कटक जगतपुर से केंद्रापड़ा पट्टामुंन्डाइ के अलवा और गंडाकिया तक पट्टामुंन्डाइ नहर को खतरा है। पट्टामुंन्डाइ शुकुआ साही से कखारुनी सेतु तक, नई बाईपास सड़क के निर्माण में इस्तेमाल की गई कलामिटी से नहर का तल दफन होरहा है। परिणामस्वरूप, नहर की जल वहन क्षमता कम हो जाती है और […]

                ପଡୁଛି ପଙ୍କୁଆମାଟି                 ଦୋହରା ଖସି ଶଯ୍ୟା ପୋତିହେଉଛି                 ଜଳସେଚନରେ ବାଧା ଅଶଙ୍କା କଟକ ଜଗତପୁର ଠାରୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଅଳଭା ଓ ଗଣ୍ଡାକିଆ ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ଶୁକୁଆ ସାହି ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମର୍ାଣ କାର୍ଯ୍ୟରେ ବ୍ୟବହାର ପଙ୍କୁଆ ମାଟି ବୋହି କେନାଲ ଶଯ୍ୟା ପୋତି ହୋଇପଡୁଛି । […]