କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ପାଖ ଏକ ପାନ ଦୋକାନ ଆଗରୁ ବାଇକ ଚୋରି କରିବା ସମୟରେ ସ୍ଥାନୀୟ ଲୋକେ ଚୋରକୁ ଧରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଯୁବକ ଜଣକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୁଚନାନୁଯାଇ ପଟ୍ଟାମୁଣ୍ଡାଇ ପୁରୁଣା ମାର୍କେଟ କମ୍ପେ୍କ୍ସ ପାଖ ଏକ ପାନଦୋକାନ ପାଖରୁ ବୁଧବାର ସଂନ୍ଧ୍ୟା ସାଢେ ୮ ଟା ବେଳେ ୩ […]
Day: 16 August 2023
ରାଜ୍ୟ ରାଜନୀତିରେ କିଛିଦିନ ହେବ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଆଉ ଏକ ଚର୍ଚ୍ଚା ମଧ୍ୟ ଆଲୋଚନା ହେଉଛି । ନିକଟରେ ଓଡିଶା ଗସ୍ତରେ ଆସିଥିବା ଏକାଧିକ ନ୍ଦେନ୍ଦ୍ରମନ୍ତ୍ରୀ ଏହି ମେଣ୍ଟ ହେବା ନେଇ ଚାଲିଥିବା ଚର୍ଚ୍ଚାକୁ ବାରମ୍ବାର ଖଣ୍ଡନ କରୁଥିଲେ ସୁଦ୍ଧା ଏଭଳି ଆଲୋଚନା ବନ୍ଦ ହେଉନାହିଁ। ତେବେ ଏହି ଦୁଇଟି ଯାକ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଏମଏନ ହାଇ ସ୍କୁଲ ପଡିଆ ଠାରେ ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ଜାତୀୟ ପତାକା ଉତେ³ାଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ବିଧାୟକ […]










