କେନ୍ଦ୍ରାପଡ଼ା : ବିନା ଲାଇସେନ୍ସରେ ବାଣ ଗଚ୍ଛିତ ରଖିଥିବା ବାଣ ବ୍ୟବସାୟୀକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ସଂପୃକ୍ତ ବ୍ୟବସାୟୀ କେନ୍ଦ୍ରାପଡା ସହରସ୍ଥ ନସଡିପୁର ଗ୍ରାମର ବିଜେନ୍ଦ୍ର ବେହେରା ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଦୀପାବଳି ନିମନ୍ତେ ବିଜେନ୍ଦ୍ର ତାଙ୍କ ନସଡିପୁରସ୍ଥିତ ବାସଭବନରେ ବାଣ ଗଚ୍ଛିତ ରଖିଥିଲେ । ବିକ୍ରି କରିବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ […]
Day: 9 November 2023
କେନ୍ଦ୍ରାପଡ଼ା, ; ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି କେନ୍ଦ୍ରାପଡା ନଗର କଂଗ୍ରେସ ତରଫରୁ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଓ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ କୋରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗନରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ବଳଦେବଜୀଉ ପୀଠରେ ନଗର ସଭାପତି ରାଜେଶ ମହାନ୍ତି ପୌରୋହିତ୍ୟ କରିଥିବା ସ୍ଥଳେ କୋରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ […]
କେନ୍ଦ୍ରାପଡ଼ା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ତୃତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ମାସ ୧୬ ଓ ୧୭ ତାରିଖରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜନ ହେବ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ । ସମୁଦାୟ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମୀରେ ଇକୋରିଟ୍ରିଟ୍ ପୂର୍ବରୁ ବାଲୁକା କଳା ଉଦ୍ଘାଟିତ ହୋଇଯାଇଛି । ବିଧାୟକ ଧୃବ ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ଆଳି ଧାନମଣ୍ଡଳର ବିଶିଷ୍ଟ ଚିତ୍ରଶିଳ୍ପୀ ଯତିନ ଦାସ ଆୱାର ହେରିଟେଜ ନାମରେ ମହାପ୍ରଭୁ ଜଗନ୍ନାଥ, କୋଣାର୍କ ମନ୍ଦିର, ଭିତରକନିକାର ଜୈବବିବିଧତା ସ୍ଥାନ ପାଇଛି । ବିଶେଷକରି ହେନ୍ତାଳ ବୃକ୍ଷ, କୁମ୍ଭୀର, କଇଁଛର ପ୍ରତିକୃତୀ ନିଖୂଣ ଭାବରେ ବାଲିରେ ନିର୍ମାଣ କରିଛନ୍ତି । […]
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଚଂଳର ଅଣ୍ଢରା ଭେଡାରେ ଥିବା ଗୁଡିଆ ଯୋର ଉପରେ ସେତୁ ନିର୍ମାଣ ସ୍ୱପ୍ନରେ ରହିଯାଇଛି । ନେତୃତ୍ୱ ପରେ ନେତୃତ୍ୱ ବଦଳୁଛି । ହେଲେ ଚାଷୀମାନଙ୍କୁ ବାରମ୍ବାର ଦିଆଯାଉଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଉନାହିଁ । ଏହି ଗୁଡିଆ ଯୋର ପାର ହେଲେ ଅଣ୍ଢରା ଭେଡାର ଶହ ଶହ ଏକର ଉର୍ବର ଚାଷଜମି ରହିଛି । ବିଶେଷ କରି ଏହି ଚାଷଜମିରେ ରବି […]










