କଲେକ୍ଟୋରେଟ ଷ୍ଟାଫ କମିଟି ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୨ା୧: ସ୍ଥାନୀୟ ସଂସ୍କୃତି ଭବନଠାରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ । କଲେକ୍ଟୋରେଟ୍ ଷ୍ଟାଫ୍ କମିଟିର ସଭାପତି ଦିବାକର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ…

କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ ଡଃ. କାଳୀପ୍ରସନ୍ନଙ୍କ ବିଶ୍ୱ ସଂସ୍କୃତ ସମ୍ମେଳନରେ ଯୋଗଦାନ

କେନ୍ଦ୍ରାପଡ଼ା,୨ା୧: କେନ୍ଦ୍ରାପଡା ଦିବ୍ୟ ଜୀବନ ସଙ୍ଘ ଉପାଧ୍ୟକ୍ଷ, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡକ୍ଟର କାଳୀପ୍ରସନ୍ନ ଶତପଥୀ ଆସାମର ମଙ୍ଗଳଦୈ ଠାରେ ଅନୁଷ୍ଠିତ ବିଶ୍ୱ ସଂସ୍କୃତ ସମ୍ମେଳନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । “ବିଶ୍ୱ ହିତାୟ ସଂସ୍କୃତମ୍‌” ଆଧାରରେ…

କଳିଙ୍ଗନଗର ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିଲା ୧୮ ବର୍ଷ । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ପକ୍ଷରୁ ଆଜି ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି । ଖବର ଅନୁଯାୟୀ, ଟାଟା କମ୍ପାନୀର…

କଲେଜ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟକୁ ଛାତ୍ର କଂଗ୍ରେସର ବିରୋଧ ; ଦାୟିତ୍ୱ ପ୍ରତ୍ୟାହାର କରିବାକୁ ଦାବି

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଅନୁଷ୍ଠିତ ନୂଆ-ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ପାଖରେ ବିଧାୟକଙ୍କ ଫଟୋଚିତ୍ର ଲଗାଇଥିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ଛାତ୍ର କଂଗ୍ରେସର କର୍ମକର୍ତାମାନେ କେନ୍ଦ୍ରାପଡା ଉପଜିଲ୍ଲାପାଳ…

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତି

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ଗ୍ରାମର ଅଜିତ କୁମାର ଦାଶଙ୍କ ୨ ବଖରା ଘର ଗତକାଲି ବିଳମ୍ବିତ ରାତିରେ ପୋଡିପାଉଁଶ ହୋଇଯାଇଛି । ଫଳରେ ଘର ମଧ୍ୟରେ ଥିବା ସମସ୍ତ ଜିନିଷପତ୍ର ପୋଡି ହୋଇଯାଇଛି । ଅଗ୍ନିକାଣ୍ଡର କାରଣ…

ବାଇପାସ୍ ରାସ୍ତା କାମ ; ଜଳସେଚନରେ ବାଧା ସୃଷ୍ଟି ହେବା ଆଶଙ୍କା , ପାଣି ବିନା ହଇରାଣ ହେବେ ଚାଷୀକୂଳ

କଟକ ଜଗତପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ବାଇପାସ ଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାମରେ ଠିକାଦାର ବେଆଇନ ଭାବେ କେନାଲ ଭିତରୁ ଓ ପାର୍ଶ୍ୱରୁ ଜେସିବିରେ ମାଟି…