ବିଦ୍ୟୁତଲତାଙ୍କ ଶ୍ରାଦ୍ଧବାର୍ଷିକୀରେ ଭିନ୍ନକ୍ଷମଙ୍କୁ ସହାୟତା ଓ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ ଧୋୟାଂଚଳର ବିଶିଷ୍ଟ ସମାଜସେବୀ ଦିବ୍ୟଜୀବନ ସଂଘର ଆଜୀବନ ସଦସ୍ୟା ଦିବଂଗତା ବିଦ୍ୟୁତଲତା ବିଶ୍ୱାଳଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ତରଡ଼ିପାଳ ଠାରେ ଭିନ୍ନକ୍ଷମମାନଙ୍କୁ ସହାୟତା ପ୍ରଦାନ ସହ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଯାଇଛି । ଡ଼ ଦେବ ପ୍ରସାଦ ସାମଲଙ୍କ ପୌରହିତ୍ୟ…

ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅନ୍ତର୍ଗତ ବାବର-ବଅଢିଅ ନିକଟରେ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଅପହରଣ କରାଯାଇଥିବା ନେଇ ତନ୍ତିଆ ପାଳ ସାମୁଦ୍ରିକ ଥାନାରେ ଅଭିଯୋଗ ହୋଇଛି । ନିଖୋଜ ଥିବା କର୍ମଚାରୀ ଜଣଙ୍କ ହେଲେ ମହାକାଳପଡା ଥାନା ରାଜଗଡ଼ ଗ୍ରାମର…

ପଟ୍ଟାମୁଣ୍ଡାଇରେ ମହାପୁରୁଷ ହଜରତ୍ ମହମ୍ମଦ ସଲଲ୍ଲାହୋ ଓ ସଲମ୍‌ଙ୍କ ଜୟନ୍ତୀ

ପଟ୍ଟାମୁଣ୍ଡାଇ ,୨୮ା୯ କଳ୍ପତରୁ ନାୟକ:- ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଗୁରୁବାର ପଟ୍ଟାମୁଣ୍ଡାଇ ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ଶାତାଧିକ…

ଉପଯୁକ୍ତ ସମୟରେ ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ :ରାଜସ୍ୱମନ୍ତ୍ରୀ

ଓଡିଶାର ପ୍ରମୁଖ ବାଣିଜ୍ୟକେନ୍ଦ୍ର ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାରୁ ସବଡିଭିଜନ ଘୋଷଣା ପାଇଁ ଓଡିଶା ସରକାରଙ୍କ ନିକଟରେ ପଟ୍ଟାମୁଣ୍ଡାଇର ବିଭିନ୍ନ ସଂଗଟନ ପକ୍ଷରୁ ଦୃଢ ଦାବୀ କରିଅସୁଥରଲେ ।…

ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ନାଫ୍‌ସକବ୍‌ର ନିର୍ଦ୍ଦେଶକ ନିର୍ବାଚିତ

କେନ୍ଦ୍ରାପଡ଼ା, ୨୭/୦୯: ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ଜାତୀୟ ସ୍ତରରେ ସର୍ବୋଚ୍ଚ ସମବାୟ ସଂସ୍ଥା ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ମହାସଂଘ (ନାଫ୍‌ସକବ୍‌)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ରାପଡ଼ା ଜନ ଚେତନା…

ଉତ୍କଳ ସମ୍ମିଳନୀ ତରଫରୁ ରାଧାନାଥ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, ତା୨୮/୦୯: କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ଉତ୍କଳ ସମ୍ମିଳନୀର ଜିଲ୍ଲାର ପ୍ରତିଷ୍ଠା ଦିବସ ଓ କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରିଡିଂ ରୁମ…

ସାଇବର ସୁରକ୍ଷା କ୍ୟାମ୍ପେନ -୨୦୨୩ ପାଇଁ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୨୮ା୯: ସାରା ରାଜ୍ୟରେ ସାଇବର ସୁରକ୍ଷା କ୍ୟାମ୍ପେନ – ୨୦୨୩ ଆସନ୍ତା ସେଫ୍ଟେମ୍ବର ୩୦ରୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ଅବସରରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଗାଙ୍ଗପଡା ପଞ୍ଚାୟତ କଂଗ୍ରେସ କମିଟି ପୁର୍ନଃଗଠିତ

କେନ୍ଦ୍ରାପଡ଼ା, ତା୨୮/୦୯: ଗାଙ୍ଗପଡା ପଞ୍ଚାୟତରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଭରସିଂହଠାରେ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପଞ୍ଚାୟତ କଂଗ୍ରେସ କମିଟିର ପୁର୍ନଃଗଠନ କରାଯାଇ ଅଙ୍କୁର ଚରଣ ଦାସଙ୍କୁ ପୁର୍ନବାର…

