ଗାଁକୁ ଆସୁନାହାଁନ୍ତି ଗ୍ରାମ୍ୟ କୃଷି କର୍ମଚାରୀ

ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏପରିକି ତୃଣମୂଳସ୍ତରରେ ଥିବା ଚାଷୀଙ୍କ କୃଷି ସମ୍ପର୍କିତ ସମସ୍ୟା ଦୂର କରିବା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଏହା କେତେମାତ୍ରାରେ…

ବେଆଇନ ବାଲି ଚାଲାଣ ବେଳେ ତିନ ହାଇୱ୍ୱା ଜବତ

ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରମୁଖ ଘାଟ ଗୁଡିକୁ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇନଥିବା ବେଳେ ଚୋରା ବାଲି ଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।…

ଜଗତଗୁରୁ ଠାକୁର ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା

ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଅନ୍ୟତମ ଲୀଳାକ୍ଷେତ୍ର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମଣ୍ଡପଡା ଅଭିରାମ ଆଶ୍ରମରେ ଝୁଲଣ ଯାତ୍ରା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଜଗତଗୁରୁ ଠାକୁର ଅଭିରାମ ପରମହଂସଙ୍କ ଦୀକ୍ଷିତ ମହିୟସୀ…

ବସ ଯାତ୍ରୀଙ୍କୁ ଶୋଷଣ,ନିର୍ଦ୍ଧାରିତ ଭଡାରୁ ନେଉଛନ୍ତି ଅଧିକ

କେନ୍ଦ୍ରାପଡା ଜିଲାରେ ବସଯାତ୍ରା ସେବା ବିପର୍ଯ୍ୟସ୍ତ ହୋଇଯାଇଛି । ବସଭଡା ବାବଦକୁ ସରକାରଙ୍କ ନିରଦ୍ଧାରିତ ରେଟ ଠାରୁ ଅଧିକ ଭଡା ଜୋରଜବରଦସ୍ତ ଲୁଟି ନେଉଛନ୍ତି ବସ କର୍ମଚାରୀ । ଏଥିନେଇ ବାରମ୍ବାର ଅଭିଯୋଗ ହୋଇଥଲେ ସୁଦ୍ଧା ଜିଲା ପରିବହନ ବିଭାଗ ଚେଇଁ…