କେନ୍ଦ୍ରାପଡା ୬/୧ – ଆଠଦିନ ଧରି ସହରର ମହୀପାଳ ସ୍ଥିତ ଟେଲିକମ ପଡିଆରେ ଅନୁଷ୍ଠିତ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ଓ ଜିଲ୍ଲା ସଂସ୍କୃତି ବିଭାଗ ସହେଯାଗୀତାରେ ଏକବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ଶନିବାର ଦିନ ବିଶିଷ୍ଟ ସାହିତ୍ୟିକ ତଥା ପ୍ରାକ୍ତନ ରାଜ୍ୟ ନିର୍ବାଚନ କମିଶନର ଡ. ସଞ୍ଜୀବ ଚନ୍ଦ୍ର ହୋତା ଉଦ୍‌ଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରି କହିଥିଲେ ଯେ ପୃଥିବୀରେ ପରିବେଶ ବର୍ତ୍ତମାନ ଅସମତୁଳ […]

ଶିକ୍ଷା ରାଜ୍ୟ ଓ ଦେଶ ବିକାଶର ଚାବିକାଠି ହୋଇଥିବାବେଳେ କୃଷି ଦେଶ ଓ ରାଜ୍ୟର ମେରୁଦଣ୍ଡ ହୋଇଥିବାରୁ ଶିକ୍ଷା ଓ କୃଷି ସଶକ୍ତ ହେଲେ ବିକଶିତ ରାଜ୍ୟ ଓ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ପଟ୍ଟାମୁଣ୍ଡାଇ ଗସ୍ତରେ ଆସି କଷଣଅଂଟା ପଂଚାୟତ ହାଇସ୍କୁଲ, ସରକାରୀ ପାଣି ପାଇପ ତାଲିମ କେନ୍ଦ୍ର ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ ଛାତ୍ରୀଛାତ୍ର ଓ […]

ଆଜିର ଯୁଗ ହେଉଛି ବୈଷୟିକ ପ୍ରଗତି ଏବଂ ଡିଜିଟାଲ ରୂପାନ୍ତରର ଯୁଗ । ଆଜିର ଡିଜିଟାଲ ଦୁନିଆରେ ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ିଚାଲିଛି । ବ୍ୟାଙ୍କ ହେଉଛି ଏକ ଆର୍ଥିକ ସଂସ୍ଥା ଯାହା ଜନସାଧାରଣଙ୍କଠାରୁ ଜମା ଗ୍ରହଣ କରି ଋଣ ପ୍ରଦାନ କରିଥାଏ । ଦେଶରେ କୋଟି କୋଟି ଲୋକଙ୍କର ବ୍ୟାଙ୍କ ଆକାଉଂଟ ଅଛି । ଏହି ବ୍ୟାଙ୍କ ଆକାଉଂଟରେ ଲୋକମାନେ ସେମାନଙ୍କର ଜମା ସୁରକ୍ଷିତ ରଖନ୍ତି । […]