ସ୍ୱଛ ସବୁଜ ପଟ୍ଟାମୁଣ୍ଡାଇ ନାରାରେ କମ୍ପିଲା ପଟ୍ଟାମୁଣ୍ଡାଇ ସହର


ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ସହିତ ପଟ୍ଟାମୁଣ୍ଡାଇ ସହରକୁ ଆବର୍ଜନା ମୁକ୍ତ କରି ସ୍ୱଚ୍ଛ ସବୁଜ ପଟ୍ଟାମୁଣ୍ଡାଇ ଗଢିବା ପାଇଁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ, ପଟ୍ଟାମୁଣ୍ଡାଇ କଲେଜ ମହିଳା କଲେଜ ଏନସିସି ସ୍କାଉଟ, ମହିଳା ସମିତି,ସ୍ୱଚ୍ଛଭାରତ ସୁପରଭାଇଜର, ସ୍ୱଚ୍ଚ ସାଥୀ, ପୋଲିସ ଦମକଳ ବାହିନୀ ମିଳିତ ସହଯୋଗରେ ନିଆରା ସଚେତନତା ଶୋଭାଯାତ୍ରା କରାଯାଇଥିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ଉପାଧ୍ୟକ୍ଷା ଅନୁପ୍ରିୟା ସାହୁ ପୌର ନିର୍ବାହୀ ଅଧିକାରୀ,ଅଜିତ ନାରାୟଣ ଗିରି, କାଉନସିଲର ସର୍ବଶ୍ରୀ ପ୍ରଶାନ୍ତ ବାରିକ, ଗୋପୀବଲ୍ଲଭ ନାୟକ, ମୃତ୍ୟୁଞ୍ଜୟ ପାଢ଼ୀ, ସାନିଆ ପରମିନ ସାହେବା, ଲଷ୍ମୀପ୍ରିୟା ସାହୁ, ସନ୍ତୋଷ ଦାସ, ଲାସ୍ୟମୟୀ ସାହୁ, ଝରଣା ବେହେରା, ସୁଧାମୟ ମଲିକ, ମଧୁସ୍ମିତା ମଲିକ, ସୁବାଷ ମଲିକ, ପ୍ରିୟଙ୍କା ସେଠୀ, ରୀନାରାଣୀ ମଲିକ, ମଳୟ ଓଝା, ସମ୍ରାଟ ଜେନା, ବିଦ୍ୟାଧର ସେଠୀ, ବନିତା ମଲିକ ଶ୍ରୀମତୀ ମଲିକ,ସ୍ୱଚ୍ଛ ଭାରତ ସୁପରଭାଇଜର ପୁଷ୍ପାଞ୍ଜଳୀ ପାତ୍ର,ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଶଶାଙ୍କ ଶେଖର ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଲୋକପ୍ରତିନିଧି ପ୍ରଶାସନିକ ଅଧିକାରୀ ଶୋଭାଯାତ୍ରାରେ ସାମିଲ ହୋଇ ସ୍ୱଚ୍ଛ ସବୁଜ ପଟ୍ଟାମୁଣ୍ଡାଇ ଗଢିବା ନାରାରେ ପଟ୍ଟାମୁଣ୍ଡାଇ ସହର ପ୍ରକମ୍ପିତ କରିଥିଲେ ଏହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ଦାଶ,ସତ୍ୟା ନନ୍ଦ ସାହୁ ମନୋରଞ୍ଜନ ଦାଶ, ସରୋଜ ପଣ୍ଡା, ମାମିନି ପଣ୍ଡା, ତପସ୍ୱିନୀ ଦାଶ ପ୍ରମୁଖ ପରିଚାଳନା କରିଥିବାବେଳେ ଆୟୁଶ୍ରୀ ନାୟକ,ମହେଶ୍ୱର ଲେଙ୍କା,ଗଣେଶ ପାତ୍ର କିଶୋର ସାହୁ, ଶାରଦା ନାୟକ ପରିଚାଳନାରେ ସହଯୋଗ କରିଥିଲେ

 

 

 


Discover more from

Subscribe now to keep reading and get access to the full archive.

Continue reading