କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବିବାହ କରାଇଲା ଜଣେ ଦୃଷ୍ଟି ବାଧିତଙ୍କୁ ଜଣେ ଦୃଷ୍ଟିଶକ୍ତି ଥିବା ଝିଅ ସହ କେନ୍ଦ୍ରାପଡା ୨୧/୮- ସାଧାରଣତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ କେହି ସହଜରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏଥିରେ ପରିବର୍ତନ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଧାରଣ ବ୍ୟକ୍ତି ବିବାହକଲେ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରିବା ଯୋଜନା ଏହା ୨୦୧୪ ମସିହାରୁ […]
Day: 21 August 2023
ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଅଣ୍ଢରା ଗ୍ରାମରେ । ମୃତକଙ୍କ ହେଲେ କୀର୍ତନ ମଲ୍ଲିକଙ୍କ ପତ୍ନୀ ଜାନକୀ ମଲ୍ଲିକ । ଗତ ରବିବାର ସନ୍ଧ୍ୟାରେ ପାଖ ପଡୋଶୀ ଘରୁ ଫେରିବା ସମୟରେ ପିଣ୍ଡା ମୂଳରେ ଛକିଥିବା ବିଷଧର ସାପଟି କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ । […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି । ଚଳିତ ଖରିଫ ଋତୁରେ ବ୍ଲକର ୩୧ ପଂଚାୟତରେ ୧୧,୩୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେଉଛି । ସେଥିମଧ୍ୟରୁ ଏ ଯାବତ ୬ ହଜାର ହେକ୍ଟର ଜମିରେ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ନଦୀନାଳରେ କୁମ୍ଭୀର ଉପଦ୍ରବ ଯୋଗୁଁ ନିରୀହ ଲୋକଙ୍କ ଜୀବନ ଚାଲି ଯାଉଛି । ନଦୀକୂଳିଆ ଗାଁଗୁଡିକର ଲୋକମାନେ ନଦୀରେ ବ୍ୟବହାର କରିବା ପାଇଁ ବନବିଭାଗ ପକ୍ଷରୁ ଗାଧୁଆତୁଠର ସୁରକ୍ଷା ବାଡଗୁଡିକ ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ ହୋଇଆସୁଥିଲା । ଏହାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ କୁମ୍ଭୀର ଆକ୍ରମଣରେ ନଦୀକୂଳିଆ ଗାଁଗୁଡିକର ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ମୁଖ୍ୟ ବନସଂରକ୍ଷକ ଓଡିଶାର ଏସ […]
ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି । […]
କେନ୍ଦ୍ରାପଡ଼ା ପୂର୍ବତନ ସୈନିକ ସଂଘ ତରପରୁ ପୂର୍ବତନ ସୈନିକ ମାନେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଦୀପ ପ୍ରଜ୍ୱଳନ କରି ଲଦାଖ ଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ ଜଣ ସହୀଦ ଯବାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯବାନଙ୍କ ପାଇଁ ଆସୁ ଆରୋଗ୍ୟ କାମନା କରାଯାଇଥିଲା । ସହୀଦ ପରିବାର ସଦସ୍ୟ ମାନଙ୍କୁ ଏହି ଦୁଖଦଃ ସମୟରେ ପରିବାରଙ୍କୁ […]










