ଡକାୟତ କରିବା ଯୋଜନା ବେଳେ ପୋଲିସର ଚଢାଉ , ୪ ଲୁଟେରା ଗିରଫ ମୋବାଇଲ ସହିତ ସ୍କୁଟି ଜବତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଚଳ ପୋଲିସକୁ ଏକ ସଫଳତା ମିଳିଛି । ଗତ କିଛିଦିନ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚୋରି, ରାହାଜାନି ଲୁଟ୍ ଭଳି ଘଟଣା ଘଟାଉଥିବା ଏକ ଡକାୟତ ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନେହେଲେ…

ତପସ୍ୱିନୀ ନାୟକଙ୍କୁ ଚିତ୍ରଶିଳ୍ପୀ ଗୌରବରେ ସମ୍ବର୍ଦ୍ଧିତ

କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ଚିତ୍ରକଳା ମହୋତ୍ସବ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯଇଅଛି । ନୃତ୍ୟପ୍ରୀୟ ତପସ୍ୱିନୀ ନାୟକ ଉଦଘାଟନ ମଞ୍ଚରେ ମଦନ “ମୋହନ ଅଷ୍ଟକମ୍‌” ଓଡ଼ିଶୀ ଚିତ୍ତାକର୍ଷକ…

ଅନ୍ନପୂର୍ଣ୍ଣା ୟୁଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଓ ବୈଠକ

କେନ୍ଦ୍ରାପଡାର ସହରର ଚାଟରାପାଟଣା ସ୍ଥିତ ଅନ୍ନପୂର୍ଣ୍ଣା ୟୁଥ କ୍ଲବର ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ସଭାପତି ଭାବରେ ନିରଞ୍ଜନ ସାହୁ(ପିନୁ), ଉପସଭାପତି ଭାବରେ ବିଶ୍ୱଜିତ ରାଉତ(ବାବୁ), ସମ୍ପାଦକ ଭାବରେ ଇନ୍ଦ୍ରଜିତ ରାଉତ(ଦିଲୁ), ସହ ସମ୍ପଦକ ଭାବରେ ଜଗନ୍ନାଥ ଦାସ(ମୁନା) ଓ…