कोरापुट जिले के जयपुर में फाइनेंस की किस्ती नहीं चुकाने पर एक युवक की हत्या कर दी गई है। इलाज के दौरान उनकी मौत हो गई. इससे आम जनता में हंगामा मच गया है. मृतक की पहचान जयपुर वेटनरी कॉलोनी के बिपिन बहादुर (42) । सूचना मिलने के बाद पुलिस […]
Day: 15 August 2023
केंन्द्रापड़ा : केंद्रपाड़ा स्वायसासित महाविद्यालय पंजीकृत निकाय के लिए एन.सी.सी. ल्यूमिनी एसोसिएशन ने ‘हर घर एक पौधा’ के तहत एक स्वैच्छिक चारा वितरण कार्यक्रम स्थापित किया गया है। हर साल की तरह इस साल भी माईं एन.सी.सी. अलम्युनि एसोसिएशन ने ‘हर घर एक पौधा’ लगाने का शुरू किया गया हे […]
पूर्व विधायक ओर कटक महानगर निगम की पूर्व मेयर स्वर्गीय निवेदिता प्रधान के निधन पर केंन्द्रापड़ा के सान्तसाही स्थित अमर भवन में श्रद्धांजलि सभा आयोजित की गयी है. वरिष्ठ भाजपा अध्यक्ष वकील वैद्यनाथ चटर्जी की अध्यक्षता में आयोजित श्रद्धांजलि सभा में पत्रकार सच्चिदानंद बेहरा, वरिष्ठ भाजपा कार्यकर्ता नरसिंह प्रसाद पति, […]
କେନ୍ଦ୍ରାପଡ଼ା, ୧୪ା୮: ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ନ ହଟାଯିବାରୁ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ କମିଟି ସମ୍ପାଦକ ସୁଧୀର କୁମାର ମଲ୍ଲିକଙ୍କ ନେତୃତ୍ୱରେ କେନ୍ଦ୍ରାପଡାର ବହୁ ବୁଦ୍ଧିଜୀବୀ, ଆଇନଜିବୀ ଓ ଆମ୍ବେଦକର ପ୍ରେମୀମାନେ ଏହି ଦାବିପତ୍ର ପ୍ରଦାନ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ ଆନନ୍ଦ ଚନ୍ଦ୍ର […]
କେନ୍ଦ୍ରାପଡା ପୈାର ପରିଷଦର ସାଧାରଣ ବୈଠକ ପୈାରସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ପୈାରାଧ୍ୟକ୍ଷା ସରିତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାଉନସିଲ ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗଦେଇ ନୂତନ ଭାବେ ଯୋଗଦେଇଥିବା ପୋର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ଶୁଭେଛା ଜଣାଇଥିଲେ । ପୈାରନିର୍ବାହୀ ଅଧିକାରୀ ଶ୍ରୀ ବିଶା୍ୱଳ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପ୍ରଥମେ ଗତ ବୈଠକର ପ୍ରସ୍ତାବ ଗୁଡିକୁ […]
କେନ୍ଦ୍ରାପଡ଼ା,୧୪ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସ୍ୱର୍ଗତା ନିବେଦିତା ପ୍ରଧାନଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା କେନ୍ଦ୍ରାପଡା ସହରର ସାନ୍ତସାହିସ୍ଥିତ ଅମର ଭବନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଜେପି ନେତା ତଥା ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀଙ୍କସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ନୃସିଂହ ପ୍ରସାଦ ପତ୍ରୀ, ଶିଶୁ ମନ୍ଦିରର ସମ୍ପାଦକ ହିମାଂଶୁଶେଖର ଦାଶ, ଆଇନିଜୀବୀ ଫକିର […]
କେନ୍ଦ୍ରାପଡ଼ା ୧୪ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ୍.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ‘ହର ଘର ଏକ ପୌଦ୍ଧା’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଇଁ ଏନ୍.ସି.ସି. ଅ।ଲୁମିନି ଆସୋସିଏସନ ‘ହର ଘର ଏକ ପୌଦ୍ଧା’ ଲଗାଇବା ପାଇଁ ଯେଉଁ ଅଭିନବ ପ୍ରୟାସ ଆରମ୍ଭ କରିଥିଲା ତାହା ଅ।।ଜି କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ […]










