କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ସଦସ୍ୟ ନରୋତ୍ତମ ଜେନାଙ୍କ ଗରାପୁରସ୍ଥିତ ବାସଭବନରେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ସୁଦର୍ଶନ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଶ୍ରମିକନେତା…
Day: 3 October 2023
ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ମିନି ମାରାଥନ ଦୈାଡରେ ପ୍ରଥମ
କେନ୍ଦ୍ରାପଡା ରଣପଡାସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ର ସାହାଦତ ଖାନ ଜିଲ୍ଲାର ଆଳି ଠାରେ ଅନୁଷ୍ଠିତ ଶରତ କୁମାର ଦେବ (୫କିଲୋମିଟର) ମିନି ମାରାଥନ ଦୈାଡରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି…
ନାବାର୍ଡର ପ୍ରଚେଷ୍ଟା ଏବଂ ସହଯୋଗରେ କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମିଳିଲା
କେନ୍ଦ୍ରାପଡ଼ା,୩ା୧୦ : ବହୁ ପ୍ରତିକ୍ଷୀତ କେନ୍ଦ୍ରାପଡା ରସାବଳିକୁ ଶେଷରେ ଜି.ଆଇ. ଟ୍ୟାଗ ମିଳିଛି । ବହୁ ଘାତ ଓ ପ୍ରତିଘାତ ସତ୍ୱେ ନାବାର୍ଡର ପ୍ରଚେଷ୍ଟା ଓ ସହଯୋଗରେ କେନ୍ଦ୍ରାପଡା ରସାବଳିକୁ ଏହି ଜି.ଆଇ. ଟ୍ୟାଗ ମିଳିଛି । ସୂଚନା ଯୋଗ୍ୟ ଯେ…
ସାଇବର ଅପରାଧ ରୋକିବାକୁ ଗଡିଲା ସଚେତନତା ରଥ
କେନ୍ଦ୍ରାପଡା ଜିଲ୍ଳା ଓଡିଶା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇ ସାଇବର ସଚେତନତା ରଥ ମଙ୍ଗଳବାର ପଟ୍ଟାମୁଣ୍ଡାଇ ସହରର ପହଁଚି ସାଇବର ଅପରାଧ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଅଂଚଳର ଜନସାଧାରଣଙ୍କୁ ସଚେତନ କରିବା ପାଇଁ…
ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଜିଗରଣ ବଙ୍ଗଳିସାହିରେ ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ପ୍ରଧାମନ୍ତ୍ରୀଙ୍କର ୯ ବର୍ଷ ପୂର୍ତି ଅବସରରେ ଗରିବ କଲ୍ୟାଣ ଯୋଜନା ସଂପର୍କରେ ଲୋକ…
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱଛତା ଅଭିଯାନ
କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ…
ରେସୱା ପରିସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଉଦଘାଟିତ
କେନ୍ଦ୍ରାପଡ଼ା, ୩ା୧୦ : ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସତ୍ୱେ ଯଦି ପରିବେଶ ସ୍ୱଛ ନରହିବା ତେବେ ମଣିଷ ରୋଗଗ୍ରସ୍ତ ହୋଇପଡିବ । ସ୍ୱଛ ପରିବେଶ ଓ ସ୍ୱଛ ବାୟୁମଣ୍ଡଳ…
କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର
କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସଦରମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାରସଂସ୍ଥା ଟାଉନ୍ ହଲ୍ ଠାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି…
ମହାନଦୀ ବ୍ରିଜ ଅଧାରେ ଲଟକି ବସ୍ , ଟଳିଗଲା ଏକ ବଡ଼ ବିପଦ , ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଲୋକେ
କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଶେଷ ପର୍ଯ୍ୟନ୍ତ ବସ ଡ୍ରାଇଭରଙ୍କ…
ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଥମ
କେନ୍ଦ୍ରାପଡ଼ା, ୨ା୧୦ : ଓଡିଶା ଲୋକସେବା ଆୟୋଗ(ଓ.ପି.ଏ.ସି) ପରିଚାଳିତ ଓ.ଇ.ଏସ୍ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡଃ ଭାବାନୀ ଶଙ୍କର ରାଉତ । ଡଃ ରାଉତ କେନ୍ଦ୍ରାପଡା ସହରସ୍ଥ କାକଟ ନିବାସୀ ମନ୍ମଥ ରାଉତ(ପୂର୍ବତନ ସିଇଓ ଅର୍ବାନ ବ୍ୟାଙ୍କ)…
ଗାନ୍ଧି ବିଚାରର ବିରୋଧୀ ଶାସନ ବିରୋଧରେ ବିଜେପିର ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡା ୨/୧୦- ଗାନ୍ଧିବାଦୀ ବିଚାର ବିରୋଧି ଶାସନ ଆପଣେଇ ରାଜ୍ୟ ସରକାର ଗାନ୍ଧି ଜୟନ୍ତୀକୁ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରିବାକୁ ତୀବ୍ର ବିରୋଧ କରିଛି ବିଜେପି । ନାରୀ ସଶକ୍ତିକରଣ ବାଜା ବଜାଉଥିବା ବିଜେଡି ସରକାର ଅସଲରେ ମହିଳାମାନଙ୍କ ଦୁର୍ଦ୍ଦଶାର…










