ଓଡ଼ିଶା ମୋଟର ଚାଳକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଓଡ଼ିଶା ମୋଟର ଚାଳକ ସଂଘ ର କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ନଗର ଶାଖା ଉଡାଘାଟନ ଗୋପ ସ୍ଥିତ କମଲ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ…

ବିଭିନ୍ନ ଦାବି ନେଇ ୧୦୮ଆମ୍ବୁଲସନ୍ସ କର୍ମଚାରୀଙ୍କ ଦାବିପତ୍ର

କେନ୍ଦ୍ରାପଡା ଜିଲ୍ଲା ୧୦୮ ଚିକିତ୍ସା ହେଲଥ କେୟାର ଅଧିନରେ ସମସ୍ତ ୧୦୮ଆମ୍ବୁଲାନ୍ସ କର୍ମଚାରୀମାନେ (ଇଏମଟି, ପାଇଲଟ,ଆଟେଣ୍ଡାଣ୍ଟ) ୨୦୧୩ମସିହା ଠାରୁ ନିଷ୍ଠାପୂର୍ଣ୍ଣ ଓ ନିସ୍ୱାର୍ଥପର ଭାବରେ କାମକରୁଛନ୍ତି । ସେମାନେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, କରୋନା ମହାମାରୀ,…

କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ସାଧାରଣ ବୈଠକ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଗୁରୁତ୍ୱ

କେନ୍ଦ୍ରାପଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦିତା ଖଟୁଆ ପୂର୍ବ…

ଅସରାଏ ବର୍ଷାରେ ବେହାଲ ପଟ୍ଟାମୁଣ୍ଡାଇ ସହର: ରାସ୍ତା ଉପରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାତାୟତରେ ବାଧାସୃଷ୍ଠି କରୁଛି । ଗତ କାଲି ଓ ଆଜି ଘଂଟାଏ ଧରି ବର୍ଷା ହେବା ପରେ ସହରରେ ଏଭଳି ଜଳବନ୍ଦୀ ସ୍ଥିତି…

ମୌସୁମୀ ଲୁଚକାଳି ଖେଳ,କେନାଲରେ ପାଣି ନାହିଁ ଗଜା ମରୁଡ଼ି ଆଶଙ୍କା, ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଦାବି

କେନ୍ଦ୍ରାପଡ଼ା ୫ା୭-:ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟକେନାଲ ସହିତ ଶାଖା କେନାଲ ଶୁଖିଲା ପଡିଛି  । ପ୍ରତିଦିନ ଆକାଶରେ କଳାବାଦଲ ଢ଼ାଙ୍କୁଥିଲେବି ଭଲ କରି ବର୍ଷା ହେଉନାହିଁ । ଫଳରେ କେନ୍ଦ୍ରପଡା ଜିଲ୍ଲାର ଭାତ ହାଣ୍ଡି…

ବଜ୍ରପାତ ରଚିଲା ତାଣ୍ଡବ

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ୍‌ର ଅମିରାବାଦ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ବଜ୍ରପାତ ରଚିଲା ତାଣ୍ଡବ । ଏକ କାଳୀନ ପଡିଲା ୪ଟି ନଡିଆ ଗଛ ଉପରେ ଜଳିଲା ହୁତୁ ହୁତୁ ହୋଇ ନିଆଁ । ତଳେ…

କେନ୍ଦ୍ରାପଡା ପୁର୍ତ୍ତ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲି, ବିକାଶ ଅଧାବାଟରେ

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପଦବୀରେ କର୍ମଚାରୀ ନ ଥିବାରୁ କାର୍ଯରେ ବାଧା ଦେଖାଦେଇଛି । ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀମାନଙ୍କୁ ଏକାଧିକ ଦାୟିତ୍ତ୍ୱ ଦିଆଯାଇଥିବାରୁ ସଠିକ ଭାବେ କାର୍ଯ୍ୟର ତଦାରଖ କରାଯାଇପାରୁନାହିଁ ।…

କେନ୍ଦ୍ରାପଡା ଜିଲ୍ଲାର ଗୌରବ ,ଭାରତୀୟ ଭଲିବଲ୍ ଦଳରେ ମହମ୍ମଦ ରାଜା ସାମିଲ

କେନ୍ଦ୍ରାପଡ଼ା ୪ା୭: ଏକୋଇଶି ବର୍ଷରୁ କମ ଭାରତୀୟ ଭଲିବଲ ଦଳରେ ଓଡିଶାର କେନ୍ଦ୍ରାପଡା ସହରସ୍ଥ ରଣପଡା ଗ୍ରାମର ମହମ୍ମଦ ରାଜା ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଆନ୍ତର୍ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ବାହାରିନ…