ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଚାଷୀ ; ବିହନ ଯୋଗାଇ ଦେବାକୁ ଦାବି

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ୨୨ା୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର…

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ତା୨୨/୬ – ଶ୍ରୀ ଗୁଣ୍ଡିଚା ଦିନ ପୁରୀରେ ନ୍ୟୁଜ ୭ର ପୁରୀ ଜିଲ୍ଲା ପ୍ରତିନିଧି ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ର ଶେଖର ପାତ୍ରଙ୍କୁ ରଥଯାତ୍ରାର କଭରେଜ କରୁଥିବା ବେଳେ ଦୁଇଜଣ ସେବାୟତ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା…

ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ

ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ନିଖୋଜ ହୋଇ ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ ହେଉଛି ବୁଡାଜାହାଜରେ ଥିବା ୫ ଜଣଙ୍କ ଲାଗି ମାତ୍ର ଆଉ ୧ଘଣ୍ଟା ପାଇଁ…

ରାସ୍ତା ପାଇଁ ନାଗପୁରା ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, ତା୨୦/୬ -କେନ୍ଦ୍ରାପଡା ଆର.ଡ.ଡିଭିଜନ ଅନ୍ତର୍ଗତ ନାଗପୁରା ଗ୍ରାମବାସୀମାନେ ଗତବର୍ଷ ଜୁନ୍ ମାସରେ ଆରଡି ରାସ୍ତା ନୂତନ ଭାବେ ତିଆରି ହୋଇଥିଲା । ଏହା ହଜାରିବଗିଚା ଠାରୁ ନିଳିକଣା ଭାୟା- ନାଗପୁରା ପିଚୁ ଏବଂ କଂକ୍ରିଟ୍ ରାସ୍ତା କାମ ସୁଚାରୂ ରୂପେ…

ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ କାଳ ବିଳମ୍ବ ଟି.ଜି. ଶିକ୍ଷକ ସଂଘ ତରଫରୁ ଶିକ୍ଷା ଜିଲ୍ଲା କାର୍ଯ୍ୟାଳୟରେ ଧାରଣା

କେନ୍ଦ୍ରାପଡ଼ା ୨୧ା୬: କେନ୍ଦ୍ରାପଡା ଜିଲ୍ଲାରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତିରେ କାଳ ବିଳମ୍ବ ନୀତି ବିରୁଦ୍ଧରେ କେନ୍ଦ୍ରାପଡା ଜିଲ୍ଲା ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘ ଓ ଶିକ୍ଷକ ସମନ୍ୱୋୟ ସମିତି ତରଫରୁ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ…

ତୁଳସୀ କ୍ଷେତ୍ରରେ ରଥଯାତ୍ରା ଦ୍ୱିତୀୟ ଦିନରେ ବ୍ରହ୍ମ ତାଳଧ୍ୱଜ ରଥ ଗଡିଲା

କେନ୍ଦ୍ରାପଡ଼ା ୨୧/୬- ତୁଳସୀ କ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥ ଗତକାଲି ଟଣାହୋଇନଥିବା ବେଳେ ଆଜି ଗୋଟିଏ ଦିନରେ ମାଉସୀମା ମନ୍ଦିର ପାଖରେ ପହଞ୍ôଚ ଯାଇଛି । ସୌଭାଗ୍ୟ ବସତଃ ବାଟରେ କେଉଁଠାରେ ଅସୁବିଧାର ସମ୍ମୁଖୀନ ହୋଇନାହିଁ । ଗତକାଲି ପରମ୍ପରା ଭାଙ୍ଗିଥିଲା…

କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଯ୍ୟାତୀୟ ୟୋଗ ଦିବସ ପାଳିତ

କେନ୍ଦ୍ରାପଡା-୨୧/୬- କେନ୍ଦ୍ରାପଡା ମାଇଁ ଅଲୁମିନି, କେନ୍ଦ୍ରାପଡା କଲେଜର ଏନସିସି ବିଭାଗ ଓ ଜିଲ୍ଲା ପତଞ୍ଜଳୀ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା କଲେଜ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ପତଞ୍ଜଳି ଜିଲ୍ଲା ପ୍ରଭାରୀ ବିଭୂ ପ୍ରସାଦ ଦାସ ଓ ମେଜର…