ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ, ମୌଳିକ ସୁବିଧାରୁ ବଂଚିତ ପୌରାଂଚଳ ବାସୀ

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ୱାୟତ ଶାସନ ଦିବସ ପାଳନ କରିବ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୁର୍ବରୁ ବିଧାୟକ, ପୌର ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ…

ଇସିଆଇ ଟିମ୍ ଗସ୍ତକୁ ନେଇ ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଟିମ୍ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆସନ୍ତା ସେପ୍େଟମ୍ବର ୧୩ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

ନିରାମୟ କେନ୍ଦ୍ରରେ ମିଳୁନି ସବୁ ଔଷଧ , ଧାଡିରେ ଠିଆ ହୋଇ ନିରାଶ ହେଉଛନ୍ତି ରୋଗୀ

ସରକାରୀ ଡାକ୍ତରଖାନାରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି । କିନ୍ତୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଧରି ନିରାମୟ କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ ଓ ସମ୍ପର୍କୀୟ । ଡାକ୍ତର ଲେଖୁଥିବା ସମସ୍ତ ଔଷଧ…

ରାଜକନିକା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ: ଅର୍ବାନ ଫୁଟବଲ କ୍ଲବ ଚମ୍ପିଆନ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ରାଜକନିକା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲି ଥିବା ପ୍ରଥମ ରାଜକନିକା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଖେଳ ରେ ଅର୍ବାନ ଫୁଟବଲ କ୍ଲବ କନିକା ଟାଇଟନିକ୍ସକୁ ୧-୦ ଗୋଲ…

୧୧ନଂ ୱାର୍ଡ ମିଶନଶକ୍ତି ଗୃହ ଓ ଜଳନିଷ୍କାସନ ପ୍ରକଳ୍ପ , ୧୨ନଂ ୱାର୍ଡରେ ଗୋଷ୍ଠୀ ଶୌଚାଳୟ ଉଦଘାଟନ କଲେ ବିଧାୟକ

ଆସନ୍ତା ୩୧ ତାରିଖ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଇଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର ୧୧ନଂ ୱାର୍ଡ ସଂଖ୍ୟାଲଘୁ ବସ୍ତି ଓ…

ମହିଳା ପୋଷ୍ଟମାଷ୍ଟର ବେକରୁ ସୁନା ଚେନ ଲୁଟ, ଥାନାରେ ଏତଲା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଷ୍ଟମାଷ୍ଟରଙ୍କ ବେକରୁ ଲୁଟେରାମାନେ ସୁନା ଚେନ ଲୁଟି ନେଇଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଲୁଟ ମାମଲାର ତଦନ୍ତ ଚଳାଇଛି ।…

ଏଥର ଝଲସିବ ମଢିଆଳ ଗଙ୍ଗାଭାଗୀରଥର ଚାନ୍ଦି ମେଢ

କେନ୍ଦ୍ରାପଡ଼ା,୨୯ା୮: ଏଥର ଆହୁରି ଝଲସିବ କେନ୍ଦ୍ରାପଡା ସହରର ମଢିଆଳସ୍ଥିତ ଗଙ୍ଗାଭାଗୀରଥ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ଚାନ୍ଦି ମେଢ । ନୂଆ ରୂପରେ ଏଥର ଚମକିବ ଗଙ୍ଗାଭାଗୀରଥ ମେଢ । ପୂର୍ବରୁ ଏହି ମେଢର ୧କ୍ୱିଣ୍ଟାଲ ୨୦କେଜିର ଚାନ୍ଦି ମେଢ ଥିଲା…