କେନ୍ଦ୍ରାପଡ଼ା, ୧୯ା୧: ଚଳିତ ବର୍ଷ ପାଣି ପଞ୍ଚାୟତ ପକ୍ଷ ପାଳନ-୨୦୨୪ ଆମ ରାଜ୍ୟରେ ଜାନୁୟାରୀ ୧୬ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉଠା ଜଳସେଚନ ବିଭାଜନ ପକ୍ଷରୁ ଆଜି ଉଠା ଜଳସେଚନ ସର୍କଲ, କଟକର ଅଧିକ୍ଷଣ ଯନ୍ତ୍ରୀ ତଥା ଭାରପ୍ରାପ୍ତ କେନ୍ଦ୍ରାପଡା ବିଭାଜନର ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର ପରିଡାଙ୍କ ଅଧ୍ୟକ୍ଷତାରେ ପାଣି ପଞ୍ଚାୟତ ପକ୍ଷ-୨୦୨୪ ପାଳିତ ହୋଇଯାଇଛି । ଏଥିରେ […]

କେନ୍ଦ୍ରାପଡ଼ା, ୧୯ା୧: ଜଣେ ନାବାଳିକା ଅପହରଣ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।  କେନ୍ଦ୍ରାପଡା ଫାଷ୍ଟ୍ରାକ୍ଟ ପୋସ୍କୋ କୋଟର ବିଚାରପତି ତ୍ରିବିକ୍ରମ କେଶରୀ କିନାରା ସାକ୍ଷୀ ଏବଂ ପ୍ରମାଣ ଆଧାରରେ ଅଭିଯୁକ୍ତ ଜିତୁରଞ୍ଜନ ପ୍ରଧାନଙ୍କୁ କୁ ଦୋଷୀ ସାବ୍ୟସ୍ତ କରି ତିନିବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ୨୦୨୧ ମସିହା […]