ओडिशा का दूसरी सबसे बड़ी नदी ब्राह्मणीमें पहली बाड आ गई है। केंन्द्रापड़ा जिले पट्टामुंन्डाइ थोयाक्षेत्र मे गुरुवार की रात बाड़ से पानी खतरे के निशान से ऊपर बह रहा हे । वहीं सुबह १० बजे तक बाड़का पानी स्थिर रहा। पट्टामुंन्डाइ ब्लॉक के अन्धरा, अमृतमनोही, बलुरिया, पेंन्ठपाल, तरडीपाल, अलपुआ, […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର  ହଂସୁଆ ନଦୀର କୂଳରୁ ଶନିବାର ଦିନ ଅତଡା ଧସିବା ଆରମ୍ଭ ହୋଇଥିଲା । ରବିବାର ମଧ୍ୟାହ୍ନରେ ପ୍ରାୟ ୧୫୦ପୂଟରୁ ଉର୍ଦ୍ଧ୍ୱ ବଡ ଅତଡା ଧସିବା ଫଳରେ ନଦୀଧାରକୁ ଚାଲି ଆସିଛି । ସୋମବାର, ମଙ୍ଗଳବାର ଓ ବୁଧବାର ଦିନ ମଧ୍ୟ ଅତଡା ଖସୁଥିଲା । ନଦୀ ଜଳର ପ୍ରଖର ସ୍ରୋତ କାରଣରୁ ତଳ ମାଟି ଧୋଇ ହୋଇଯିବାରୁ ଅତଡା ଧସିବାରେ ଲାଗିଛି । ଯାହାଫଳରେ […]