କେନ୍ଦ୍ରାପଡାରେ ଇଦ୍‌-ଉଲ-ଜୁହା ପାଳିତ

କେନ୍ଦ୍ରାପଡା,୨୯ା୬- କେନ୍ଦ୍ରାପଡା ଜିଲ୍ଲା ସମେତ ସହରରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟର ପର୍ବ ଇଦ୍‌-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ମସଜିଦ ଓ ଇଦଘା ପଡିଆରେ ସାମୂହିକ ନମାଜ ପ୍ରାର୍ଥନା ସକାଳ…

ବାଇକର ବିକଟାଳ ଶଦ୍ଦରେ କୋକୁଆ ଭୟ

କେନ୍ଦ୍ରାପଡା,୨୯ା୬ – ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରିୟ ଥିବାର ଅନୁଭବ ହେଉନାହିଁ । ସରକାରୀ ସମ୍ପତ୍ତିର ସୁରକ୍ଷା ନାହିଁ । ଜିଲ୍ଲା ଅଧିବାସୀଙ୍କ ସ୍ୱାର୍ଥପ୍ରତି ପ୍ରଶାସନର ନଜର ରହୁନାହି । ପ୍ରଶାସନୀକ ଅଭିଯୋଗ ଜନ ଶୁଣାଣିରେ…

ତୁଳସୀ କ୍ଷେତ୍ରରେ ବାହୁଡା ଯାତ୍ରା ,ଦିତୀୟ ଦିନରେ ବ୍ରହ୍ମତାଳଧ୍ୱଜ ରଥ ସିଂହଦ୍ୱାରରେ ଲାଗିଲା

କେନ୍ଦ୍ରାପଡା,୨୯ା୬ – ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ବାହୁଡାର ୨ୟ ଦିବସରେ ଆରାଧ୍ୟ ଦେବ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ ମନ୍ଦିରର ସିଂହଦ୍ୱାର ନିକଟରେ ପହଁଞ୍ଚିଯାଇଛି । କେନ୍ଦ୍ରାପଡାର ପରମ୍ପରା ଅନୁଯାୟୀ ୨ୟ ଦିନ ରଥ ଟଣା ଦିନ ୩ଟା ସମୟରେ ଆରମ୍ଭ…

ମାତ୍ରାଧିକ ଶଦ୍ଦ କରୁଥିବା ଡିଜେକୁ ଜବତ କଲା ପୋଲିସ

କେନ୍ଦ୍ରାପଡା,୨୯ା୬ – ବିଭିନ୍ନ ଶୋଭାଯାତ୍ରାରେ ୬୫ଡିସେମେଲ ମଧ୍ୟରେ ବାଜା ବଜାଇବା ପାଇଁ ଅନୁମତି ଥିବା ବେଳେ ଅନେକ ସ୍ଥାନରେ ଏହାକୁ ମାନୁନାହାନ୍ତି । ଏପରି ଏକ ଘଟଣାରେ କେନ୍ଦ୍ରାପଡା ସଦରଥାନା ପୋଲିସ ଏକ ଡିଜେ ବାଜାକୁ ଜବତ କରି ଥାନାରେ ରଖିଛି…

ବ୍ରାହ୍ମଣୀ ନଦୀରେ ପୁଣି କୁମ୍ଭୀର ଆତଙ୍କ, ଶୌଚ ବେଳେ ଟାଣି ନେଲା କୁମ୍ଭୀର ,ଏବେ ଯାଏଁ  ପତ୍ତା ମିଳିନାହିଁ ।

କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇ ଥିବା ଖବର ମିଳିଛି।ସକାଳୁ ସକାଳୁ ପାଖ ବ୍ରାହ୍ମଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଛକି ରହିଥିବା କୁମ୍ଭୀର ପାଣି ଭିତରକୁ …