କେନ୍ଦ୍ରାପଡା ପାଲାଗାୟକ ପରିଷଦ ନୂତନ କର୍ମକର୍ତ୍ତାଙ୍କ ଶପଥପାଠ
କେନ୍ଦ୍ରାପଡା,୨୯ା୧: କେନ୍ଦ୍ରାପଡା ଶାଖାର ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ବାର୍ଷିକ ଉତ୍ସବ ରାଣୀପୋଖରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ଭାବେ କର୍ମକର୍ତ୍ତା ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କୁ ବୁଧବାର ତିନିମୁହାଣୀ ରାମମନ୍ଦିରଠାରେ ପାଲାଗାୟକ ପର୍ଶୁରାମ […]
