ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ଗ୍ରାମପଞ୍ଚାୟତର ପାଣି ସାଉଁଳିଆ ଗ୍ରାମର ସୁରେନ୍ଦ୍ର ମଲିକ, ଦୀନବନ୍ଧୁ ମଲିକ ଓ କୃପାସିନ୍ଧୁ ମଲିକଙ୍କ ବାସଗୃହ ପୋଡି ଯାଇଥିବା ଏବଂ ସେମାନେ ଅତ୍ୟନ୍ତ ଅସାହାୟ ଅବସ୍ଥାରେ ପଡିରହିଥିବାର ଖବର ପାଇ ବା ପରେ ସମାଜସେବୀ ବିଜେଡିର ସକ୍ରୀୟ ସଭ୍ୟ ଇଂ ମୂରଲୀଧର ସେଠୀ ଘଟଣାସ୍ଥଳରେ ପହଞ୍ଚି ଦୁଃଖ ପ୍ରକାଶ କରିଥିଲେ । ଏଥି ସହିତ ସେହି ଘରପୋଡି ବିପନ୍ନମାନଙ୍କୁ ଇଂ ସେଠୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗାଙ୍ଗପଡା ପଞ୍ଚାୟତ ସରପଞ୍ଚ ଅଶ୍ୱିନୀ କୁମାର ପାତ୍ର, ଶରତ କୁମାର ମହାନ୍ତି, ରାଜକିଶୋର ରାଉତ, ଦିଲ୍ଲିପ ରାଉତ, ଭରତ ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ବ୍ଲକସ୍ତରୀୟ ମିଶନ ଶକ୍ତି ଋଣ ପ୍ରଦାନ ମେଳା

Tue Nov 21 , 2023
ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶିଳ ହେବାକୁ ବିଭିନ୍ନ ଯୋଜନା ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ମିଶନ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରାଯାଉଅଛି ।ଏହି କ୍ରମରେ ସୋମବାର କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଏଲଏମ […]

You May Like