ବାଣ ବିଷ୍ପୋରଣରେ କାର ଭାଙ୍ଗି ଚୁରମାର, କାର ଚାଳକ ଗୁରୁତ୍ତର

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମ ପଞ୍ଚାୟତର ଖଣ୍ଡିଆ ବନ୍ଧ ଗ୍ରାମରେ ଭୟଙ୍କର ବାଣ ବିଷ୍ପୋରଣରେ ଏକ କାର ଜଳିଯାଇଥିବା ବେଳେ କାରଚାଳକ ଜଣଙ୍କ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ…

ବାବା ସାହେବ ଆମ୍ବେଦକର ଦଳିତ ଜାତିସଂଘର ତହସିଲରେ ବିକ୍ଷୋଭ

ପଟ୍ଟାମୁଣ୍ଡାଇ ବାବା ସାହେବ ଆମ୍ବେଦକର ଦଳିତ ଜାତି ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ସହର ପରିକ୍ରମା କରାଯିବା ସହିତ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନିଯୁକ୍ତ କରିବା, କେନ୍ଦ୍ରାପଡ଼ାରେ ମେଡିକାଲ…

ଗୋରୁ ମାଂସ ବୋଝେଇ ଟ୍ରକ ଜବତ ମାମଲା , ୨ ଅଭିଯୁକ୍ତ କୋର୍ଟ ଚାଲାଣ

ପଟ୍ଟାମୁଣ୍ଡାଇ ପୋଲିସ ଗତକାଲି ରାତିରେ ଜବତ କରିଥିବା ଗୋମାଂସ ହାଡ଼-ଚମଡା ବୋଝେଇ ଟ୍ରକ ମାମଲାର ବିଧିବଦ୍ଧ ତଦନ୍ତ କରି ଆଜି ଏକ ମୋକଦମା ରୁଜୁ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ…

ଦୀର୍ଘ ୪୨ବର୍ଷ ପରେ ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ମିଳନ

ଭୂବନେଶ୍ୱର, ୪ା୧୦–  ଆପଣ ଜାଣି ବିଶ୍ମିତ ହେବେ କି ୪୨ବର୍ଷ ଧରି ସ୍କୁଲ ଛାଡି ଥିବା ବୟବୃଦ୍ଧ ଛାତ୍ର ଛାତ୍ରୀ ମାନେ ଏବେ ସେମାନେ ଏକାଠି ହୋଇଛନ୍ତି । କିଏ କିଏ ସରକାରୀ ବାକିରୀରୁ ଅବସର ନେବାକୁ ବସିଲେଣି ତ କିଏ ଡାକ୍ତର…

ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ରସାବଳୀକୁ ଜି ଆଇ ମାନ୍ୟତା ,ରସାବଳୀ ବଂଟନ ଉତ୍ସବ ପଟ୍ଟାମୁଣ୍ଡାଇ ମନାଇଲା ଯୁବଛାତ୍ରବିଜେଡି

ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ହୃଦୟର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳୀକୁ ଜିଆଇ ମାନ୍ୟତା ମିଳିଛି । ଯାହାଫଳରେ ଦୀର୍ଘ ୭୦୦ବର୍ଷର ମହାନ ପରମ୍ପରା ଓ ସଂସ୍କୃତିର ବିଜୟ ହୋଇଛି । ଏହି ଖବର ମିଳିବା ପରେ…

ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ନିମନ୍ତେ ପ୍ରସ୍ତୁତି ବୌଠକ

କେନ୍ଦ୍ରାପଡ଼ା, ୪ା୧୦ : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜୋନ୍ ନଂ ୫ ଓ ଜୋନ୍ ନଂ ୭…