ପୁନର୍ବାସ ପକ୍ଷରୁ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ପାଳିତ

କେନ୍ଦ୍ରାପଡା ୬/୧୦- ପ୍ରତିବର୍ଷ ଅକ୍ଟୋବର ମାସ ୬ ତାରିଖକୁ ବିଶ୍ୱ ମସ୍ତିଷ୍କ ପକ୍ଷାଘାତ ଦିବସ ରୂପେ ପାଳନ କରାଯାଏ । ମସ୍ତିଷ୍କ ପକ୍ଷାଘାତ ସାଧାରଣତଃ ଏକ ଜନ୍ମଗତ ଅବସ୍ଥା । ଯାହା ଫଳରେ ଶିଶୁର ମାଂସପେଶୀ ଓ ସ୍ନାୟବିକ ଦୁର୍ବଳତା ହେତୁ…

ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି : ଉପଦେଷ୍ଟା ଡ଼ ଲୋପାମୁଦ୍ରା

ମିଶନଶକ୍ତି ନୂଆ ଓଡିଶା ଗଠନର ସ୍ଥପତି ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ମିଶନଶକ୍ତି ମହିଳାମାନଙ୍କ ମହାସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ମହିଳା କମିଶନ ପ୍ରାକ୍ତନ ଅଧ୍ୟକ୍ଷା ତଥା ମିଶନଶକ୍ତି ଉପଦେଷ୍ଟା ଡ଼ ଲୋପାମୁଦ୍ରା ବକ୍ସିପାତ୍ର ପ୍ରକାଶ…

ଅବହେଳିତ ଗାଁ ଖଡିଅଂଟା

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଅଧୀନ ଖଡିଅଂଟା ଗାଁ ବହୁ ଦିନ ଧରି ଅବହେଳିତ ହୋଇ ପଡିଛଥିବା ବେଳେ ଯାତାୟାତ ଲାଗି ଏହି ଗାଁକୁ ସବୁଦିନିଆ ଭଲ ରାସ୍ତା ନାହିଁ । ମାତ୍ର ଗାଁ ଭିତର ରାସ୍ତା ଯାତାୟାତ…

ଶିବାନନ୍ଦ ଆଶ୍ରମରେ ରସାବଳି ଉତ୍ସବ

କେନ୍ଦ୍ରାପଡ଼ା,୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିଥିବାରୁ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ରସାବଳି ଉତ୍ସବ ଅନୁଷ୍ଠିିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଆଶ୍ରମର ମନ୍ଦିରରେ…

କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଙ୍ଘକୁ ଭେଟିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୬ା୧୦ : କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମାନ୍ୟତା ମିଳିବା ପରେ ଏହାର ଆବେଦନକାରୀ କେନ୍ଦ୍ରାପଡ଼ା ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘର କର୍ମକର୍ତ୍ତାମାନଙ୍କୁୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ଗରାପୁରସ୍ଥିତ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଏହା…

କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

କେନ୍ଦ୍ରାପଡ଼ା, ୬ା୧୦ : ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ଅକ୍ଟୋବର ମାସ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ । ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ କେନ୍ଦ୍ରାପଡା କୋର୍ଟ…

ଜିଲ୍ଲା ବୋଇତବନ୍ଦାଣ ସମିତିର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୬ା୧୦: ରାଜ୍ୟର ପୁରାତନ ସାସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ଏକ ପ୍ରସ୍ତୁତି ବୈଠକ ଗରାପୁର ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଚିନ୍ମୟ ପ୍ରସାଦ ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଚଳିତ ବର୍ଷ…