୀ: ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକରେ ଅବସ୍ଥିତ । ଏହାକୁ ଥୋମାସ ଏଡୱାଡ ରେଭେନ୍ସା (ଞଷକ୍ଟଜ୍ଞବଗ୍ଦ ଋୟଙ୍ଗବକ୍ସୟ ଜବଙ୍ଖରଦ୍ଭଗ୍ଦଷବଙ୍ଗ) , ୧୮୬୮ ମସିହାରେ ପ୍ରତିଷ୍ଠା...

ରାମନାହାକଡିଆ ଝାଡ଼ବଣ ବିକାଶ ପାଇଁ ଉଚ୍ଚ ପଦାଧିକାରୀଙ୍କୁ ଅନୁରୋଧ

କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ପଂଚାୟତ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରକୃତିପଲ୍ଲୀ ରାମନାହାକଡିଆକୁ ଏକ ପଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଅଂଚଳର ଆର୍ôଥକ ବିକାଶରେ...

ସେପଟମ୍ବର ୫ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

କେନ୍ଦ୍ରାପଡ଼ା, ୩/୯ : ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ତରଫରୁ ପୂର୍ବ ବର୍ଷ ଭଳି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ବ୍ୟବସ୍ଥା...

ଆସନ୍ତା ୧୪ରେ ରାଷ୍ଟ୍ରୀୟ ଲୋକ ଅଦାଲତ

କେନ୍ଦ୍ରାପଡା ୩/୯ ଜନସାଧାରଣଙ୍କୁ ବିନାମୂଲ୍ୟରେ ଆଇନ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ...

ସରକାରୀ ଅର୍ଥ ଆତ୍ମସାତ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରତିଶୃତି , ଧାରଣା ସ୍ଥଗିତ

କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକ ଅନ୍ତର୍ଗତ ସିକୋ ଏବଂ କାଟଣାବଣିଆ ଗ୍ରାମପଞ୍ଚାୟତରେ ମିଥ୍ୟା ବିଲ୍ କରି ସରକାରୀ ଅର୍ଥକୁ ଆତ୍ମସାତ୍ କରାଯାଇଥିବା ଘଟଣାରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ...

ଅଟ୍ରୋସିଟି ମାମଲାରେ ହେଉନି ଯୁଗ୍ମ ତଦନ୍ତ , ଜିଲ୍ଲାପାଳଙ୍କୁ ମୂଳନୀବାସୀ ୟୁନାଇଟେଡ଼ ଫୋରମର ଅଭିଯୋଗ

କେନ୍ଦ୍ରାପଡ଼ା ସମସ୍ତ ଅଟ୍ରୋସିଟି ମାମଲାରେ ତଦନ୍ତ କାରୀ ଅଧିକାରୀଙ୍କ ଅପାରଗ ଯୋଗୁଁ ଗୋଟେ ଗୋଟେ ମାମଲାର ଦୁଇବର୍ଷ ତିନି ବର୍ଷ ମଧ୍ୟରେ  ରୁଜୁ କରାଯାଉ ନାହିଁ ବୋଲି...

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, ୨ା୯ : କେନ୍ଦ୍ରାପଡ଼ା ସଦର ମହକୁମାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ...

ଗୋଷ୍ଠିକେନ୍ଦ୍ର ନିର୍ମାଣରେ ବିଳମ୍ବ ବିଡିଓଙ୍କୁ ଦାବିପତ୍ର

କେନ୍ଦ୍ରାପଡା ପୁରୁଣାବସଷ୍ଟାଣ୍ଡ ସ୍ଥିତ ଡାଇମଣ୍ଡ ଜୁବୁଲି ପାଠାଗାର ଉପରେ ନିର୍ମାଣଧିନ ଗୋଷ୍ଠି କେନ୍ଦ୍ରର ନିର୍ମାଣ ତୁରନ୍ତ ଶେଷ କରିବା ପାଇଁ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ...

ସମୁଦ୍ରରେ ଭାସି ଆସିଲା କଣ୍ଟେନର , ଲୋକେ ବୋହିନେଲ ଖାଦ୍ୟ ସାମଗ୍ରୀ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ଦଙ୍ଗା ପରେ ଅନୁପ୍ରବେଶ ଆଶଙ୍କାରେ ଓଡ଼ିଶା ଉପକୂଳବର୍ତୀ ଅଂଚଳ ଗୁଡ଼ିକରେ ପୋଲିସ ପକ୍ଷରୁ କଡ଼ା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇ ସମୁଦ୍ର...

ଶିକ୍ଷକଙ୍କ ଡେପୁଟେସନକୁ ବିରୋଧ- ସ୍କୁଲ ଗେଟରେ ତାଲା ପାକାଇବା ସହ ଧାରଣାରେ ଗ୍ରାମବାସୀ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ସ୍ଥିତ ପଦ୍ମଲୋଚନ ବିଦ୍ୟାପୀଠରେ ଆବଶ୍ୟକୀୟ ଶିକ୍ଷକ ନଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେସନରେ ପଠାଯିବାକୁ ବିରୋଧ...