kanika odisha

କ୍ରୀଡା ଦିବସ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ : ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର...

କଳିଙ୍ଗ ନବ ଦିଗନ୍ତ ସଂଗଠନ ପକ୍ଷରୁ ବଜ୍ରଘାତରେ ମୃତ ପରିବାରଙ୍କୁ ସହାୟତା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଶିଆ ପଂଚାୟତ ବାସୁଦେବପୁର ଗ୍ରାମର ବିଜୟ ମିଲକ ଚାଷ କାମ କରୁଥିବା ବେଳେ ଗତ ୧୮ ଦିନ ଆକସ୍ମିକ ଭାବେ...

ବିପଦ ସଂକୁଳ ଘରେ ଅଇନପଡା ଆର ଆଇ ଅଫିସ, ପୁନଃରୁଦ୍ଧାର ପାଇଁ ସରପଂଚଙ୍କ ନିବେଦନ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଇନପଡା ଆର ଆଇ ଅଫିସ ଗୃହ ୧୯୬୦ ମସିହାରେ ନିର୍ମାଣ କରାଯାଇଥିଲା । ଏକ ଆଜବେଷ୍ଟସ ଘରେ...

 ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ଫେବର ଦବି ଯାତାୟତରେ ବାଧା ,ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ବର୍ଷାଜଳ ସୁଅ ଛୁଟୁଛି     

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଜଳନିଷ୍କାସନ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ଅସ ରାଏ ବର୍ଷା ହେଲେ ସହର ବିଭିନ୍ନ ସ୍ଥାନରେ ବର୍ଷା ଜଳ ସୁଅ ଛୁଟୁଛି...

ଦିର୍ଘଦିନ ହେଲା ବଡପଡା ସରପଂଚଙ୍କ ଦେହାନ୍ତ , ପଂଚାୟତ ଉପ ନିର୍ବାଚନ ବିଳମ୍ବ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚଙ୍କ ଦିର୍ଘଦିନ ହେବ ଦେହାନ୍ତ ପରେ ମଧ୍ୟ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପଂଚାୟତବାସୀଙ୍କ...

ସରସ୍ବତୀ ଶିଶୁଶିକ୍ଷାମନ୍ଦିରରେ ନନ୍ଦ ଉତ୍ସବ ଓ କୃଷ୍ଣବେଶ ପ୍ରତିଯୋଗିତା

ପଟ୍ଟାମୁଣ୍ଡାଇ ତା ୨୭/୯-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ମଧ୍ୟରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷାମନ୍ଦିରରେ ନନ୍ଦ ଉତ୍ସବ...

ବିଦ୍ୟାଳୟର ସାତୋଟି ଶ୍ରେଣୀରେ ଜଣେ ଶିକ୍ଷକ

କେନ୍ଦ୍ରାପଡା ୨୭/୮: ସରକାର ବିଭିନ୍ନ ଯୋଜନାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଧିକାଂଶ ଯୋଜନା ସଠିକ ଭାବେ ସଫଳ ହେଉନାହିଁ । ତେବେ...

ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ

ପଟ୍ଟାମୁଣ୍ଡାଇ ୨୭/୯-ଓଡିଶାର ବିଶିଷ୍ଟ କଥାକାର ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କାଙ୍କ ଶ୍ରୀକ୍ଷେତ୍ର ମହିମା ଉପରେ ୨୫ତମ ପୁସ୍ତକ ସ୍ୱର୍ଗ ଆଉ କେତେ ଦୂର ପୁସ୍ତକ ଉନ୍ମୋଚିତ ହୋଇଯାଇଛି...

ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

କେନ୍ଦ୍ରାପଡ଼ା, ୨୭ା୮ : ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି...

ସମାଜସେବୀ ଭାବଗ୍ରାହୀ ଧଳଙ୍କ ପରଲୋକ

କେନ୍ଦ୍ରାପଡା,୨୬ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡ଼ା ଗ୍ରାମପଞ୍ଚାୟତର ସୁବଳା ଗ୍ରାମର ସମାଜସେବୀ ଭାବଗ୍ରାହୀ ଧଳଙ୍କର ୮୫ବର୍ଷ ବୟସରେ ତାଙ୍କ ସୁବଳାସ୍ଥିତ ବାସଭବନରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି।...

ମାଆ ପୌର୍ଣମାସୀ ଦୁର୍ଗାଙ୍କ ମୃତ୍ତିକା ଉତ୍ତୋଳନ ଉତ୍ସବ

କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭାଗବତ ପୁର ଗ୍ରାମ ପଞ୍ଚାୟତର ବାଲିଆ ହାଟ ଠାରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ନିମିତ୍ତ ପବିତ୍ର ମୃତ୍ତିକା ଉତ୍ତୋଳନ...

ସାଧନକେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଧନକେନ୍ଦ୍ର ପକ୍ଷରୁ ସାଧନକେନ୍ଦ୍ର ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅଢାଖଣ୍ଡ ମଠସାହି...

ଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

କେନ୍ଦ୍ରାପଡ଼ା,୨୬ା୮:କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ ପ୍ରାଚୀନ ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଛି । ମନ୍ଦିରକୁ ଆଲୋକମାଳାରେ ସଜା ଯାଇଛି।...

ସଦର ଥାନାରେ ମେଗା ରକ୍ତଦାନ ଶିବିର , ୬୬ ୟୁନିଟ ରକ୍ତ ସଂଗ୍ରହ

କେନ୍ଦ୍ରାପଡ଼ା,୨୬ା୮:କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ୬୬...

ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପ୍ରଦର୍ଶିତ ପଥ ଅନୁସରଣ କଲେ ଯେ କେହି ସ୍ଥିତପ୍ରଜ୍ଞ ହୋଇପାରେ : ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପାଳିକା ଅନ୍ତର୍ଗତ ପହରାଜପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ମହାଆଡମ୍ବର ସହ ସୋମବାର ପାଳିତ ହୋଇଯାଇଛି। ଶିଶୁମନ୍ଦିର ପରିଚାଳନା କମିଟି ଉପସଭାପତି...

ମହିୟସୀ ରୁକ୍ମଣୀ ଦେବୀଙ୍କ ନିରଳସ ସେବା ଅବିସ୍ମରଣୀୟ

ପଟ୍ଟାମୁଣ୍ଡାଇ ତା ୨୫/୮-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତରଡ଼ିପାଳ ପଂଚାୟତ ତରଡ଼ିପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ବହୁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସର୍ଗତ ଭିକାରୀ ଚରଣ ବିଶ୍ୱାଳଙ୍କ...

ହୁରାସାହି କୋରୁଆ ରାସ୍ତା ଖାଲଖମାରେ ପୂର୍ଣ୍ଣ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଗୁହାରିକଲେ ଅଞ୍ଚଳବାସୀ

କେନ୍ଦ୍ରାପଡ଼ା,୨୫ା୮: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବଙ୍ଗାଳପୁର ଗ୍ରାମପଞ୍ଚାୟତର ହୁରାସାହି- କୋରୁଆ ଭାୟା ମାହାଳ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଛି। ଫଳରେ ସେହି ରାସ୍ତାଦେଇ ଯିବାଆସିବା...

ଉଦଯୋଗ ଓ ପରିଶ୍ରମ କଲେ ଲକ୍ଷ ପତି ରୁ କୋଟିପତି ଦିଦି ବନି ପାରିବେ : ପଟ୍ଟାମୁଣ୍ଡାଇ ବ୍ଲକରେ ଲକ୍ଷପତି ଦିଦିଙ୍କୁ ମାନପତ୍ର ପ୍ରଦାନ ଉତ୍ସବ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ରବିବାର ୩୧ଟି ପଂଚାୟତରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଯେଉଁ ସଦସ୍ୟାମାନେ ପଂଚାୟତ ଫେଡେରେସନ, ଓ ବ୍ୟାଙ୍କମାନଙ୍କରୁ...

ମା’ଦକ୍ଷୀଣ କାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହିତ

କେନ୍ଦ୍ରାପଡା,୨୫ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଅବସ୍ଥିତ ମା’ ଦକ୍ଷୀଣକାଳୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ମା’ଙ୍କ ମନ୍ଦିର ସନ୍ନିକଟରେ...

କଂଗ୍ରେସର ବନ୍ଧୁମିଳନ କାର୍ଯ୍ୟକ୍ରମ

କେନ୍ଦ୍ରାପଡା,୨୫ା୮ : ବରିଷ୍ଠ କଂଗ୍ରେସ ନେତା ନଳିନୀବିହାରୀ ମହାନ୍ତି, ପ୍ରଫୁଲ୍ଲ ଦାସ, ରମାକାନ୍ତ ଦାସ ଓ ଭାଗିରଥୀ ଜେନା ପ୍ରମୁଖଙ୍କ ଆହ୍ୱାନ କ୍ରମେ କଂଗ୍ରେସ କର୍ମୀମାନଙ୍କର ଏକ...

ବାଇକରେ ସାଇଟମରାକୁ ନେଇ ଦୁଇ ଗୋଷ୍ଠି ଭିତରେ ଗଣ୍ଡଗୋଳ

କେନ୍ଦ୍ରାପଡ଼ା, ୨୫ା୮, କଟକ - ଚାନ୍ଦବାଲି ରାସ୍ତାର ତିନିମୂହାଣୀଛକରୁ ମାରୁତି ଛକ ଯିବା ବେଳେ ଜନୈକ ଯୁବକଙ୍କୁ ୪ ଜଣ ଦୁର୍ବୁତ୍ତବାଇକରେ ଆସି ପ୍ରଥମେ ସାଇଡ୍‌ମାରି ଥିଲେ।...

ନୂତନ ଜିଲ୍ଲାପାଳଙ୍କୁ ଭେଟିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

କେନ୍ଦ୍ରାପଡା,୨୫/୮: କେନ୍ଦ୍ରାପଡା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ନୂତନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପୁଷ୍ପଗୁଚ୍ଛ...

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାରସ୍ତରୀୟ ଆସର

କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ସଂସଦ ମାସାନ୍ତ ରବିବାରସ୍ତରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପବ୍ଲିକ...

ମହିନ୍ଦ୍ର ଓ ମହିନ୍ଦ୍ରା ପକ୍ଷରୁ ପରିବେଶ ସଚେତନତା ଶିବିର

କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ସହର ଡେଷ୍ଟିନେସନ ମଣ୍ଡପରେ ଭାରତର ଏକ ଅଗ୍ରଣୀ ତଥା ପ୍ରମୁଖ ଡିଜେଲ ଜେନେରେଟର ନିର୍ମାଣ ମହିନ୍ଦ୍ର ଓ ମହିନ୍ଦ୍ରା ଓ ସହଯୋଗୀ ୩ଏସ୍ ଡିଲର...