କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି । ନିଶାଗ୍ରସ୍ତ ସ୍ୱାମୀ ତାର ପତ୍ନୀକୁ ପିଟି ମାରିବା ପରେ ଘଟଣାକୁ ଆତ୍ମହତ୍ୟା ରୁପ ଦେବା ପାଇଁ ଘର ଭିତରେ ଶବରେ ନିଆଁ ଲଗାଇ ପୋଡି ଅର୍ଦ୍ଧଦଗ୍ଧ କରିଛି । ଖବର ପାଇଁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଁଞ୍ଚି ସ୍ୱାମୀ ବିଧାନ ରାୟକୁ ଅଟକ ରଖିବା ସହ […]
Day: 19 July 2023
ଗଣତାନ୍ତ୍ରିକ ଓ ପ୍ରଜାମଙ୍ଗଳ ଶାସନ ବ୍ୟବସ୍ଥାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁମୁଖୀ ପଦକ୍ଷେପ ଗ୍ରହଣ କରାଯାଉଛି । ଆମ ଦେଶ ଭାରତରେ ମଧ୍ୟ ଏଥିପାଇଁ ଜୋରସୋରରେ ଉଦ୍ୟମ ଚାଲିଛି । ଦାରିଦ୍ର୍ୟ ଏକ ସ୍ଥିତି ଓ ପକ୍ରିୟା ଏବଂ ଏହାର କାରଣ ଅନେକ । ଅଧିକ ଜନସଂଖ୍ୟା ଏବଂ କମ୍ ସମ୍ବଳ ଉତ୍ସ ରହିଲେ ଦାରିଦ୍ର୍ୟ ଉତ୍କଟ ହୁଏ । କାରଣ ଲୋକେ ରୋଜଗାର ପାଆନ୍ତି ନାହିଁ କିମ୍ବା ଉତ୍ପାଦନର […]
ସଂସ୍କୃତରେ ଏକ ବାକ୍ୟ ଅଛି ‘ବୃକ୍ଷଃ ରକ୍ଷତି ରକ୍ଷିତମ୍’ । ବୃକ୍ଷକୁ ଆମେ ରକ୍ଷା କଲେ ବୃକ୍ଷ ଆମ ଜୀବନ ରକ୍ଷା କରିଥାଏ । ସୃଷ୍ଟିର ପ୍ରାରମ୍ଭ କାଳରୁ ଉଦ୍ଭିଦ ଓ ପ୍ରାଣୀ ଓତପ୍ରୋତ ଭାବେ ଜଡିତ । ପ୍ରକୃତି ଆମର ବନ୍ଧୁ ଓ ଜଙ୍ଗଲ ଆମର ଜୀବନ ନାଟିକା ଏପରି ଭାଷଣବାଜି ଦେବାର ସମୟ ଆଜି ନାହିଁ । ମନୁଷ୍ୟର ଜୀବନ ଧାରଣ ନିମନ୍ତେ ଶ୍ୱାସପ୍ରଶ୍ୱାସ ପ୍ରକ୍ରିୟା ଏକ […]
ବେଙ୍ଗାଲୁରୁ,୧୮ା୭: ବିରୋଧୀ ଦଳଙ୍କ ବେଙ୍ଗାଲୁରୁରେ ଜାରି ବୈଠକରେ ସେମାନଙ୍କ ମେଣ୍ଟ ପୂର୍ବରୁ ୟୁପିଏ ନାମରେ ଜଣାଯାଉଥିଲା । ଏବେ ସମସ୍ତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ବାହାରର ରାସ୍ତା ଦେଖାଇ ଦେଇଛି । ଖଡଗେ କହିଛନ୍ତି ଯେ ଏବେ ବିଜେପି ଅଧ୍ୟକ୍ଷ ପୁରୁଣା ମେଣ୍ଟ ସହଯୋଗୀଙ୍କୁ ଏକଜୁଟ କରିବା ପାଇଁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଦଉଡୁଛନ୍ତି । ଏଠାରେ ଯେଉଁ ଏକତା ଦେଖାଯାଉଛି ତାହା ଏବେ ସେମାନଙ୍କ ଭୟର […]










