କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ବିଭିନ୍ନ ଦାବିପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରିଷଦର ସଭାପତି ସୁବ୍ରତ କୁମାର ରାଉତଙ୍କ ନେତୃତ୍ୱରେ କଳାକାରମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ୨୦୨୩ ମସିହା ଅଗଷ୍ଟ ୨୩ ତାରିଖ ରାଜ୍ୟରେ ସଂଶୋଧନ ସଭ୍ୟଙ୍କ ପ୍ରଶିକ୍ଷଣ ପାଇଁ […]

କେନ୍ଦ୍ରାପଡ଼ା, ତା୨୯/୦୮: କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ବିଭାଗ ଓ ହକି ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର । ହକି ଜାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ସମସ୍ତଙ୍କୁ କ୍ରୀଡ଼ା ଦିବସର ଶୁଭେଚ୍ଛା ଜ୍ଞାପନ […]

କେନ୍ଦ୍ରାପଡା, ୨୮/୮- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାମନଗର, ଖରିନାସୀ, ବତୀଘର ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ୧୯୫୦ ମସିହାରୁ ସେଠାରେ ବସବାସ କରିଆସୁଛନ୍ତି । କେନ୍ଦ୍ରାପଡାରେ ଏକ ସମ୍ବାଦିକ ସମ୍ମିଳନୀରେ ସେମାନେ ସୂଚନା ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ପାକିସ୍ଥାନ ବିଭକ୍ତ ହୋଇଥିବାରୁ ପାକିସ୍ଥାନରେ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଇଥିଲା । ତତ୍‌୍‌କାଳିନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସେମାନେ ପାକିସ୍ଥାନ ଛାଡି ଭାରତରେ ଶରଣାର୍ଥୀ ଭାବରେ ପଳାଇ ଆସି ଏହି ଅଞ୍ଚଳରେ […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡି ସଭାପତି ପଦରୁ ଅଶୋକକୁମାର ପ୍ରତିହାରୀଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବ୍ଲକ ବିଜେଡି ଉପସଭାପତି ଥିବା ନିରଂଜନ ରାଉତଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ବିଜୁ ଜନତା ଦଳର ତିନି ତିନିଥର ବ୍ଲକ ସଭାପତି ହୋଇଥିବା ଅଶୋକ ତାଙ୍କ ତୃତୀୟ ପାଳିରେ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ବିଧାୟକ ଧ୍ରୁବ ସାହୁଙ୍କ ବିରୁଦ୍ଧରେ ମତାମତ ଦେବା ମହଙ୍ଗା ପଡିଛି । […]

କେନ୍ଦ୍ରାପଡା ୨୮/୮- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଂଙ୍ଗୀତ ମୁର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ଉତ୍ସବ ବଲାଙ୍ଗିର ଜିଲ୍ଲାର ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଏସ.ଡି.ପି.ଓ ତୋଫାନ ବାଗ, ସହକାରୀ ଜିଲ୍ଲାପାଳ ବିଜ୍ଞାନ କୁମ୍ଭାର, ଗୁରୁଶ୍ରୀ […]