ମହାପୁରୁଷ ହଜରତ୍ ମହମ୍ମଦ ସଲଲ୍ଲାହୋ ଓ ସଲମ୍‌ଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା,୨୮ା୯ : ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଆଜି କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ୫ହଜାରରୁ ଉର୍ଦ୍ଧ୍ୱ ମୁସଲମାନ…

ଯୁବତୀଙ୍କୁ ପ୍ରତାରଣା କଲା ଯୁବକ ବିବାହ କରି ଘରକୁ ନେଲାନାହିଁ

କେନ୍ଦ୍ରାପଡ଼ା,୨୮ା୦୯ : ଭୁବନେଶ୍ୱର ଅଞ୍ଚଳରେ ସ୍ୱାତି(ଛଦ୍ମନାମ)ଙ୍କ ସହ କେନ୍ଦ୍ରାପଡା ସହର ସାନ୍ତସାହି ଅଞ୍ଚଳର ଜଣେ ଯୁବକଙ୍କର ପରିଚୟ ହୋଇଥିଲା । ମାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ଦୁହେଁ ଦୁହିଙ୍କୁ ଜାଣିଥିଲେ । ସ୍ୱାତିଙ୍କ ଅନିଚ୍ଛା ସତ୍ତ୍ୱେ ଦତ୍ୟ ତାଙ୍କ ସହ ବଳପୂର୍ବକ ଶାରୀରିକ…

ସଦଭାବନା ୟୁଥ କ୍ଲବ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସଦଭାବନା ୟୁଥ କ୍ଲବ ପକ୍ଷରୁ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଆଇନ ମହାବିଦ୍ୟାଳୟ ଛକସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଫଏଜାନେ ଅଏଲେ ବେତ ପକ୍ଷରୁ କୁଇଜ ପ୍ରତିଯୋଗିତା

କେନ୍ଦ୍ରାପଡ଼ା, ୨୭ା୯: ପବିତ୍ର ମହମ୍ମଦଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ବସ୍ତିର ଫଏଜାନେ ଅଏଲେ ବେତ୍‌(ଇନଷ୍ଟିଟ୍ୟୁଟ ଫର ଲନିଙ୍ଗ କୋରାନ)ର କୁନି କୁନି ପିଲାମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ…

ଆବାସିକ ସେବାଶ୍ରମ ବିଦ୍ୟାଳୟରେ “ଆମେ ଜାଣିବା ଆମେ ଜିଣିବା ” କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, ତା୨୭/୦୯: ୨୬/୦୯/୨୩ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବେରୁହାଁ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଚଳିତ ବର୍ଷର ପ୍ରଥମ ଅଭିଭାବକଙ୍କ ସମ୍ମିଳନୀ…

ପ୍ରଥମ ପର୍ଯ୍ୟାୟ ଇଭିଏମ୍ ମେସିନ୍ ପରୀକ୍ଷଣ ନେଇ ସର୍ବଦଳୀୟ ବୈଠକ

କେନ୍ଦ୍ରାପଡ଼ା, ୨୭/୦୯: ଇଭିଏମ୍ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ନେଇ ଏକ ସର୍ବଦଳୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ଆବାସ ହିତାଧିକାରୀଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ

କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ କାର୍ଯ୍ୟାଦ୍ଦେଶ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଟାଉନହଲ ପରିସରରେ ନଗରପାଳ ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଉପନଗରପାଳ ଆକବରୀ ଖାତୁନ ଓ…

ଜିଗରଣ ୟୁ ଜି ଏମ ଇ ସ୍କୁଲ ଶିକ୍ଷକ ନିଯୁକ୍ତି ଦାବୀ କରି ଧାରଣା

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡ଼ିଅଂଟା ପଂଚାୟତ ଜିଗରଣ ୟୁଜିଏମ ଏଇ ସ୍କୁଲରେ ୧ମ ରୁ ୮ମ ପର୍ଯ୍ୟନ୍ତ ୧୭୨ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ବେଳେ ମାତ୍ର ୪ଜଣ ଶିକ୍ଷକରେ ପାଠପଢା ହେଉଛି । ଯାହାଫଳରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଆବଶ୍ୟକ…

ସ୍ୱଛ ସବୁଜ ପଟ୍ଟାମୁଣ୍ଡାଇ ନାରାରେ କମ୍ପିଲା ପଟ୍ଟାମୁଣ୍ଡାଇ ସହର

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହିତ ପଟ୍ଟାମୁଣ୍ଡାଇ ସହରକୁ ଆବର୍ଜନା ମୁକ୍ତ କରି ସ୍ୱଚ୍ଛ ସବୁଜ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ, ପଟ୍ଟାମୁଣ୍ଡାଇ କଲେଜ ଓ ମହିଳା କଲେଜ ଏନସିସି ଓ ସ୍କାଉଟ, ମହିଳା ସମିତି,ସ୍ୱଚ୍ଛଭାରତ…