ଚିକିତ୍ସା କାରାଇ ଫେରିବା ବାଟରେ ଆନ୍ଧ୍ରରେ ଆମ୍ବୁଲାନ୍‌ସ୍ ଦୁର୍ଘଟଣା: ପଟ୍ଟାମୁଣ୍ଡାଇ ଓ ଆଳି ଅଂଚଳର ୪ଜଣ ମୃତ

ଏମିତି ବି ଆସେ ମୃତ୍ୟୁ । ଚାହୁଁଚାହୁଁ ଚାଲିଗଲା ଅକାଳର ୨ ପରିବାରର ୪ ନିରିହ ଜୀବନ କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ବାଙ୍ଗାଲୋର ଭିକ୍ଟୋରିଆ ହସ୍ପିଟାଲ୍‌ରେ ଚିକିତ୍ସା କରାଇ ଆମ୍ବୁଲାନ୍‌ସ୍‌ରେ ଫେରିବା ବାଟରେ ରାସ୍ତାରେ…

ଟ୍ରକ୍ ଧକ୍କାରେ ଜଣଙ୍କର ୨ ଗୋଡ଼ କଟିଲା ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ତାଳଚେର ବସ୍‌ଷ୍ଟାଣ୍ଡ ସମ୍ମୁଖ ୧୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍‌କାରେ ଜଣେ ବ୍ୟକ୍ତିଙ୍କର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଚାଉଳିଆକୁତା ଅଞ୍ଚଳର ହରି ବେହେରା (୫୫) ରାସ୍ତାରେ ଯାଉଥିବାବେଳେ…

‘ଆୟୁଷ୍ମାନ ଭବଃ’ ସଫଳ ଅଭିଯାନର ପ୍ରଶାସନିକ ପ୍ରସ୍ତୁତି

କେନ୍ଦ୍ରାପଡ଼ା, ତା୧୪/୦୯: “ଆୟୁଷ୍ମାନ ଭବଃ” ଅଭିଯାନର ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଲୋକଙ୍କ ଦ୍ୱାରଦେଶରେ ସ୍ୱାସ୍ଥ୍ୟସେବାକୁ ପହଂଚାଇବା ପାଇଁ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ ନିର୍ଦ୍ଦେଶ ଦେଇଛନ୍ତି । ଏଇ ଅବସରରେ ହେଲ୍‌ଥ୍…

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା ଦଶମ ଦିନରେ ଧାରଣାକୁ ନେତୃତ୍ୱ ଦେଲା ମାର୍ଶାଘାଇ ବ୍ଲକ

କେନ୍ଦ୍ରାପଡ଼ା,୧୪ା୯ : କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଦଶ ଦିନ ପୁରିଛି । ବର୍ଷାର ପ୍ରକୋପ ଆନ୍ଦୋଳନର ତାତିକୁ ଥଣ୍ଡା କରିପାରି ନାହିଁ । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ମାର୍ଶାଘାଇ…