ରାଜ୍ୟ

ଅଖିଳ ଭାରତ ମହିଳା ସାଂସ୍କୃତିକ ସଗଠନ ପକ୍ଷରୁ ଏସସିବି ଦୁଷ୍କର୍ମ ଘଟଣାକୁ ନିନ୍ଦା

କେନ୍ଦ୍ରାପଡ଼ା, ୧୪ା୮: ବିଜେପି ଶାସନରେ ଦିନକୁ ଦିନ ନୃଶଂସ ଓ ଅମାନବୀୟ ଘଟଣାର ଆଉ ଏକ ନମୂନା,ଏସ୍ ସି ବି ମେଡିକାଲରେ ରୋଗୀଙ୍କୁ ବଳାତ୍କାର ଘଟଣାକୁ ଅଖିଳ...

ଗାଙ୍ଗପଡା ପଞ୍ଚାୟତର ମହିଳା ମହାସଙ୍ଘର ଜମାଖାତା ଅଚଳ , ବିଡିଓଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,୧୪ା୮ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ମହିଳା ମହାସଙ୍ଘର ଦୁଇଟି ଜମାଖାତାକୁ ବିଡିଓ ଅଚଳ କରିଦେବା ପ୍ରତିବାଦରେ ବୁଧବାର ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ...

କେନ୍ଦ୍ରାପଡା ଓରମାସ ପକ୍ଷରୁ ରାକ୍ଷୀ ଷ୍ଟଲ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା,୧୪ା୮: କେନ୍ଦ୍ରାପଡା ଓରମାସ ପକ୍ଷରୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ, ମୁଖ୍ୟ ଶାଖା ସମ୍ମୁଖରେ ହୋଇଥିବା ରାକ୍ଷୀ ଷ୍ଟଲକୁ ବୁଧବାର ଜିଲ୍ଲାପାଳ...

ଯୁବକକୁ ନଦୀକୁ ଠେଲି ଦେଇଥିବା ସନ୍ଦେହ, ଖୋଜୁଛି ଅଗ୍ନିଶମ ବିଭାଗ

କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ପାଖ ଦେଇ ଯାଇଥିବା ବିରୂପା ନଦୀରେ ଜଣେ ଯୁବକଙ୍କୁ କେତେଜଣ ଦୁର୍ବୃତ୍ତ ଠେଲି ଦେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ନଦୀରେ...

କେନ୍ଦ୍ରାପଡା ଜିଲ୍ଲା ସମନ୍ୱୟ ଓ ପରିଚାଳନା କମିଟି ବୈଠକ

କେନ୍ଦ୍ରାପଡ଼ା,୧୩ା୮: କେନ୍ଦ୍ରାପଡ଼ା ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା କମିଟି(ଦିସା) ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ...

ଗୋପବନ୍ଧୁ ପାଠାଗାରର ଶିକ୍ଷାର୍ଥୀମାନଙ୍କ ପକ୍ଷରୁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ଗୋପବନ୍ଧୁ ପାଠାଗାରକୁ ଦୈନିକ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆସୁଥିବା ଶିକ୍ଷାର୍ଥୀମାନେ ଆଜି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଏକ...

ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ନଳକୂପ ପାଇଁ ସାଂସଦଙ୍କୁ ଦାବିପତ୍ର

ଇନ୍ଦୁପୁର ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଏକ ଗଭୀର ନଳକୂପ ଖୋଳାଯିବାକୁ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ...

କେନ୍ଦ୍ରାପଡା କଲେଜକୁ ସରକାରୀ ମାନ୍ୟତା ଦାବି

କେନ୍ଦ୍ରାପଡା,୧୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀମାନେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିକଟରେ ଦାବି କରିଛନ୍ତି। ଛାତ୍ରଛାତ୍ରୀମାନେ...

କେନ୍ଦ୍ରାପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କାଉଡି ଯାତ୍ରା

କେନ୍ଦ୍ରାପଡ଼ା,୧୩ା୮: ଆଜି ଶ୍ରାବଣ ମାସ ଶେଷ ସୋମବାର ଦିନ କେନ୍ଦ୍ରାପଡା ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକା ଶ୍ରେଣୀର ଶିଶୁ ଭାଇଭଉଣୀମାନେ କାଉଡି ଯାତ୍ରାରେ ଯୋଗ ଦେଇଥିଲେ...

ଓଡିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି : ଅଗଷ୍ଟ ୧୬ ଭୁବନେଶ୍ୱର ଚାଲ

କେନ୍ଦ୍ରାପଡ଼ା,୧୩ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି, କେନ୍ଦ୍ରାପଡା ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ପଞ୍ଚାୟତ ହାଇସ୍କୁଲ ବାରିମୂଳଠାରେ ଜିଲ୍ଲା ଓଷ୍ଟା...

ପୁଣି ଲଜ୍ୟା : ୮ ବର୍ଷ ଶିଶୁକନ୍ୟାକୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଂଚଳରେ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ଛାଡିଦେବାକୁ କହି ଚକୋଲେଟ୍ ଲୋଭ ଦେଖାଇ ଜଣେ ୮...

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଲେ ତୃତୀୟ ଶ୍ରେଣୀ ଛାତ୍ର

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ନୋଡାଲ ଉପ୍ରା ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ଜ୍ୟୋତିରଞ୍ଜନ ମହାନ୍ତି ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଥିବା...

କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୩ା୮: ଦେଶ ପାଇଁ ତ୍ୟାଗ କରିଥିବା ସହିଦ୍‌ମାନଙ୍କ ସମ୍ମାନରେ “ଆଜାଦିର ଅମୃତ ମହୋତ୍ସବ” ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଦିବସକୁ...

କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର : ନଦୀକୂଳରେ କୁମ୍ଭୀର ସୁରକ୍ଷା ପ୍ରାଚୀର ନିର୍ମାଣ କରିବାକୁ ଦାବୀ

ବ୍ରାହ୍ମଣୀ ନଦୀରେ ସୋମବାର ଅପରାହ୍ନରେ କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଛି। ପ୍ରାୟ ୬ କିମି ଦୂର ପେଣ୍ଠପାଳ ନିକଟ ବ୍ରାହ୍ମଣୀ...

ଆକ୍ସନ ମୋଡ଼ରେ ପଟ୍ଟାମୁଣ୍ଡାଇ ପୋଲିସ, ୩୦ ୱାରେଂଟି କୋର୍ଟ ଚାଲାଣ

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ କଡାକଡା ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଆଦର୍ଶ ଥାନା ପୋଲିସ ଆକ୍ସନ ମୋଡ଼କୁ ଆସିଯାଇଛି । ବିଶେଷ କରି ବରିଷ୍ଠ...

ଶାନ୍ତି ଅହିଂସା ମାନବ ଧର୍ମ :ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ(ଶ୍ରୀମା)

  କେନ୍ଦ୍ରାପଡ଼ା,୧୨ା୮: ଆଜିକାଲି ସାରା ବିଶ୍ୱରେ ମାନବାଧିକାର ଲୋପ ପାଇବାକୁ ଲାଗିଲାଣି। ହିଂସା ଦ୍ୱେଷର ଲେଲିହାନ ଶିଖାରେ ବିଶ୍ୱର ଅନେକ ରାଷ୍ଟ୍ର ଆଜି ଜର୍ଜରିତ। ଋଷ୍ ଓ...

କିଡନୀ ପିଡିତଙ୍କୁ ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା

କେନ୍ଦ୍ରାପଡା,୧୨ା୮ : ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ, ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଞ୍ଚାୟତର...

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଜିଲ୍ଲା ଶାଖା ପକ୍ଷରୁ ସତ୍ୟାଗ୍ରହ

କେନ୍ଦ୍ରାପଡ଼ା,୧୨ା୮: ଉତ୍ତର ପ୍ରଦେଶର ବାରଣାସୀ ସ୍ଥିତ ସର୍ବୋଦୟ ସାଧନା କେନ୍ଦ୍ରକୁ କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଜୋରଜବରଦସ୍ତ ବୁଲଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇଦେବା...

କେନ୍ଦ୍ରାପଡାରେ ନୂତନ ଜିଲ୍ଲାପାଳଙ୍କ ଯୋଗଦାନ

କେନ୍ଦ୍ରାପଡ଼ା, ୧୨ା୮: କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଯୋଗ ଦେଇଛନ୍ତି । ଆଜି ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା...

ଆର୍‌.ଡି.ସି.ୱାଇ.ଓ.ଆନୁକୂଲ୍ୟରେ ବିଶ୍ୱ ଯୁବ ଦିବସ ପାଳିତ

କେନ୍ଦ୍ରାପଡା ୧୨/୮ - ବାରୋ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ରୁରାଲ୍ ଡେଭ୍‌ଲପ୍‌ମେଂଟ୍ କଲ୍‌ଚ୍‌ରାଲ୍ ୟୁଥ୍ ଅର୍ଗାନାଇଜେସନ୍ ଆନୁକୂଲ୍ୟରେ ଭାବଗ୍ରାହୀ କଳା ନିକେତନର ଚିର ସବୁଜ ଅକ୍ଷୟ...

ବାସନ ମାଜିବା ପାଇଁ ଯାଇଥିବା ମହିଳା ନିଖୋଜ , କୁମ୍ଭୀର ଝାମ୍ପି ନେଇଥିବା ଆଶଙ୍କା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅନ୍ତର୍ଗତ ଅଳପୁଆ ପଂଚାୟତ ଅଳପୁଆଡିଆ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ମଞ୍ଜୁଲତା ଭଞ୍ଜ(୫୦) ବ୍ରାହ୍ମଣୀ ନଦୀକୁ ବାସନ...

ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚିତ

କେନ୍ଦ୍ରାପଡ଼ା,୧୧ା୮:ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କରୁଣାକର...

ଆକସ୍ମିକ ଅଗ୍ନିକାଣ୍ଡରେ ଜଳିଗଲା ବୁଲେଟ

କେନ୍ଦ୍ରାପଡା,୧୧ା୮ : କେନ୍ଦ୍ରାପଡ଼ା ସହରର ବଡହାଟ ସ୍ଥିତ ପୂଜାରିଣୀ ଶାଢୀ ଦୋକାନ ସମ୍ମୁଖରେ ଥିବା ଏକ ବୁଲେଟ ହଠାତ ଜଳି ଉଠିଥିବା ଦେଖାଯାଇଥିଲା। ସ୍ଥାନୀୟ ଦୋକାନୀମାନେ ପାଣି...

ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ ଜିଲ୍ଲା କମିଟି ବୈଠକ : ତୁରନ୍ତ ମାସିକ ପାରିଶ୍ରମିକ ୨ହଜାର ଟଙ୍କା ବୃଦ୍ଧି ଓ ପେନସନ ପାଇଁ ନୂତନ ସରକାରଙ୍କ ନିକଟରେ ଦାବୀ

କେନ୍ଦ୍ରାପଡା,୧୧ା୮ : ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଗୋପ ଠାରେ ସାଥି ସୋହାନା ବେଗମଙ୍କ ସଭାପତିତ୍ୱରେ ସଙ୍ଘର...